ରାଉରକେଲା: କ୍ୟାଡର ମାଓ ଦମ୍ପତିଙ୍କ ଆତ୍ମସମର୍ପଣ

ରାଉରକେଲା: ରାଉରକେଲା ପୋଲିସ୍ ନିକଟରେ ଏକ କ୍ୟାଡର୍ ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ସନିକା କୁଜୁର ଓ ସୁନୀତା କୁଜୁର। ଉଭୟ ସମର ଜୀ ଓରଫ ଅନମୋଲ ଦ୍ୱାରା ପରିଚାଳିତ ମାଓବାଦୀ ଡିଭିଜନର ସଦସ୍ୟ ଥିଲେ। ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାନ୍ତରେ ମାଓବାଦୀଙ୍କ ବିଭିନ୍ନ କାର୍ଯ୍ୟକଳାପରେ ଏହି ଦମ୍ପତି ଜଡ଼ିତ ଥିଲେ। ଗତ ଜୁଲାଇ ଓ ଅଗଷ୍ଟ ମାସରେ ଗୁରୁଣ୍ଡିଆରେ ପୋଲିସ୍ ସହ ମାଓବାଦୀଙ୍କର ହୋଇଥିବା ଗୁଳିବିନିମୟରେ ବି ଏ ଦୁଇ ଜଣ ସାମିଲ […]

maoist

maoist

Rakesh Mallick
  • Published: Saturday, 10 September 2016
  • Updated: 10 September 2016, 01:19 PM IST

Sports

Latest News

ରାଉରକେଲା: ରାଉରକେଲା ପୋଲିସ୍ ନିକଟରେ ଏକ କ୍ୟାଡର୍ ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ସନିକା କୁଜୁର ଓ ସୁନୀତା କୁଜୁର। ଉଭୟ ସମର ଜୀ ଓରଫ ଅନମୋଲ ଦ୍ୱାରା ପରିଚାଳିତ ମାଓବାଦୀ ଡିଭିଜନର ସଦସ୍ୟ ଥିଲେ। ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାନ୍ତରେ ମାଓବାଦୀଙ୍କ ବିଭିନ୍ନ କାର୍ଯ୍ୟକଳାପରେ ଏହି ଦମ୍ପତି ଜଡ଼ିତ ଥିଲେ। ଗତ ଜୁଲାଇ ଓ ଅଗଷ୍ଟ ମାସରେ ଗୁରୁଣ୍ଡିଆରେ ପୋଲିସ୍ ସହ ମାଓବାଦୀଙ୍କର ହୋଇଥିବା ଗୁଳିବିନିମୟରେ ବି ଏ ଦୁଇ ଜଣ ସାମିଲ ଥିଲେ।

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ସେମାନେ ମାଓ ସଂଗଠନ ଛାଡ଼ିଛନ୍ତି ବୋଲି କହିଛନ୍ତି ସନିକା ଓ ସୁନୀତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story