ରାଉରକେଲା ଚାନ୍ଦିପୋଷ ଜଙ୍ଗଲରେ ଦୁଇଟି ଏନକାଉଣ୍ଟରରେ ୨ ମାଓବାଦୀ ମୃତ

ରାଉରକେଲା: ଚାନ୍ଦିପୋଷ ଦଲଦଲି ପାହାଡ଼ରେ ଦୁଇଦିନ ହେବ ଚାଲିଥିବା କମ୍ୱଂ ଅପରେସନରେ ପୋଲିସକୁ ବଡ ଧରଣର ସଫଳତା ମିଳିଛି। ଏହି ଅପରେସନରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଝାଡ଼ଖଣ୍ଡ ସବଡିଭିଜନ ପ୍ଲାଟୁନ କମାଣ୍ଡାଣ୍ଟ ସଂଗ୍ରାମ ବୋଲି ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଡ଼ିଜି କେବି ସିଂ ସୂଚନା ଦେଇଛନ୍ତି। ଗତ ୨ଦିନ ହେବ  ପୋଲିସ ଓ ସିଆରପିଏଫଙ୍କ ପକ୍ଷରୁ ମିଳିତ ଭାବେ ଅପରେସନ ଚାଲିଛି। ଏଥିରେ ୩ପ୍ଲାଟୁନ ଏସ୍ଓଜି, ୧ପ୍ଲାଟୁନ ସିଆରପିଏଫ୍ ନିୟୋଜିତ […]

mao

mao

Rakesh Mallick
  • Published: Thursday, 12 November 2015
  • Updated: 12 November 2015, 08:55 AM IST

Sports

Latest News

ରାଉରକେଲା: ଚାନ୍ଦିପୋଷ ଦଲଦଲି ପାହାଡ଼ରେ ଦୁଇଦିନ ହେବ ଚାଲିଥିବା କମ୍ୱଂ ଅପରେସନରେ ପୋଲିସକୁ ବଡ ଧରଣର ସଫଳତା ମିଳିଛି। ଏହି ଅପରେସନରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଝାଡ଼ଖଣ୍ଡ ସବଡିଭିଜନ ପ୍ଲାଟୁନ କମାଣ୍ଡାଣ୍ଟ ସଂଗ୍ରାମ ବୋଲି ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଡ଼ିଜି କେବି ସିଂ ସୂଚନା ଦେଇଛନ୍ତି।

ଗତ ୨ଦିନ ହେବ  ପୋଲିସ ଓ ସିଆରପିଏଫଙ୍କ ପକ୍ଷରୁ ମିଳିତ ଭାବେ ଅପରେସନ ଚାଲିଛି। ଏଥିରେ ୩ପ୍ଲାଟୁନ ଏସ୍ଓଜି, ୧ପ୍ଲାଟୁନ ସିଆରପିଏଫ୍ ନିୟୋଜିତ ହୋଇଛନ୍ତି। ଅପରେସନ ସମୟରେ ୪ ରାଇଫଲ ୨୮୪ ରାଉଣ୍ଡ ଗୁଳି, ୪ଟି ଗ୍ରେନେଡ, କିଛି ମାଓ ପୁସ୍ତକ, ୟୁନିଫର୍ମ ଜବତ ହୋଇଛି। ଗୋଇନ୍ଦା ସୁତ୍ରରୁ ମାଓବାଦୀଙ୍କ ଗତିବିଧି ନେଇ ସୂଚନା ମିଳିବା ପରେ ଏହି ମିଳିତ ଅପରେସନ କରାଯାଇଥିଲା। ଗତକାଲି ଏନକାଉଣ୍ଟରରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଯବାନମାନେ ଏକ ମାଓ କ୍ୟାମ୍ପକୁ ଧ୍ୱଂସ କରିଦେଇଥିଲେ । ଏହି ଅପରେସନ ବେଳେ ଦଲଦଲି ପାହାଡ ଉପରେ ଆଉ ଏକ ମାଓ କ୍ୟାମ୍ପ ଚାଲିଥିବା ଯବାନମାନେ ଜାଣିବାକୁ ପାଇ ଚଢାଉ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story