ପୂର୍ବତଟ ରେଳପଥରେ ନିଯୁକ୍ତି ସୁଯୋଗ

ରେଲୱେରେ ନିଯୁକ୍ତି ସୁଯୋଗ। ପୂର୍ବତଟ ରେଳପଥରେ ବିଭିନ୍ନ ଡିଭିଜନରେ ଖାଲିଥିବା ହାଉସ୍‌ ଷ୍ଟାଫ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରିଛି ପୂର୍ବ ରେଳ ପଥ। ନିଯୁକ୍ତି ଆଶାୟୀ ପାର୍ଥୀମାନେ ୨୦୧୮ ଫେବୃଆରୀ ୭ ତାରିଖ ସୁଦ୍ଧା ଏହି ପଦବୀ ପାଇଁ ଆବେଦନ କରିପାରିବେ। ଶିକ୍ଷାଗତ ଯୋଗ୍ୟତା ଓ ଖାଲିଥିବା ପଦବୀ ବିଷୟରେ: ମୋଟ ୭ଟି ହାଉସ୍ ଷ୍ଟାଫ୍‌ ପୋଷ୍ଟ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଏହି ସବୁ ପୋଷ୍ଟ କୋଲକାତା ପାଇଁ ରହିଛି। କେବଳ ଡାକ୍ତରୀ ଛାତ୍ରଛାତ୍ରୀମାନେ […]

Railway-jobs-

Railway-jobs-

Rakesh Mallick
  • Published: Tuesday, 16 January 2018
  • Updated: 16 January 2018, 05:21 PM IST

Sports

Latest News

ରେଲୱେରେ ନିଯୁକ୍ତି ସୁଯୋଗ। ପୂର୍ବତଟ ରେଳପଥରେ ବିଭିନ୍ନ ଡିଭିଜନରେ ଖାଲିଥିବା ହାଉସ୍‌ ଷ୍ଟାଫ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରିଛି ପୂର୍ବ ରେଳ ପଥ। ନିଯୁକ୍ତି ଆଶାୟୀ ପାର୍ଥୀମାନେ ୨୦୧୮ ଫେବୃଆରୀ ୭ ତାରିଖ ସୁଦ୍ଧା ଏହି ପଦବୀ ପାଇଁ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା ଓ ଖାଲିଥିବା ପଦବୀ ବିଷୟରେ: ମୋଟ ୭ଟି ହାଉସ୍ ଷ୍ଟାଫ୍‌ ପୋଷ୍ଟ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଏହି ସବୁ ପୋଷ୍ଟ କୋଲକାତା ପାଇଁ ରହିଛି।

କେବଳ ଡାକ୍ତରୀ ଛାତ୍ରଛାତ୍ରୀମାନେ ହିଁ ଏହି ପଦବୀ ପାଇଁ ଅବେଦନ କରିପାରିବେ। ଏଥିପାଇଁ ମେଡିକାଲ୍ ଗ୍ରାଜୁଏଟ୍‌ ହେବା ନିହାତି ଆବଶ୍ୟକ।

  1. House Staff / Gen Medicine: 02 + Panel.
  2. Surgery: 01 + Panel.
  3. Gynecology: 01 + Panel.
  4. Pathology: 01 + Panel
  5. Anesthesiology: 01 + Panel.
  6. ENT: 01 + Panel.

ରିଟିନ୍‌ ଟେଷ୍ଟ କିମ୍ବା ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ। 

ଏଇଠି ହେବ ଇଣ୍ଟର୍ଭ୍ୟୁ: B R Singh Hospital, Sealdah, Kolkata – 700014 ରେ Gen. Medicine, Gen. Surgery, Gynecology, Pathology, Anesthesiology and  ENT  ବିଭାଗରେ  02.00 pm. ଇଣ୍ଟର୍ଭ୍ୟୁ ହେବ।

କେମିତି କରିବେ ଆବେଦନ: ଏଥିପାଇଁ ପାର୍ଥୀଙ୍କୁ ପାର୍ଥୀଙ୍କୁ B R Singh Hospital, Sealdah, Kolkata 700014 ଡାଇରେକ୍ଟରଙ୍କ ପାଖକୁ ନିଜର ଦରଖାସ୍ତପତ୍ର ପଠାଇବାକୁ ପଡ଼ିବ। ବାୟଡୋଟା ସେଲ୍ଫ ଆଟେଷ୍ଟେଡ୍ ଥିବା MBBSର ମାର୍କସିଟ୍‌ ଓ ମେଡିକାଲ୍‌ରେ ଇଣ୍ଟର୍ଣ୍ଣସିପ୍‌ ସଫଳ ଭାବେ ସମ୍ପୂର୍ଣ୍ଣ ହୋଇଥିବାର ପ୍ରମାଣପତ୍ର ସହିତ ପ୍ରୋଭିଜନାଲ୍‌ ସାର୍ଟିଫିକେଟ୍ ଦେବାକୁ ପଡ଼ିବ। ଏଥିସହିତ  Medical Council of India ସ୍ୱୀକୃତି ପ୍ରାପ୍ତ ସ୍ଥାୟୀ ପଞ୍ଜିକୃତ ପ୍ରମାଣପତ୍ର ଦେବାକୁ ପଡ଼ିବ। ଏହା ବ୍ୟବତୀତ ଅପଣ ଇଣ୍ଟର୍ଣ୍ଣ କୁରଥିବା ଡାକ୍ତରଖାନା କିମ୍ବା ଇନ୍‌ଷ୍ଟିଟ୍ୟୁଟ୍‌ଠାରୁ NO(ନୋ ଅବଜେକ୍ସନ ସାର୍ଟିଫିକେଟ୍) ମଧ୍ୟ ଦେବାକୁ ପଡ଼ିବ। ଏଥିରେ ବର୍ତ୍ତମାନର ଦୁଇଟି ପାସପୋର୍ଟ ଫଟୋ କପି ଦେବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos