ଆରବିଆଇ ଛାପିଲା୨୦୦ ଟଙ୍କିଆ ନୋଟ: ହେଲେ ବଜାରକୁ ଛାଡ଼ିନି

ନୂଆଦିଲ୍ଲୀ: ବଜାରକୁ  ଆସିବ ୨୦୦ ଟଙ୍କିଆ ନୋଟ୍।  ଏନେଇ ଆରବିଆଇ ଛାପିବା ଆରମ୍ଭ କରିଦେଇଛି। ତେବେ ଏହି ନୂଆ ଟଙ୍କାର ରୂପ ବିଷୟରେ ଆରବିଆଇ କୌଣସି  ସୂଚନା ଦେଇ ନାହିଁ । ଖୁବ୍ ଶୀଘ୍ର ଏହା ବଜାରକୁ ଆସିବ ବୋଲି କୁହାଯାଉଛି। ବିମୁଦ୍ରାକରଣ ପରେ ସରକାର  ସଙ୍କଟ ଟାଳିବା ପାଇଁ ବିଚାର କରୁଥିଲେ। ଏଥିସହ ଦୁର୍ନୀତି  ହଟାଇବା ଏବଂ ବ୍ଲାକ ମନିକୁ ରୋକିବା ପାଇଁ ସରକାର ବିଚାର କରୁଥିଲେ। ସେହି ଅନୁଯାୟୀ ଆରବିଆ ନୂଆ ନୂଆ ନୋଟକୁ ନୂଆ […]

rbi-1

rbi-1

Rakesh Mallick
  • Published: Wednesday, 28 June 2017
  • Updated: 29 June 2017, 03:21 PM IST

ନୂଆଦିଲ୍ଲୀ: ବଜାରକୁ  ଆସିବ ୨୦୦ ଟଙ୍କିଆ ନୋଟ୍।  ଏନେଇ ଆରବିଆଇ ଛାପିବା ଆରମ୍ଭ କରିଦେଇଛି। ତେବେ ଏହି ନୂଆ ଟଙ୍କାର ରୂପ ବିଷୟରେ ଆରବିଆଇ କୌଣସି  ସୂଚନା ଦେଇ ନାହିଁ । ଖୁବ୍ ଶୀଘ୍ର ଏହା ବଜାରକୁ ଆସିବ ବୋଲି କୁହାଯାଉଛି। ବିମୁଦ୍ରାକରଣ ପରେ ସରକାର  ସଙ୍କଟ ଟାଳିବା ପାଇଁ ବିଚାର କରୁଥିଲେ। ଏଥିସହ ଦୁର୍ନୀତି  ହଟାଇବା ଏବଂ ବ୍ଲାକ ମନିକୁ ରୋକିବା ପାଇଁ ସରକାର ବିଚାର କରୁଥିଲେ। ସେହି ଅନୁଯାୟୀ ଆରବିଆ ନୂଆ ନୂଆ ନୋଟକୁ ନୂଆ ରୂପରେ ଛାପିବା ଆରମ୍ଭ କରିଛି।  ତେବେ ଆମେ ପ୍ରକାଶ କରିଥିବା ଫଟୋଟି ସାଙ୍କେତିକ।

ସୌଜନ୍ୟ ଟାଇମ୍‌ସ ଅଫ ଇଣ୍ଡିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos