ଏନ୍‌ଆଇଟିରେ ଯୌନ ନିର୍ଯାତନା ମାମଲାର ଅନୁଧ୍ୟାନ କରୁଛନ୍ତି ଏମ୍‌ଏଚ୍‌ଆରଡି ଉପ ଶାସନ ସଚିବ

ରାଉରକେଲା:ରାଉରକେଲା ଏନ୍‌ଆଇଟିରେ ଯୌନ ନିର୍ଯାତନା ମାମଲାର ଅନୁଧ୍ୟାନ କରୁଛନ୍ତି କେନ୍ଦ୍ର ମାନବ ବିକାଶ ମନ୍ତ୍ରଣାଳୟ ଉପ ଶାସନ ସଚିବ ରାଜେଶ ସିଂ ସୋଲାଙ୍କି। ଆଜି ସେ ପ୍ରଥମେ କ୍ୟାମ୍ପସକୁ ଯାଇ ବିଭିନ୍ନ ଗେଟ୍‌ରେ ଥିବା ସୁରକ୍ଷାକର୍ମୀଙ୍କୁ ଭେଟି ଆଲୋଚନା କରିଛନ୍ତି। ପରେ ସେ ପୀଡିତାଙ୍କୁ ଭେଟି ଆଲୋଚନା କରିବା ସହ ଆନ୍ଦୋଳନକୁ ଓହ୍ଲାଇଥିବା ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ କାଥାବାର୍ତ୍ତା କରିବାର କର୍ଯ୍ୟକ୍ରମ ରହିଛି। ଗତକାଲି ଓପନ୍ ହାଉସ୍‌ରେ ଆଲୋଚନା ପରେ ଛାତ୍ରଛାତ୍ରୀମାନେ  ଆନ୍ଦୋଳନ ପ୍ରତ୍ୟାହାର […]

NIT

NIT

Rakesh Mallick
  • Published: Friday, 03 June 2016
  • Updated: 03 June 2016, 06:14 AM IST

Sports

Latest News

ରାଉରକେଲା:ରାଉରକେଲା ଏନ୍‌ଆଇଟିରେ ଯୌନ ନିର୍ଯାତନା ମାମଲାର ଅନୁଧ୍ୟାନ କରୁଛନ୍ତି କେନ୍ଦ୍ର ମାନବ ବିକାଶ ମନ୍ତ୍ରଣାଳୟ ଉପ ଶାସନ ସଚିବ ରାଜେଶ ସିଂ ସୋଲାଙ୍କି। ଆଜି ସେ ପ୍ରଥମେ କ୍ୟାମ୍ପସକୁ ଯାଇ ବିଭିନ୍ନ ଗେଟ୍‌ରେ ଥିବା ସୁରକ୍ଷାକର୍ମୀଙ୍କୁ ଭେଟି ଆଲୋଚନା କରିଛନ୍ତି। ପରେ ସେ ପୀଡିତାଙ୍କୁ ଭେଟି ଆଲୋଚନା କରିବା ସହ ଆନ୍ଦୋଳନକୁ ଓହ୍ଲାଇଥିବା ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ କାଥାବାର୍ତ୍ତା କରିବାର କର୍ଯ୍ୟକ୍ରମ ରହିଛି।

ଗତକାଲି ଓପନ୍ ହାଉସ୍‌ରେ ଆଲୋଚନା ପରେ ଛାତ୍ରଛାତ୍ରୀମାନେ  ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ଏଥିସହ ପୂରା ଘଟଣାର ତଦନ୍ତ ସିନେଟ୍‌ କରିବ ବୋଲି ନିଷ୍ପତ୍ତି ହୋଇଛି। କ୍ୟାମ୍ପସ୍‌ରେ ଶାନ୍ତି ବଜାୟ ରଖିବାକୁ ପଦକ୍ଷେପ ନିଆଯାଇଥିବା ନିର୍ଦ୍ଦେଶକ କହିଛନ୍ତି।

ମହିଳା ସୁରକ୍ଷାକର୍ମୀଙ୍କୁ ମୁଖ୍ୟ ସୁରକ୍ଷା ଅଧିକାରୀ ବଳରାମ ଚମ୍ପତିରାୟ ଯୌନ ନିର୍ଯାତନା ଅଭିଯୋଗକୁ ନେଇ ଛାତ୍ର ଅଶାନ୍ତି ଦେଖାଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story