ତେଜିଲା ଚାଉଳ-ଗହମ ବିବାଦ: ଅଧିକ ଚାଉଳ ଉଠାଣକୁ ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ତାଗିଦ

ଭୁବନେଶ୍ୱର: ଗହମ କୋଟାକୁ ନେଇ ରାଜନୀତି ଥମି ନ ଥିବା ବେଳେ ଏବେ ଧାର୍ଯ୍ୟ କୋଟାରୁ ଅଧିକ ଚାଉଳ ଉଠାଣ ନେଇ ବିବାଦ ତେଜିଛି। ଓଡ଼ିଶା ଅଧିକ ଚାଉଳ ଉଠାଇଥିବାରୁ କେନ୍ଦ୍ର ଆପତ୍ତି ଉଠାଇଛି। ନିର୍ଦ୍ଧାରିତ ପରିମାଣରୁ ଅଧିକ ଉଠାଇଥିବା ଚାଉଳକୁ ଆଡ୍‌ଜଷ୍ଟ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚିଠି ଲେଖି ତାଗିଦ କରିଛନ୍ତି। ଏହି ଚିଠି ପରେ ଚାଉଳ ଯୋଗାଣ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ବିବାଦ ବଢ଼ିଛି। ମେ’୧୩ ତାରିଖରେ ରାଜ୍ୟ ଖାଦ୍ୟ ଯୋଗାଣ […]

rice

rice

Rakesh Mallick
  • Published: Wednesday, 18 May 2016
  • Updated: 19 May 2016, 03:53 AM IST

Sports

Latest News

riceଭୁବନେଶ୍ୱର: ଗହମ କୋଟାକୁ ନେଇ ରାଜନୀତି ଥମି ନ ଥିବା ବେଳେ ଏବେ ଧାର୍ଯ୍ୟ କୋଟାରୁ ଅଧିକ ଚାଉଳ ଉଠାଣ ନେଇ ବିବାଦ ତେଜିଛି। ଓଡ଼ିଶା ଅଧିକ ଚାଉଳ ଉଠାଇଥିବାରୁ କେନ୍ଦ୍ର ଆପତ୍ତି ଉଠାଇଛି। ନିର୍ଦ୍ଧାରିତ ପରିମାଣରୁ ଅଧିକ ଉଠାଇଥିବା ଚାଉଳକୁ ଆଡ୍‌ଜଷ୍ଟ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚିଠି ଲେଖି ତାଗିଦ କରିଛନ୍ତି। ଏହି ଚିଠି ପରେ ଚାଉଳ ଯୋଗାଣ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ବିବାଦ ବଢ଼ିଛି।

ମେ’୧୩ ତାରିଖରେ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗକୁ କେନ୍ଦ୍ର ସରକାର ପଠାଇଥିବା ଏହି ଚିଠିରେ ଉଲ୍ଲେଖ ରହିଛି,“ଏଫ୍‌ସିଆଇର କଟକଣା ସତ୍ତ୍ୱେ ଓଡ଼ିଶା ସରକାର ନଭେମ୍ବର ୨୦୧୫ରୁ ୨୦୧୬ ଫେବୃଆରୀ ମଧ୍ୟରେ ୪୧୦୪୪.୨୪୨ ଟନ୍ ଅଧିକ ଚାଉଳ ଉଠାଇଛନ୍ତି।”

ଓଡ଼ିଶା ଅଧିକ ଚାଉଳ ଉଠାଇ ଥିବାରୁ ଏବେ ଏହାକୁ ଆଡଜଷ୍ଟ କରିବାକୁ କେନ୍ଦ୍ର ସରକାର ଚିଠିରେ ରାଜ୍ୟ ସରକାରଙ୍କୁ ତାଗିଦ କରିଛନ୍ତି। ଚାଉଳ ବଣ୍ଟନ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ଏମ୍‌ଓୟୁ ମାନିବାକୁ ସିଧାସଳଖ କହିଛନ୍ତି କେନ୍ଦ୍ର ସରକାର।

