କାରକୁ ଧକ୍କା ଦେଲା ଅଜଣା ଗାଡ଼ି: ୩ ମୃତ, ୨ ଗୁରୁତର

କଟକ: କଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଲିକୁଦା ନିକଟରେ କାରକୁ ଧକ୍କା ଦେଲା ଅଜଣା ଗାଡ଼ି। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତରଙ୍କୁ କଟକ ବଡ଼ ମେଡକାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ତ୍ରିନାଥ ମହାପାତ୍ର, ଦୁର୍ଗା ପ୍ରସାଦ ସିଂହ ଓ ରତନ କୁମାର ଜେନା  ତ୍ରିନାଥଙ୍କ ଘର ଖୋର୍ଦ୍ଧା ଟାଉନର ପାଇକ ତିଗିରିଆରେ।  ଦୁର୍ଗା ଓ ରତନଙ୍କ ଘର କଟକ ନେତାଜୀନଗରେ। ସମସ୍ତେ କଟକ ଖପୁରିଆରେ ଟ୍ରଲି ନିର୍ମାଣ ଫ୍ୟାକ୍ଟ୍ରିରେ କାମ […]

Rakesh Mallick
  • Published: Thursday, 19 October 2017
  • Updated: 19 October 2017, 02:28 PM IST

କଟକ: କଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଲିକୁଦା ନିକଟରେ କାରକୁ ଧକ୍କା ଦେଲା ଅଜଣା ଗାଡ଼ି। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତରଙ୍କୁ କଟକ ବଡ଼ ମେଡକାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ତ୍ରିନାଥ ମହାପାତ୍ର, ଦୁର୍ଗା ପ୍ରସାଦ ସିଂହ ଓ ରତନ କୁମାର ଜେନା  ତ୍ରିନାଥଙ୍କ ଘର ଖୋର୍ଦ୍ଧା ଟାଉନର ପାଇକ ତିଗିରିଆରେ।  ଦୁର୍ଗା ଓ ରତନଙ୍କ ଘର କଟକ ନେତାଜୀନଗରେ। ସମସ୍ତେ କଟକ ଖପୁରିଆରେ ଟ୍ରଲି ନିର୍ମାଣ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ଏମାନେ ସମସ୍ତେ ଏକ ନୂଆ ସ୍ୱିଫ୍ଟକାରରେ ଭୁବନେଶ୍ୱରରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।  ଭୋର ୩ଟାରୁ ୫ଟା ମଧ୍ୟରେ ଘଟିଛି ଏହି ଦୁର୍ଘଟଣା।  ଏତେ ଜୋରରେ ଧକ୍କା ହୋଇଛି ଯେ, କାର ଆଗ ପଟ ପୂରା ଚୁନା ହୋଇଯାଇଛି।

ଆହୁରି ପଢ଼ନ୍ତୁ-ଦୁର୍ଘଟଣାର ଶିକାର ହେଲେ କୋରିଓଗ୍ରାଫର ସୁଧାକର ବସନ୍ତ, କାର୍ ଚୂରମାର

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story