ପରିବହନ ବିଭାଗରେ ଚାଲିଛି କୋଟି କୋଟି ଟଙ୍କାର ଅନିୟମିତତା

ଭୁବନେଶ୍ୱର: ପରିବହନ ବିଭାଗରେ ଚାଲିଛି ଅନିୟମିତତା। କୋଟି କୋଟି ଟଙ୍କ। ହରିଲୁଟ କରାଯାଉଛି। ଆରଟିଓ ଅଫିସରୁ ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ରେଜିଷ୍ଟ୍ରସନ ପେପର, ଡକ୍ୟୁମେଣ୍ଟ ବାବଦକୁ ବେଆଇନ ଭାବେ ଅର୍ଥ ଆଦାୟ ହେଉଛି। ଆଉ ଏହି ଟଙ୍କା ସ୍ମାର୍ଟ ଚିପ୍ କମ୍ପାନୀକୁ ଯାଉଛି। ଏପରି ଅନିୟମିତତା ଓଟିଭିରେ ପ୍ରସାରିତ ହେବା ପରେ ପରିବହନ ମନ୍ତ୍ରୀ ରମେଶ ମାଝି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ୨୦୦୮ରେ ରାଜ୍ୟ ସରକାର ଜାରି କରିଥିବା ଅର୍ଡରରେ ପରିବହନ କ୍ଷେତ୍ରରେ ପେପର ଡକ୍ୟୁମେଣ୍ଟକୁ […]

rto1

rto1

Rakesh Mallick
  • Published: Sunday, 06 December 2015
  • Updated: 07 December 2015, 02:31 AM IST

Sports

Latest News

rtoଭୁବନେଶ୍ୱର: ପରିବହନ ବିଭାଗରେ ଚାଲିଛି ଅନିୟମିତତା। କୋଟି କୋଟି ଟଙ୍କ। ହରିଲୁଟ କରାଯାଉଛି। ଆରଟିଓ ଅଫିସରୁ ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ରେଜିଷ୍ଟ୍ରସନ ପେପର, ଡକ୍ୟୁମେଣ୍ଟ ବାବଦକୁ ବେଆଇନ ଭାବେ ଅର୍ଥ ଆଦାୟ ହେଉଛି। ଆଉ ଏହି ଟଙ୍କା ସ୍ମାର୍ଟ ଚିପ୍ କମ୍ପାନୀକୁ ଯାଉଛି। ଏପରି ଅନିୟମିତତା ଓଟିଭିରେ ପ୍ରସାରିତ ହେବା ପରେ ପରିବହନ ମନ୍ତ୍ରୀ ରମେଶ ମାଝି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

୨୦୦୮ରେ ରାଜ୍ୟ ସରକାର ଜାରି କରିଥିବା ଅର୍ଡରରେ ପରିବହନ କ୍ଷେତ୍ରରେ ପେପର ଡକ୍ୟୁମେଣ୍ଟକୁ ଇଚ୍ଛାଧୀନ ବୋଲି କୁହାଯାଇଛି। ହେଲେ ରାଜ୍ୟର ପ୍ରାୟ ସବୁ ଆରଟିଓରେ ଏହାର ଖୁଲମଖୁଲ୍ଲା ଉଲ୍ଲଂଘନ କରାଯାଉଛି। ପ୍ରତି ଆରଟିଓରେ ସ୍ମାର୍ଟ କାର୍ଡ ପ୍ରଦାନ ପାଇଁ ସ୍ମାର୍ଟ ଚିପ୍ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି। କମ୍ପାନୀ ପ୍ରତି ପେପର ଡକ୍ୟୁମେଣ୍ଟ ପିଛା ୨୦ ଟଙ୍କ। ନେଉଛି। ପ୍ରତିବର୍ଷ ପ୍ରାୟ ୫ ଲକ୍ଷ ଆବେଦନକାରୀ ଏହି ହରିଲୁଟର ଶିକାର ହେଉଛନ୍ତି। ଓଡ଼ିଶାର ୩୫ଟି ଆରଟିଓ ଅଫିସ ଓ ୩ଟି ବ୍ରାଞ୍ଚ ଅଫିସରେ ୨୦୧୪-୧୫ ବର୍ଷରେ ୩ଲକ୍ଷ ୭୪ହଜାର ୯୪୬ଟି ଡିଏଲ୍ ପ୍ରଦାନ କରାଯାଇଛି। ଏହାଛଡା ଲର୍ନରସ୍ ଲାଇସେନ୍ସ, ଗାଡ଼ି ରେଜିଷ୍ଟ୍ରେସନ, ପରମିଟ, ଫିଟନେସ୍ ଓ ଏହାର ରିନ୍ୟୁଆଲରେ ବି ପେପର ଡକ୍ୟୁମେଣ୍ଟ ଦିଆଯାଉଛି। ଆଉ ବେଆଇନ ଭାବେ ଆଦାୟ ହେଉଛି କୋଟି କୋଟି ଟଙ୍କ।। ଯାହା ପରିବହନ ବିଭାଗକୁ ନ ଯାଇ ସ୍ମାର୍ଟ ଚିପ୍ କଂପାନୀ ପାଖକୁ ଚାଲିଯାଉଛି।rto1

ବସ୍ ମାଲିକ ସଂଘ ସାଧାରଣ ସମ୍ପାଦକ ବରଦା ଆଚାର୍ଯ୍ୟ କହିଛନ୍ତି, ସ୍ମାର୍ଟ କାର୍ଡ ପାଇବା ପରେ ପୁଣି ଏକ କାଗଜ ଦେବାର କିଛି ମାନେ ନାହିଁ। ଜନସାଧାରଣ ଦେଇଥିବା ଟଙ୍କା ଠିକ ବାଟରେ ଯାଉଛି କି ନାହିଁ ତାହାର ତଦନ୍ତ ଲାଗି ସଂଘ ଦାବି କରୁଛି। ସ୍ମାର୍ଟ ଚିପ୍ କମ୍ପାନୀ ମ୍ୟାନେଜର ସାରଦା ନନ୍ଦଙ୍କୁ ପଚରାଯିବାରେ ସେ କହିଛନ୍ତି, ୩୮ଟି ଆରଟିଓରୁ ସରକାରୀ ଭାବେ ଏକ କୋଟି ଟଙ୍କା ଟ୍ୟାକ୍ସ ପାଉଛୁ। କମ୍ପାନୀକୁ କିଛି ଅଧିକ ମିଳୁନାହିଁ। ଏ ନେଇ ସରକାରଙ୍କ ସହ କଥାବାର୍ତ୍ତା ଚାଲିଛି।

୭ବର୍ଷ ହେଲା ଏଭଳି ହରିଲୁଟ୍ ଚାଲିଥିଲେ ମଧ୍ୟ ପରିବହନ ବିଭାଗ ପାଖରେ କୌଣସି ଖବର ନାହିଁ। ପ୍ରକୃତରେ ଏହାର ଖବର ପରିବହନ ବିଭାଗ ପାଖରେ ନାହିଁ ନା କିଛି ଅଧିକାରୀଙ୍କ ସଲାସୁତରାରେ ଏପରି ହରିଲୁଟ ଚାଲିଛି ତାହା ଆଗାମୀ ଦିନରେ ତଦନ୍ତରୁ ଜଣାପଡିବ। ପରିବହନ ମନ୍ତ୍ରୀ ରମେଶ ମାଝି କହିଛନ୍ତି, ପରିବହନ କମିଶନରଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ ସରକାର ପଦକ୍ଷେପ ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story