ରିମାଣ୍ଡ ସରିବା ପରେ ଆତଙ୍କବାଦୀ ଅବଦୁର ରେହମାନକୁ ଦିଲ୍ଲୀ ନିଆଗଲା

କଟକ:ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନର ରିମାଣ୍ଡ ଅବଧି ସରିବା ପରେ ଆଜି ତାକୁ ଦିଲ୍ଲୀ ନିଆଯାଇଛି। ରେହମାନକୁ ପ୍ରଥମେ ତିସ୍ ହଜାରୀ କୋର୍ଟରେ ହାଜର କରାଯିବ। ତା’ପରେ ତାକୁ ତିହାର ଜେଲକୁ ପଠାଇ ଦିଆଯିବ। ଏଥିପାଇଁ ରେହମାନକୁ କିଛି ସମୟ ପୂର୍ବରୁ ସାଲେପୁର ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା। ତା’ପରେ ତାକୁ କଟକ ଷ୍ଟେସନ ଅଣାଯିବା ପରେ ଦିଲ୍ଲୀ ନିଆଯାଇଥିଲା। ଏଥିପାଇଁ ଦିଲ୍ଲୀ ପୋଲିସର ଏକ ଟିମ୍‌ ସାଲେପୁର ଆସିଥିଲା। ଅବଦୁର ରେହମାନଙ୍କୁ ଆତଙ୍କବାଦୀ ଲିଙ୍କରେ ଜେରା […]

reheman

reheman

Rakesh Mallick
  • Published: Wednesday, 13 July 2016
  • Updated: 13 July 2016, 08:52 PM IST

Sports

Latest News

କଟକ:ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନର ରିମାଣ୍ଡ ଅବଧି ସରିବା ପରେ ଆଜି ତାକୁ ଦିଲ୍ଲୀ ନିଆଯାଇଛି। ରେହମାନକୁ ପ୍ରଥମେ ତିସ୍ ହଜାରୀ କୋର୍ଟରେ ହାଜର କରାଯିବ। ତା’ପରେ ତାକୁ ତିହାର ଜେଲକୁ ପଠାଇ ଦିଆଯିବ। ଏଥିପାଇଁ ରେହମାନକୁ କିଛି ସମୟ ପୂର୍ବରୁ ସାଲେପୁର ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା। ତା’ପରେ ତାକୁ କଟକ ଷ୍ଟେସନ ଅଣାଯିବା ପରେ ଦିଲ୍ଲୀ ନିଆଯାଇଥିଲା। ଏଥିପାଇଁ ଦିଲ୍ଲୀ ପୋଲିସର ଏକ ଟିମ୍‌ ସାଲେପୁର ଆସିଥିଲା।

ଅବଦୁର ରେହମାନଙ୍କୁ ଆତଙ୍କବାଦୀ ଲିଙ୍କରେ ଜେରା ପାଇଁ କ୍ରାଇମବ୍ରାଞ୍ଚ ଗତ ଜୁନ୍‌ ୨୧ ତାରିଖରେ ଓଡ଼ିଶା ଅଣାଯାଇଥିଲା। ଏଠାରେ ତାକୁ ଦୁଇଟି ପର୍ଯ୍ୟାୟରେ ପ୍ରଥମେ ୧୦ ଦିନ ଓ ପରେ ୭ ଦିନ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ। ଜେରା ବେଳେ ରେହମାନଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ ହୋଇଥିବା ଜଣାପଡ଼ିଛି। ଆତଙ୍କବାଦୀ ଲିଙ୍କ୍, ବେଆଇନ ଅର୍ଥ କାରବାର, ବେଆଇନ ମଦ୍ରାସା ଚଳାଇବା, ନିଜେ ପାକିସ୍ତାନ ଯିବା ସହ କିଛି ଲୋକଙ୍କୁ ପାକିସ୍ତାନ ପଠାଇବା ମାମଲାରେ  କ୍ରାଇମବ୍ରାଞ୍ଚ ତା’ଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story