ବିବାଦୀୟ ଭାଇରାଲ ଭିଡିଓ ପ୍ରସଙ୍ଗ: ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର

ଭୁବନେଶ୍ୱର: ବିବାଦୀୟ ଭାଇରାଲ ଭିଡ଼ିଓ  ପ୍ରସଙ୍ଗ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ପକ୍ଷରୁ ଦାଏର ମାନହାନୀ ମୋକଦ୍ଦମାର ଆଜି ଶୁଣାଣି ହୋଇଛି। ଭୁବନେଶ୍ୱର ସିଭିଲ ଜଜ୍‌ ସିନିୟର ଡିଭିଜନ୍‌ (ସିଜେଏସଡି)ଙ୍କ କୋର୍ଟରେ ମାମଲାରେ ଶୁଣାଣି ହୋଇଛି। ଆସନ୍ତା ସୋମବାର ପୁଣି ଣୁଣାଣି ହେବ। ଇତିଶ ପ୍ରଧାନଙ୍କ ଓକିଲ କହିଛନ୍ତି,“ରିଷି ମୃତ୍ୟୁ ପଛରେ ଷଡଯନ୍ତ୍ର ରହିଛି। ଭାଇରାଲ ଭିଡ଼ିଓ  ଯାଞ୍ଚ ହେବା ଦରକାର।” ନିଆଁଖୁଣ୍ଟା ଡଟ୍‌ କମ୍‌ ପ୍ରୋପ୍ରାଇଟର ପ୍ରଦୀପ ପାଣ୍ଡେ ଓକିଲ କହିଛନ୍ତି, “କେଉଁଠି ବି […]

risi

risi

Rakesh Mallick
  • Published: Saturday, 07 January 2017
  • Updated: 07 January 2017, 07:58 PM IST

Sports

Latest News

ଭୁବନେଶ୍ୱର: ବିବାଦୀୟ ଭାଇରାଲ ଭିଡ଼ିଓ  ପ୍ରସଙ୍ଗ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ପକ୍ଷରୁ ଦାଏର ମାନହାନୀ ମୋକଦ୍ଦମାର ଆଜି ଶୁଣାଣି ହୋଇଛି। ଭୁବନେଶ୍ୱର ସିଭିଲ ଜଜ୍‌ ସିନିୟର ଡିଭିଜନ୍‌ (ସିଜେଏସଡି)ଙ୍କ କୋର୍ଟରେ ମାମଲାରେ ଶୁଣାଣି ହୋଇଛି। ଆସନ୍ତା ସୋମବାର ପୁଣି ଣୁଣାଣି ହେବ।

ଇତିଶ ପ୍ରଧାନଙ୍କ ଓକିଲ କହିଛନ୍ତି,“ରିଷି ମୃତ୍ୟୁ ପଛରେ ଷଡଯନ୍ତ୍ର ରହିଛି। ଭାଇରାଲ ଭିଡ଼ିଓ  ଯାଞ୍ଚ ହେବା ଦରକାର।”

ନିଆଁଖୁଣ୍ଟା ଡଟ୍‌ କମ୍‌ ପ୍ରୋପ୍ରାଇଟର ପ୍ରଦୀପ ପାଣ୍ଡେ ଓକିଲ କହିଛନ୍ତି, “କେଉଁଠି ବି ଭୁବନେଶ୍ୱର ମେୟରଙ୍କ ମାନହାନୀ କରାଯାଇନାହିଁ। ତଦନ୍ତକୁ ଭିନ୍ନ ଦିଗ ଦେବା ସହ ଚାପ ପକାଇବା ପାଇଁ ମେୟର ମାନହାନୀ ମକୋଦ୍ଦମା କରିଛନ୍ତି।”

ଭୁବନେଶ୍ୱର ମେୟରଙ୍କ ଓକିଲ କହିଛନ୍ତି,“ଏହା ଏକ  ଅତିରଞ୍ଜିତ ଭାଇରାଲ ଭିଡ଼ିଓ। ଯେଉଁଥିରେ ମେୟରଙ୍କ କୌଣସି ସଂପୃକ୍ତି ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story