ରିଷି ମୃତ୍ୟୁ ମାମଲାର ତଦନ୍ତ ପାଇଁ ଗଠନ ହେଲା ସ୍ୱତନ୍ତ୍ର ପୋଲିସ୍‌ ଟିମ୍‌

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଇଞ୍ଜିନିୟରିଂ ଛାତ୍ର ଆଶୁତୋଷ ମହାନ୍ତି ଓରଫ ରିଷି ମୃତ୍ୟୁ ଘଟଣାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି କମିଶନରେଟ୍‌ ପୋଲିସ୍‌। ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ଆଜି କହିଛନ୍ତି। ସେ କହିଛନ୍ତି,“ରିଷି ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଜୋନ୍‌-୩ ଏସିପି ତପନ ପଟ୍ଟନାୟକ ଏହି ଟିମ୍‌ର ନେତୃତ୍ୱ ନେବେ। ରିଷିଙ୍କ ସହ ସମ୍ପର୍କ ଥିବା ସମସ୍ତଙ୍କୁ ପଚରାଉଚରା  କରାଯିବ।” ସେ ଆହୁରି କହିଛନ୍ତି,“ରିଷିଙ୍କ ସାଙ୍ଗ, […]

risi

risi

Rakesh Mallick
  • Published: Sunday, 18 December 2016
  • Updated: 18 December 2016, 03:31 PM IST

Sports

Latest News

risiଭୁବନେଶ୍ୱର: ବହୁ ଚର୍ଚ୍ଚିତ ଇଞ୍ଜିନିୟରିଂ ଛାତ୍ର ଆଶୁତୋଷ ମହାନ୍ତି ଓରଫ ରିଷି ମୃତ୍ୟୁ ଘଟଣାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି କମିଶନରେଟ୍‌ ପୋଲିସ୍‌। ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ଆଜି କହିଛନ୍ତି।

ସେ କହିଛନ୍ତି,“ରିଷି ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଜୋନ୍‌-୩ ଏସିପି ତପନ ପଟ୍ଟନାୟକ ଏହି ଟିମ୍‌ର ନେତୃତ୍ୱ ନେବେ। ରିଷିଙ୍କ ସହ ସମ୍ପର୍କ ଥିବା ସମସ୍ତଙ୍କୁ ପଚରାଉଚରା  କରାଯିବ।”

ସେ ଆହୁରି କହିଛନ୍ତି,“ରିଷିଙ୍କ ସାଙ୍ଗ, ରୁମ୍‌ମେଟ୍‌ ଓ ତଥାକଥିତ ପ୍ରେମିକାଙ୍କୁ ମଧ୍ୟ ପଚରଉଚରା କରାଯିବ।”

ଗତକାଲି ରିଷି ହତ୍ୟାକାଣ୍ଡ ମାମଲାର ପୁନଃ ତଦନ୍ତ କରାଯାଉ ବୋଲି ତାଙ୍କ ପରିବାର ଲୋକେ ଦାବି କରିଥିଲେ।

ଭୁବନେଶ୍ୱର ମହାନଗର ନିଗମ ମେୟର ତଥା ବିଜେଡି ନେତା ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓକୁ ଆଧାର କରି ଛାତ୍ର କଂଗ୍ରେସର ସଭାପତି ଇତିଶ ପ୍ରଧାନ ଯୌନ କେଳେଙ୍କାରୀ ଅଭିଯୋଗ ଆଣିଥିଲେ।

ନିଆଁଖୁଣ୍ଟା ଡଟ୍‌ କମ୍‌ର ଏକ ଭିଡିଓକୁ ଆଧାର କରି ଛାତ୍ର କଂଗ୍ରେସ ପକ୍ଷରୁ ମେୟରଙ୍କ ବିରୋଧରେ ଏହି ଅଭିଯୋଗ ଅଣାଯାଇଥିଲା। ଭାଇରାଲ୍‌ ହୋଇଥିବା ଭିଡିଓରୁ ପ୍ରାୟ ସାଢ଼େ ୩ ମିନିଟର କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟ ରହିଥିଲା। ଏଥିରେ ଦୁଇଜଣ ପୁରୁଷଙ୍କ ସହ ଜଣେ ମହିଳା ଅଛନ୍ତି। ମୋବାଇଲ୍‌ରେ ସେମାନଙ୍କ ଭିଡିଓ ରେକର୍ଡିଂ କରାଯାଇଥିବା ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story