ପୁଣି ଅଲୋଡ଼ା ଶିଶୁକନ୍ୟା: କିଏ ଛାଡ଼ିଗଲା ଗାଁ ବାରଣ୍ଡାରେ

ଖୋର୍ଦ୍ଧା: ପୁଣି ଅଲୋଡ଼ା ଶିଶୁକନ୍ୟା। ସଚେତନା ସତ୍ତ୍ୱେ ଏବେ ବି ଅବହେଳିତ।  କିଏ ବୁଦା ମୂଳେ ଶିଶୁ କନ୍ୟାକୁ ଫୋପାଡ଼ି ଦେଇ ଚାଲି ଯାଉଛି ତ ଆଉ କିଏ ଡ୍ରେନ୍‌ରେ ଭସାଇ ଦେଉଛି।  ଆଉ କିଏ ଖତ ଗଦାରେ ପୋତି ଦେଉଛନ୍ତି।  ବାରମ୍ୱାର ଏପରି ଘଟଣା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରୁଛି। ଆଜି ଏଭଳି ଏକ ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଟାଙ୍କୋଳ ଗାଁରୁ। ଗାଁରେ ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ଏକ ନବଜାତ […]

child

child

Rakesh Mallick
  • Published: Saturday, 15 July 2017
  • Updated: 15 July 2017, 10:48 AM IST

Sports

Latest News

ଖୋର୍ଦ୍ଧା: ପୁଣି ଅଲୋଡ଼ା ଶିଶୁକନ୍ୟା। ସଚେତନା ସତ୍ତ୍ୱେ ଏବେ ବି ଅବହେଳିତ।  କିଏ ବୁଦା ମୂଳେ ଶିଶୁ କନ୍ୟାକୁ ଫୋପାଡ଼ି ଦେଇ ଚାଲି ଯାଉଛି ତ ଆଉ କିଏ ଡ୍ରେନ୍‌ରେ ଭସାଇ ଦେଉଛି।  ଆଉ କିଏ ଖତ ଗଦାରେ ପୋତି ଦେଉଛନ୍ତି।  ବାରମ୍ୱାର ଏପରି ଘଟଣା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରୁଛି। ଆଜି ଏଭଳି ଏକ ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଟାଙ୍କୋଳ ଗାଁରୁ।

ଗାଁରେ ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ଏକ ନବଜାତ  ଶିଶୁକନ୍ୟାଟିକୁ କେହି ଛାଡ଼ି ଚାଲିଯାଇଥିଲା। ଗ୍ରାମବାସୀ ଭୋରରୁ ଶିଶୁକନ୍ୟାକୁ ଦେଖି ଗାଁର ଆଶାକର୍ମୀଙ୍କୁ ଖବର ଦେଇଥିଲେ। ଆଶାକର୍ମୀ ଆସିବା ପରେ ଗ୍ରାମବସୀ ଶିଶୁଟିକୁ ଉଦ୍ଧାର କରିଥିଲେ । ଏନେଇ ଆଶାକର୍ମୀ ଖୋର୍ଦ୍ଧା ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ। ଖବର ପାଇବା ପରେ ଚାଇଲ୍ଡ଼ ଲାଇନ୍ ଅଧିକାରୀମାନେ ଗ୍ରାମରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରି  ଖୋର୍ଦ୍ଧା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏହି  ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story