ସହି ହେଲାନି ନିର୍ଯାତନା: ଜଙ୍ଗଲ ଛାଡ଼ିଲେ ରୀନା

ରାୟଗଡ଼ା: ମାଓ କ୍ୟାମ୍ପରେ ନାରୀଙ୍କୁ ନିର୍ଯାତନା ଦିଆଯାଉଛି। ଏପରି ଅଭିଯୋଗ ଆଣି ମାଓ କ୍ୟାମ୍ପ ଛାଡ଼ିଛନ୍ତି କ୍ୟାଡ଼ର ମହିଳା ମାଓବାଦୀ ରଜିତା ମଲ୍ଲିକ ଓରଫ ଲକ୍ଷ୍ମୀ ଓରଫ ରୀନା। ଆଜି  ସେ ରାୟଗଡ଼ା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ରୀନା ସିପିଆଇ ମାଓବାଦୀ ନିୟମଗିରି ଦଳମ୍‌ର ବଣ୍ଟି ଗ୍ରୁପ୍‌ର ସଦସ୍ୟ ଥିଲେ। ଏସ୍‌ପିଙ୍କ ନିଟକରେ ଆତ୍ମସମର୍ପଣ ବେଳେ ରୀନା କହିଛନ୍ତି,“ମାଓ କ୍ୟାମ୍ପରେ ଓଡ଼ିଆ କ୍ୟାଡରଙ୍କୁ ଅଣଦେଖା କରାଯାଉଛି। ଏପରିକି ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ମହିଳାଙ୍କ ତୁଳନାରେ ଓଡ଼ିଶା […]

rayagada naxal surredder

rayagada naxal surredder

Rakesh Mallick
  • Published: Wednesday, 08 March 2017
  • Updated: 08 March 2017, 04:29 PM IST

Sports

Latest News

ରାୟଗଡ଼ା: ମାଓ କ୍ୟାମ୍ପରେ ନାରୀଙ୍କୁ ନିର୍ଯାତନା ଦିଆଯାଉଛି। ଏପରି ଅଭିଯୋଗ ଆଣି ମାଓ କ୍ୟାମ୍ପ ଛାଡ଼ିଛନ୍ତି କ୍ୟାଡ଼ର ମହିଳା ମାଓବାଦୀ ରଜିତା ମଲ୍ଲିକ ଓରଫ ଲକ୍ଷ୍ମୀ ଓରଫ ରୀନା। ଆଜି  ସେ ରାୟଗଡ଼ା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ରୀନା ସିପିଆଇ ମାଓବାଦୀ ନିୟମଗିରି ଦଳମ୍‌ର ବଣ୍ଟି ଗ୍ରୁପ୍‌ର ସଦସ୍ୟ ଥିଲେ।

ଏସ୍‌ପିଙ୍କ ନିଟକରେ ଆତ୍ମସମର୍ପଣ ବେଳେ ରୀନା କହିଛନ୍ତି,“ମାଓ କ୍ୟାମ୍ପରେ ଓଡ଼ିଆ କ୍ୟାଡରଙ୍କୁ ଅଣଦେଖା କରାଯାଉଛି। ଏପରିକି ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ମହିଳାଙ୍କ ତୁଳନାରେ ଓଡ଼ିଶା ମହିଳାଙ୍କୁ କମ୍‌ ଗୁରୁତ୍ୱ ଦିଆଯାଉଛି। ଓଡ଼ିଶା କ୍ୟାଡରଙ୍କୁ ନାଚଗୀତ ଓ ରୋଷେଇରେ ନିୟୋଜିତ କରାଯାଉଛି।”

ସେ କହିଛନ୍ତି,“ମୋତେ ଗର୍ଭପାତ କରିବାକୁ ନିୟମଗିରି ଦଲମର ମୁଖ୍ୟ ବଣ୍ଟି ବାଧ୍ୟ କରିଥିଲେ। ଏହାକୁ ମୁଁ ବିରୋଧ କରି ମାଓ କ୍ୟାମ୍ପ ଛାଡ଼ିଥିଲି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story