ଆର୍‌ଏସ୍‌ପି ବ୍ଲକ୍‌ ଫର୍ଣ୍ଣେସ୍‌ରୁ ଗ୍ୟାସ୍‌ ଲିକ୍‌, ୪ ଶ୍ରମିକ ଅସୁସ୍ଥ

ରାଉରକେଲା (ଓଡ଼ିଶା ରିପୋର୍ଟର): ଆଜି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆଏସ୍‌ପି) ବ୍ଲାଷ୍ଟ ଫର୍ଣ୍ଣେସ୍-୫ରୁ ଗ୍ୟାସ୍ ନିର୍ଗତ ହୋଇ ୪ ଜଣ ଶ୍ରମିକ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ରଖାଯାଇଥିବା ଜଣାପଡ଼ିଛି। ଏହି ଶ୍ରମିକମାନେ ଟାଟା ପ୍ରୋଜେ ଲିମିଟେଡ୍ ଅଧୀନରେ ୫ ନମ୍ବର ବ୍ଲାଷ୍ଟ ଫର୍ଣ୍ଣେସ୍‌ରେ କାମ କରୁଥିଲେ। ଦୁର୍ଘଟଣାର କାରଣ ଜାଣିବାକୁ ୩ ଜାଣିବା ପାଇଁ ତଦନ୍ତ କମିଟି ଗଠନ କରିଛନ୍ତି ଆରଏସ୍‌ପି ମୁଖ୍ୟ […]

rsp

rsp

Rakesh Mallick
  • Published: Friday, 13 October 2017
  • Updated: 13 October 2017, 03:34 PM IST

Sports

Latest News

ରାଉରକେଲା (ଓଡ଼ିଶା ରିପୋର୍ଟର): ଆଜି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆଏସ୍‌ପି) ବ୍ଲାଷ୍ଟ ଫର୍ଣ୍ଣେସ୍-୫ରୁ ଗ୍ୟାସ୍ ନିର୍ଗତ ହୋଇ ୪ ଜଣ ଶ୍ରମିକ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ରଖାଯାଇଥିବା ଜଣାପଡ଼ିଛି। ଏହି ଶ୍ରମିକମାନେ ଟାଟା ପ୍ରୋଜେ ଲିମିଟେଡ୍ ଅଧୀନରେ ୫ ନମ୍ବର ବ୍ଲାଷ୍ଟ ଫର୍ଣ୍ଣେସ୍‌ରେ କାମ କରୁଥିଲେ। ଦୁର୍ଘଟଣାର କାରଣ ଜାଣିବାକୁ ୩ ଜାଣିବା ପାଇଁ ତଦନ୍ତ କମିଟି ଗଠନ କରିଛନ୍ତି ଆରଏସ୍‌ପି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶ୍ୱିନୀ କୁମାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos