ଭାତୁଡ଼ି ପାଇଁ ସୌନ୍ଦର୍ଯ୍ୟ ବିଗୁଡ଼ୁଛି କି? ଏହି ଫଳରେ ଅଛି ମେଡିସିନ୍‌

ସାଧାରଣତଃ ସମସ୍ତେ ନିଜ ଚେହେରାକୁ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ଚାହାଁନ୍ତି। ହେଲେ ବେଳେବେଳେ ଏପରି କିଛି ସମସ୍ୟା ଦେଖାଦିଏ ଯାହାଦ୍ୱାରା ଚେହେରା ଖରାପ ହୋଇଯାଏ। ସେଥିମଧ୍ୟରୁ ଭାତୁଡ଼ି ଏକ ବଡ ସମସ୍ୟା। ପ୍ରାୟ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ଏହି ସମସ୍ୟା ରହିଛି। ଏଥିରୁ ମୁକ୍ତି ପାଇବା ପାଇଁ ସେମାନେ ଅନେକ ପ୍ରକାରର ଉପଚାର କରନ୍ତି। ହେଲେ କିଛି ଲାଭ ମିଳି ନଥାଏ। ଆପଣଙ୍କୁ ତେବେ ଏପରି କିଛି ଘରୋଇ ଉପଚାର ଅଛି ଯାହାଦ୍ୱାରା ଆପଣଙ୍କ […]

Rakesh Mallick
  • Published: Monday, 16 October 2017
  • Updated: 16 October 2017, 02:48 PM IST

Sports

Latest News

ସାଧାରଣତଃ ସମସ୍ତେ ନିଜ ଚେହେରାକୁ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ଚାହାଁନ୍ତି। ହେଲେ ବେଳେବେଳେ ଏପରି କିଛି ସମସ୍ୟା ଦେଖାଦିଏ ଯାହାଦ୍ୱାରା ଚେହେରା ଖରାପ ହୋଇଯାଏ। ସେଥିମଧ୍ୟରୁ ଭାତୁଡ଼ି ଏକ ବଡ ସମସ୍ୟା। ପ୍ରାୟ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ଏହି ସମସ୍ୟା ରହିଛି। ଏଥିରୁ ମୁକ୍ତି ପାଇବା ପାଇଁ ସେମାନେ ଅନେକ ପ୍ରକାରର ଉପଚାର କରନ୍ତି। ହେଲେ କିଛି ଲାଭ ମିଳି ନଥାଏ। ଆପଣଙ୍କୁ ତେବେ ଏପରି କିଛି ଘରୋଇ ଉପଚାର ଅଛି ଯାହାଦ୍ୱାରା ଆପଣଙ୍କ ମୁହଁରୁ ଭାତୁଡ଼ି ଗାୟବ ହୋଇଯିବ।

ଆମେ ସମସ୍ତେ ଜାଣୁ ଯେ କଦଳୀ ଶରୀର ପାଇଁ ଲାଭଦାୟୀ। ହେଲେ ଆପଣ ଜାଣନ୍ତି କି, ଏହାର ଚୋପା ମଧ୍ୟ ଆମ ପାଇଁ ଲାଭଦାୟକ। କଦଳୀ ଚୋପା ଆପଣଙ୍କ ଚେହେରାରୁ ଭାତୁଡି ଭଲ କରିବାରେ ବହୁତ ସାହାଯ୍ୟ କରିଥାଏ। କାରଣ ଏଥିରେ ଆଣ୍ଟି-ଅକ୍ସିଡେଣ୍ଟ୍ ତତ୍ତ୍ୱ ରହିଥାଏ, ଯାହା ଆପଣଙ୍କର ଭାତୁଡ଼ି ସମସ୍ୟା ଦୂର କରିଥାଏ। ହେଲେ ଏହାକୁ ବ୍ୟବହାର କିପରି କରାଯାଏ ତାହା ହୁଏତ ଆପଣ ଜାଣିନଥିବେ। ଆସନ୍ତୁ ଜାଣିବା ଏହାର ବ୍ୟବହାର ବିଧି।

bananaକେମିତି କରିବେ ବ୍ୟବହାର:

କୌଣସି କ୍ଷତ ସ୍ଥାନ ବା ଘା’ରେ ବ୍ୟାଣ୍ଡେଡ୍ ଲଗାଇଲା ପରି ଭାତୁଡି ଉପରେ କଦଳୀ ଚୋପାକୁ ରାତିସାରା ଲଗାଇ ରଖନ୍ତୁ। ଯଦି ଆପଣ ରାତିସାରା ରଖି ନପାରିବେ, ତେବେ ଦିନରେ ଅଧ ଘଣ୍ଟାଏ ଲେଖା ରଖିପାରିବେ। ଏହାର ପ୍ରୟୋଗ ସେତେବେଳେ ଯାଏଁ ଜାରି ରଖନ୍ତୁ ଯେବେ ଯାଏଁ ଆପଣଙ୍କ ଭାତୁଡ଼ି ଭଲ ନ ହୋଇଛି। ହେଲେ ଧ୍ୟାନ ରଖନ୍ତୁ ଏହା ପାଚିଲା କଦଳୀ ଚୋପା ହିଁ  ହୋଇଥିବା ଦରକାର।

ରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos