ସକାଳ ଜଳଖିଆରେ ହେଳା କରୁଛନ୍ତି କି ? ସାବଧାନ, ପଡ଼ିପାରନ୍ତି ସମସ୍ୟାରେ

ଖାଇବା ପିଇବା ଠିକ୍‌ ରହିଲେ ସବୁ ଠିକ୍‌ଠାକ ଚାଲେ। ସ୍ୱାସ୍ଥ୍ୟ ଭଲ ରହିବା ସହ ଥକା ଲାଗି ନଥାଏ। ଆଜିକାଲି କର୍ମବ୍ୟସ୍ତ ଜୀବନରେ ବହୁ ଲୋକଙ୍କ ପାଖରେ କିଛି ସମୟ ବସି ଆରମ୍‌ରେ ଖାଇବାକୁ ସମୟ ନାହିଁ। ଏପରିସ୍ଥିତିରେ ସେମାନେ ଯେତେବେଳେ ଯାହା ପାଉଛନ୍ତି ଖାଇ ଦେଉଛନ୍ତି। ହେଲେ ଏପରି ଖାଇବା ସ୍ୱାସ୍ଥ୍ୟପ୍ରତି ହାନିକାରକ। ସେହିପରି ଯେତେବେଳେ ଯାହା ବି ଖାଆନ୍ତୁ ନା କାହିଁକି ସକାଳ ଜଳଖିଆରେ କେବେ ହେଳା କରନ୍ତୁ ନାହିଁ। ରାତ୍ରି ଭୋଜନ ପରେ […]

breckfast

breckfast

Rakesh Mallick
  • Published: Sunday, 07 January 2018
  • Updated: 07 January 2018, 02:29 PM IST

Sports

Latest News

ଖାଇବା ପିଇବା ଠିକ୍‌ ରହିଲେ ସବୁ ଠିକ୍‌ଠାକ ଚାଲେ। ସ୍ୱାସ୍ଥ୍ୟ ଭଲ ରହିବା ସହ ଥକା ଲାଗି ନଥାଏ। ଆଜିକାଲି କର୍ମବ୍ୟସ୍ତ ଜୀବନରେ ବହୁ ଲୋକଙ୍କ ପାଖରେ କିଛି ସମୟ ବସି ଆରମ୍‌ରେ ଖାଇବାକୁ ସମୟ ନାହିଁ। ଏପରିସ୍ଥିତିରେ ସେମାନେ ଯେତେବେଳେ ଯାହା ପାଉଛନ୍ତି ଖାଇ ଦେଉଛନ୍ତି। ହେଲେ ଏପରି ଖାଇବା ସ୍ୱାସ୍ଥ୍ୟପ୍ରତି ହାନିକାରକ। ସେହିପରି ଯେତେବେଳେ ଯାହା ବି ଖାଆନ୍ତୁ ନା କାହିଁକି ସକାଳ ଜଳଖିଆରେ କେବେ ହେଳା କରନ୍ତୁ ନାହିଁ। ରାତ୍ରି ଭୋଜନ ପରେ ମଧ୍ୟାହ୍ନ ଭୋଜନ ମଧ୍ୟରେ ୧୫ରୁ ୧୬ ଘଣ୍ଟାର ବ୍ୟବଧାନ ରହିଥାଏ। ତେଣୁ ସକାଳ ସମୟର ଜଳଖିଆ ନିହାତି ଆବଶ୍ୟକ। ଆସନ୍ତୁ ଜାଣିବା ସକାଳ ଜଳଖିଆ ଖାଇବା ସ୍ୱାସ୍ଥ୍ୟ ଲାଗି କ’ଣ ପାଇଁ ଜରୁରୀ ହୋଇଥାଏ।

୧. ଦିନସାରା ଆକ୍ଟିଭ ରହିବା ପାଇଁ ଶକ୍ତିର ଆବଶ୍ୟକତା ପଡିଥାଏ। ସକାଳ ସମୟର ଜଳଖିଆ ଏହି ଶକ୍ତି ଯୋଗାଇଥାଏ।

୨. ଜିମ୍ ଯାଉଥିବା ଓ ଖେଳକୁଦ କରୁଥିବା ବ୍ୟକ୍ତି କେବେ ବି ସକାଳର ଜଳଖିଆ ବନ୍ଦ କରନ୍ତୁ ନାହିଁ।

୩. ଜଳଖିଆ ଖାଇବା ଦ୍ୱାରା ମସ୍ତିଷ୍କର କାର୍ଯ୍ୟ ପ୍ରଣାଳୀକୁ ସକ୍ରିୟ ରୁହେ। ଯାହା ସ୍ମୃତିଶକ୍ତି ବଢାଇବାରେ ସହାୟକ ହୋଇଥାଏ।

୪. ସକାଳ ଜଳଖିଆରେ ହାଇ ଫାଇବର ଓ କାର୍ବୋ ହାଡ୍ରେଡ୍‌ ଯୁକ୍ତ ଖାଦ୍ୟ ସାମିଲ କରିବା ଭଲ।

୫. ସକାଳ ସମୟରେ ଜଳଖିଆ ଖାଇବା ଦ୍ୱାରା ପେଟ ଭରି ହୋଇ ରହେ। ପେଟ ପୂରା ରହିଲେ ଅଯଥା ଟେନ୍‌ସନ ଆସି ନଥାଏ କି ଚିଡ୍‌ଚିଡା ଲାଗି ନଥାଏ।

୬. ନିୟମିତ ସକାଳ ଜଳଖିଆ ଖାଉ ନଥିବା ଲୋକଙ୍କୁ ରୋଗ ପ୍ରତିରୋଧକାରୀ ଶକ୍ତି କମି ଯାଇଥାଏ। ଫଳରେ ପ୍ରାୟ ସବୁ ସମୟରେ ଏମାନ ରୋଗରେ ପଡିଥାନ୍ତି।

୭. ସକାଳ ସମୟରେ ନିୟମିତ ଜଳଖିଆ ନଖାଇଲେ ଡାଇବେଟିସ୍‌ ହେବାର ଆଶଙ୍କା ବଢିଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story