ଗରିବଙ୍କ ଟଙ୍କାରେ ଅୟେସ କରୁଥିଲେ ତାପସ୍‌ ଓ ସୁଦୀପ: ସିବିଆଇର ଚାର୍ଜସିଟ୍‌ରେ ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର: ରୋଜଭ୍ୟାଲିରେ ଟଙ୍କା ଖଟାଇଥିବା ଗରିବ ଲୋକେ କେମିତି ନିଜ ଅର୍ଥ ଫେରି ପାଇବା ସେ ଚିନ୍ତାରେ ଘାରି ହେଉଛନ୍ତି। ଠକେଇ ମାମଲାରେ ଦୁଇ କମ୍ପାନୀର ଦୁଇ ପଦସ୍ଥ ଅଧିକାରୀ ତଥା ପଶ୍ଚିମବଙ୍ଗ ସାଂସଦ ତାପସ୍‌ ପାଲ୍‌ ଓ ସୁଦୀପ ବନ୍ଦୋପାଧ୍ୟୟ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଏବେ ପଦାକୁ ଆସିଛି ଏହି ଦୁଇ ସାଂସଦ ରୋଜଭ୍ୟାଲିରେ ଟଙ୍କା ଖଟାଇଥିବା ଗରିବ ଅର୍ଥରେ କିପରି ମଉଜ କରୁଥିଲେ। ଏନେଇ ସିବିଆଇ ଦାଖଲ କରିଥିବା ଚାର୍ଜସିଟ୍‌ରେ ସବିଶେଷ ତଥ୍ୟ […]

tapash-sudeep

tapash-sudeep

Rakesh Mallick
  • Published: Tuesday, 02 May 2017
  • Updated: 02 May 2017, 04:26 PM IST

Sports

Latest News

ଭୁବନେଶ୍ୱର: ରୋଜଭ୍ୟାଲିରେ ଟଙ୍କା ଖଟାଇଥିବା ଗରିବ ଲୋକେ କେମିତି ନିଜ ଅର୍ଥ ଫେରି ପାଇବା ସେ ଚିନ୍ତାରେ ଘାରି ହେଉଛନ୍ତି। ଠକେଇ ମାମଲାରେ ଦୁଇ କମ୍ପାନୀର ଦୁଇ ପଦସ୍ଥ ଅଧିକାରୀ ତଥା ପଶ୍ଚିମବଙ୍ଗ ସାଂସଦ ତାପସ୍‌ ପାଲ୍‌ ଓ ସୁଦୀପ ବନ୍ଦୋପାଧ୍ୟୟ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଏବେ ପଦାକୁ ଆସିଛି ଏହି ଦୁଇ ସାଂସଦ ରୋଜଭ୍ୟାଲିରେ ଟଙ୍କା ଖଟାଇଥିବା ଗରିବ ଅର୍ଥରେ କିପରି ମଉଜ କରୁଥିଲେ। ଏନେଇ ସିବିଆଇ ଦାଖଲ କରିଥିବା ଚାର୍ଜସିଟ୍‌ରେ ସବିଶେଷ ତଥ୍ୟ ରହିଛି।

ଏମାନେ ଚଢୁଥିଲେ ଦାମି ଗାଡି। ବିଦେଶ ଯାଉଥିଲେ ଓ ଲୋକଙ୍କ ଟଙ୍କାରେ ନିଜର ସବୁ ସୌଖିନ ଇଚ୍ଛା ପୂରଣ କରୁଥିଲେ। ନିଜର ପଦର ଅପବ୍ୟବହାର କରି ପରିବାର ଲୋକଙ୍କୁ ସଂସ୍ଥାରେ ଅଧିକ ଦରମାରେ ଚାକିରି ଦେଇଥିଲେ। ଖାଲି ସେତିକି ନୁହେଁ ସାଧାରଣ ସଭାରେ ଭାଷଣ ଦେଇ ଲୋକଙ୍କୁ ରୋଜଭ୍ୟାଲିରେ ଟଙ୍କା ଖଟାଇବାକୁ ପ୍ରଲୋଭିତ କରୁଥିଲେ ଓ କହୁଥିଲେ, ‘ଆମେ ତମ ପଛରେ ଅଛୁ’।

ତୃଣମୂଳ ସାଂସଦ ସୁଦୀପଙ୍କ ଜାମିନ ଆବେଦନ ମାମଲାରେ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ ଶେଷ  ହୋଇଛି। ଆସନ୍ତା ସୋମବାର ଏ ନେଇ ଚୂଡ଼ାନ୍ତ ଶୁଣାଣି ହୋଇପାରୋ ଏହାସହ ସେହିଦିନ ନିଜ ପକ୍ଷ ରଖିବାକୁ CBIକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story