ଶବ ବୁହା ଘଟଣା: ସିଡିଏମଓଙ୍କ ମନ୍ତବ୍ୟକୁ ଜିଲ୍ଲା କଂଗ୍ରେସର ପ୍ରତିବାଦ, ଅଫିସ ଘେରାଉ  

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ନିଜ କାନ୍ଧରେ ସ୍ତ୍ରୀର ମୃତଦେହ ବୋହିବା ଘଟଣାରେ ସିଡିଏମଓଙ୍କ ମନ୍ତବ୍ୟକୁ ଜିଲ୍ଲା କଂଗ୍ରେସ ବିରୋଧ କରିଛି। ଏହାର ପ୍ରତିବାଦରେ ଦଳ ପକ୍ଷରୁ ଆଜି ସିଡିଏମଓ ଅଫିସ ଘେରାଉ କରାଯାଇଛି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦେବା ପାଇଁ ଦାବି କରାଯାଇଛି। ମହିଳାଙ୍କ ସ୍ୱାମୀ କାହାକୁ କିଛି ନ କହି ମୃତଦେହ ନେଇଯାଇଥିବା କଳାହାଣ୍ଡି ସିଡିଏମ୍‌ଓ ଗତକାଲି କହିଥିଲେ। ମୃତଦେହ ନେବାବେଳେ ପାଖ ବେଡ୍ ଲୋକ ମଧ୍ୟ ଜାଣି ନ ଥିଲେ, […]

saba

saba

Rakesh Mallick
  • Published: Friday, 26 August 2016
  • Updated: 26 August 2016, 01:25 PM IST

Sports

Latest News

sabaଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ନିଜ କାନ୍ଧରେ ସ୍ତ୍ରୀର ମୃତଦେହ ବୋହିବା ଘଟଣାରେ ସିଡିଏମଓଙ୍କ ମନ୍ତବ୍ୟକୁ ଜିଲ୍ଲା କଂଗ୍ରେସ ବିରୋଧ କରିଛି। ଏହାର ପ୍ରତିବାଦରେ ଦଳ ପକ୍ଷରୁ ଆଜି ସିଡିଏମଓ ଅଫିସ ଘେରାଉ କରାଯାଇଛି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦେବା ପାଇଁ ଦାବି କରାଯାଇଛି।

ମହିଳାଙ୍କ ସ୍ୱାମୀ କାହାକୁ କିଛି ନ କହି ମୃତଦେହ ନେଇଯାଇଥିବା କଳାହାଣ୍ଡି ସିଡିଏମ୍‌ଓ ଗତକାଲି କହିଥିଲେ। ମୃତଦେହ ନେବାବେଳେ ପାଖ ବେଡ୍ ଲୋକ ମଧ୍ୟ ଜାଣି ନ ଥିଲେ, ଡାକ୍ତର ମଧ୍ୟ ତାଙ୍କୁ ମୃତ ଘୋଷଣା କରି ନ ଥିବା ସେ କହିଥିଲେ। ହସପିଟାଲରେ ତ୍ରୁଟି ରହିଥିବା ସ୍ୱୀକାର କରିବା ସହ ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

ବେଙ୍ଗାଲୁରୁରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ ବା ପୁଞ୍ଜି ନିବେଶ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତ। ସେ କହିଛନ୍ତି, “ରାଜ୍ୟ ସରକାର ଏହି ଘଟଣାର ତଦନ୍ତ କରୁଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଘଟଣରେ ଯେପରି ପୁନରାବୃତ୍ତି ନ ହୁଏ ଧ୍ୟାନ ଦିଆଯିବ।”

ଏହି ଘଟଣାକୁ ଏଆଇସିସି ମୁଖପାତ୍ର ଭକ୍ତ ଚରଣ ଦାସ ନିନ୍ଦା କରିବା ସହ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସେ ସାଂସଦ ଥିବା ବେଳେ ଭବାନୀପାଟଣାକୁ ଦୁଇଟି ଗାଡ଼ି ଦିଆଯାଇଥିଲା, ଏବେ ସେଗୁଡ଼ିକ କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, “୧୦୮  ଆମ୍ବୁଲାନ୍ସକୁ ରାଜ୍ୟ ସରକାର ନିଜ ନିର୍ବାଚନ କାର୍ଯ୍ୟରେ ଲଗାଉଛନ୍ତି। ରାଜ୍ୟ ସରକାର କ’ଣ ପାଇଁ ଶୋଇଛି। ପ୍ରଧାନ ମନ୍ତ୍ରୀ  ମୋଦି ଓ ନବୀନ ପଟ୍ଟନାୟକ ଏଥିପାଇଁ ଲଜ୍ଜିତ ଅନୁଭବ କରନ୍ତୁ। ଭବାନୀପାଟଣା ଓ କଳାହାଣ୍ଡି ଡାକ୍ତରଖାନାରେ ୧୦ଟି ଆମ୍ବୁଲାନ୍ସ ଯୋଗାଇ ଦିଆଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story