ରାଉରକେଲା: ୪ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ

ରାଉରକେଲା: ରାଉରକେଲାର ୪ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଦୁଇ ନାବାଳକାଙ୍କୁ ବାଲ୍ ସୁଧାର ଗୃହକୁ ପଠାଇଦିଆଯାଇଛି। ପ୍ରଥମେ ଦୁଇ ନାବାଳଙ୍କୁ କୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯାଇଥିଲା। ପରେ ତାଙ୍କୁ ବାଲ୍‌ ସୁଧାର ଗୃହକୁ ପଠାଇ ଦିଆଯାଇଛି। ରାଉରକେଲା ସେକ୍ଟର-୬ ଅଞ୍ଚଳରେ ଜଣେ ୪ ବର୍ଷର ଶିଶୁ ଗଣ ଦୁଷ୍କର୍ମ କରାଯାଇଥିଲା। ଅଭିଯୋଗ ଅନୁସାରେ ଦୁଇ ନାବାଳକ ଚକୋଲେଟ୍‌ ଲୋଭ ଦେଖାଇ ନାବାଳିକାକୁ ମାର୍କେଟ କମ୍ପ୍ଲେକ୍ସର ଏକ ଦୋକାନକୁ ନେଇ ଯାଇଥିଲେ। ଜଣେ ନାବାଳକ […]

rourkela

rourkela

Rakesh Mallick
  • Published: Monday, 23 January 2017
  • Updated: 23 January 2017, 07:09 PM IST

Sports

Latest News

ରାଉରକେଲା: ରାଉରକେଲାର ୪ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଦୁଇ ନାବାଳକାଙ୍କୁ ବାଲ୍ ସୁଧାର ଗୃହକୁ ପଠାଇଦିଆଯାଇଛି। ପ୍ରଥମେ ଦୁଇ ନାବାଳଙ୍କୁ କୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯାଇଥିଲା। ପରେ ତାଙ୍କୁ ବାଲ୍‌ ସୁଧାର ଗୃହକୁ ପଠାଇ ଦିଆଯାଇଛି।

ରାଉରକେଲା ସେକ୍ଟର-୬ ଅଞ୍ଚଳରେ ଜଣେ ୪ ବର୍ଷର ଶିଶୁ ଗଣ ଦୁଷ୍କର୍ମ କରାଯାଇଥିଲା।

ଅଭିଯୋଗ ଅନୁସାରେ ଦୁଇ ନାବାଳକ ଚକୋଲେଟ୍‌ ଲୋଭ ଦେଖାଇ ନାବାଳିକାକୁ ମାର୍କେଟ କମ୍ପ୍ଲେକ୍ସର ଏକ ଦୋକାନକୁ ନେଇ ଯାଇଥିଲେ। ଜଣେ ନାବାଳକ ଉକ୍ତ ଦୋକାନରେ କାମ କରୁଥିବାରୁ ତା’ ପାଖରେ ଦୋକାନ ଘର ଚାବି ଥିଲା। ସେଠାରେ ଉଭୟ ନାବାଳିକାକୁ ପ୍ରାୟ ଏକ ଘଣ୍ଟା ଧରି ଦୁଷ୍କର୍ମ କରିଥିଲେ। ଏହି ଘଟଣା ଗତ ଶନିବାର ଘଟିଥିଲା। ପ୍ରଥମେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଇଥିଲା। ହେଲେ ନାବାଳିକାଙ୍କ ବାପାମାଆ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story