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ହୋଇଥିବା ଏମ୍‌ଓୟୁ ଅନୁଯାୟୀ ରାଜ୍ୟକୁ ୭୮ ପ୍ରତିଶତ ଚାଉଳ ଓ ୨୨ ପ୍ରତିଶତ ଗହମ ମିଳିବ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶ୍ୱାନ ଅଧିକ ଚାଉଳ କୋଟା ପାଇଁ ରାଜ୍ୟର ଦାବି ବିଚାରକୁ ନେଇ ଜୁନ୍ ମାସରୁ ରାଜ୍ୟକୁ ୮୫:୧୫ ଅନୁପାତରେ ଚାଉଳ ଓ ଗହମ ଦିଆଯିବ ବୋଲି କହିଥିଲେ। ଏଭଳି ସ୍ଥିତିରେ ଏହି ଚିଠି ଅନେକ ସନ୍ଦେହ ସୃଷ୍ଟି କରିଛି।

କେନ୍ଦ୍ରର ଏହି ଆଭିମୁଖ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବିଜେଡି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ମେ’ ୧୩ ତାରିଖରେ ଆସିଥିବା ଚିଠି ଓ କେନ୍ଦ୍ର ମନ୍ତ୍ରୀ ଦେଇଥିବା ମନ୍ତବ୍ୟ ମଧ୍ୟରେ ତାଳମେଳ ନାହିଁ। ଦୁଇଟି ଯାକ କଥା ପୂରା ଭିନ୍ନ। ତେଣୁ ଦୁଇଟି କଥା ମଧ୍ୟରୁ କେଉଁଟା ସତ ସେ ନେଇ ସ୍ପଷ୍ଟୀକରଣର ଦେବାର ଆବଶ୍ୟକତା ରହିଛି। ନ ହେଲେ ଆମେ ଗାଁ ଗାଁକୁ ଯିବୁ। ତା’ପରେ ଭୁବନେଶ୍ୱରରେ ଆନ୍ଦୋଳନ କରିବୁ। ଆବଶ୍ୟକ ହେଲେ ଦିଲ୍ଲୀକୁ ମଧ୍ୟ ଯିବୁ।”

ଅନ୍ୟପକ୍ଷରେ ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,“ ଏଇଟା ଏକ ଆନୁଷ୍ଠାନିକ ଚିଠି। ଗତ ଫେବୃଆରୀ ମାସ ସୁଦ୍ଧା ରାଜ୍ୟ ସରକାର ଯେଉଁ ଚାଉଳ ଉଠାଇଛନ୍ତି ତା’ରି ଉପରେ ଏହି ଚିଠି ଆଧାରିତ। ଏହି ଚିଠି ସହିତ ପରବର୍ତ୍ତୀ ସମୟରେ ହୋଇଥିବା ନିଷ୍ପତ୍ତିର କୌଣସି ସଂପର୍କ ନାହିଁ ବୋଲି ମୁଁ ନିଶ୍ଚିତ ଭାବେ କହି ପାରିବି। ଆଜି ଯେଉଁ କଥା (ଚିଠି ସଂପର୍କରେ) ପଦାକୁ ଆସିଛି ତାହା ରାଜନୈତିକ ସ୍ତରରେ ପଡ଼ି ରହିଥିଲା।”

ଗତ ବିଧାନସଭା ସମୟରେ ରାଜ୍ୟକୁ ଅଧିକ ଚାଉଳ ଯୋଗାଇବା ଦାବିରେ ବିଜେଡି ବିଧାୟକମାନେ ହୋହାଲ୍ଲା କରିଥିଲେ। ରାଜ୍ୟପାଳଙ୍କ ପାଖରେ ବି ଫେରାଦ ହୋଇଥିଲେ। ରାଜ୍ୟବ୍ୟାପୀ ଆନ୍ଦୋଳନ କରିଥିଲା ଦଳ। ବିଜେଡି ସାଂସଦମାନେ କେନ୍ଦ୍ର ମନ୍ତ୍ରୀ ରାମବିଳାଶ ପାଶ୍ୱାନଙ୍କୁ ଭେଟି ଦାବି ଜଣାଇଥିଲେ। କେନ୍ଦ୍ର ଦେଉଥିବା ୭୮ ପ୍ରତିଶତ ଚାଉଳ ଓ ୨୨ ପ୍ରତିଶତ ଗହମ ବଦଳରେ ୮୫ ପ୍ରତିଶତ ଚାଉଳ ଓ ଓ ୧୫ ପ୍ରତିଶତ ଗହମ ଦେବା ପାଇଁ ବିଜେଡି ଦାବି କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story