ପ୍ରେମ ପାଇଁ ତୁଚ୍ଛ ହେଲା ସିନ୍ଦୂର: ସ୍ୱାମୀଙ୍କୁ ହତ୍ୟା ଅଭିଯୋଗ, ପ୍ରେମିକ ସହ ମହିଳା ଗିରଫ

ରାଉରକେଲା (ଓଡ଼ିଶା ରିପୋର୍ଟର): ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ରାଉରକେଲାର ଟିମ୍ବର କଲୋନୀରେ ଘଟିଛି ଏପରି ଅଭାବନୀୟ ଘଟଣା। ପ୍ଲାଣ୍ଟ ସାଇଟ୍‌ ଥାନା ପୋଲିସ ଅଭିଯୁକ୍ତ ସ୍ତ୍ରୀ ମଞ୍ଜିତ କୌର୍ ଓ ତାଙ୍କ ପ୍ରେମିକ ଦଲଜିତ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମଞ୍ଜିତଙ୍କ ସ୍ୱାମୀ ପପୁ ସିଂ ଡ୍ରାଇଭର ଭାବେ କାମ କରନ୍ତି। ସେଥିପାଇଁ ସେ ଅଧିକାଂଶ ସମୟ ବାହାରେ ରୁହନ୍ତି। ଏହାର ସୁଯୋଗ ନେଇ ମଞ୍ଜିତ ଓ ଦଲଜିତଙ୍କ […]

Rakesh Mallick
  • Published: Friday, 06 October 2017
  • Updated: 07 October 2017, 07:27 AM IST

Sports

Latest News

ରାଉରକେଲା (ଓଡ଼ିଶା ରିପୋର୍ଟର): ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ରାଉରକେଲାର ଟିମ୍ବର କଲୋନୀରେ ଘଟିଛି ଏପରି ଅଭାବନୀୟ ଘଟଣା। ପ୍ଲାଣ୍ଟ ସାଇଟ୍‌ ଥାନା ପୋଲିସ ଅଭିଯୁକ୍ତ ସ୍ତ୍ରୀ ମଞ୍ଜିତ କୌର୍ ଓ ତାଙ୍କ ପ୍ରେମିକ ଦଲଜିତ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ମଞ୍ଜିତଙ୍କ ସ୍ୱାମୀ ପପୁ ସିଂ ଡ୍ରାଇଭର ଭାବେ କାମ କରନ୍ତି। ସେଥିପାଇଁ ସେ ଅଧିକାଂଶ ସମୟ ବାହାରେ ରୁହନ୍ତି। ଏହାର ସୁଯୋଗ ନେଇ ମଞ୍ଜିତ ଓ ଦଲଜିତଙ୍କ ପ୍ରେମରେ ପଡ଼ିଗଲେ। ଏକ ପପୁ ଜାଣିପାରି ମଞ୍ଜିତଙ୍କୁ ବାରଣ କରିଥିଲେ। ମାତ୍ର ମଞ୍ଜିତ ଲୁଚାଛପାରେ ପ୍ରେମିକ ଦଲଜିତଙ୍କୁ ପ୍ରେମ କରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମଞ୍ଜିତ  ସେଠାରେ ଉପସ୍ଥିତ ଥିବା ଦଲଜିତଙ୍କ ସହାୟତାରେ ସ୍ୱାମୀ ପପୁଙ୍କୁ ହତ୍ୟା କରିଥିବା ପୋଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story