ରାୟଗଡ଼ା ବନ୍ୟାଞ୍ଚଳରେ ରିଲିଫ୍‌ କାର୍ଯ୍ୟ ଜୋରଦାର: ଆକାଶ ମାର୍ଗରୁ ପଡ଼ୁଛି ଖାଦ୍ୟ ପୁଡ଼ିଆ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବନ୍ୟାସ୍ଥିତିରେ ବିଶେଷ ସୁଧାର ଆସିନାହିଁ। ଏପଟେ ଲୋକଙ୍କ ପାଇଁ  କୌଣସି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମିଳୁନାହିଁ। ସମସ୍ତ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ସ୍କୁଲରେ ଆଶ୍ରୟ ଦିଆଯାଇଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ଓଡ୍ରାଫ୍, ଅଗ୍ନିଶମ ଓ ସିଆରପିଏଫ୍‌ ଟିମ୍‌ ନିୟୋଜିତ ହୋଇଛନ୍ତି। ହେଲିକପଟର ଜରିଆରେ ଆକାଶ ମାର୍ଗରୁ ରିଲିଫ୍ ବିତରଣ କରାଯାଉଛି। ରିଲିଫ୍ ପକାଇବା ପାଇଁ ୨ ହଜାର ଖାଦ୍ୟ ପୁଡ଼ିଆ ପ୍ରସ୍ତୁତ କରାଯାଇଛି। ସେହିପରି ୩ […]

rayagada

rayagada

Rakesh Mallick
  • Published: Monday, 17 July 2017
  • Updated: 17 July 2017, 01:55 PM IST

Sports

Latest News

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବନ୍ୟାସ୍ଥିତିରେ ବିଶେଷ ସୁଧାର ଆସିନାହିଁ। ଏପଟେ ଲୋକଙ୍କ ପାଇଁ  କୌଣସି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମିଳୁନାହିଁ। ସମସ୍ତ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ସ୍କୁଲରେ ଆଶ୍ରୟ ଦିଆଯାଇଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ଓଡ୍ରାଫ୍, ଅଗ୍ନିଶମ ଓ ସିଆରପିଏଫ୍‌ ଟିମ୍‌ ନିୟୋଜିତ ହୋଇଛନ୍ତି। ହେଲିକପଟର ଜରିଆରେ ଆକାଶ ମାର୍ଗରୁ ରିଲିଫ୍ ବିତରଣ କରାଯାଉଛି। ରିଲିଫ୍ ପକାଇବା ପାଇଁ ୨ ହଜାର ଖାଦ୍ୟ ପୁଡ଼ିଆ ପ୍ରସ୍ତୁତ କରାଯାଇଛି। ସେହିପରି ୩ ୟୁନିଟ ଏନଡିଆରଏଫ୍ ଦେବାକୁ କମାଣ୍ଡାଣ୍ଟଙ୍କୁ କୁହାଯାଇଛି।  ୧୩୦୦ ଲୋକଙ୍କୁ ରନ୍ଧାଖାଦ୍ୟ ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ମଝିହାଡ଼ ହାଇସ୍କୁଲ ଏବଂ କଲ୍ୟାଣସିଂହପୁର ଏମଇ ସ୍କୁଲରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।  ୭ଦିନ ପର୍ଯ୍ୟନ୍ତ ଲୋକଙ୍କୁ ରନ୍ଧାଖାଦ୍ୟ ଦଆଯିବ।

ପାରଳାଖେମୁଣ୍ଡିରେ ବନ୍ୟା

ଗଜପତି ଜିଲ୍ଲା କାଶୀନଗରରେ ବଂଶଧାରା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବନ୍ୟାଜଳକୁ ନିୟନ୍ତ୍ରଣ ପାଇଁ ନଦୀର ତଳମୁଣ୍ଡ ଆନ୍ଧ୍ରର ହିରମଣ୍ଡଳମରେ ଥିବା ଗୋଟା ବ୍ୟାରେଜର ସମସ୍ତ ୨୧ଟି ଗେଟ୍ ଖୋଲାଯାଇଛି। ସେକେଣ୍ଡ ପିଛା ୨୧୦୦ କ୍ୟୁସେକ ଜଳ ନିଷ୍କାସନ ହେଉଛି। କାଶୀନଗରରେ ଉପ ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story