ସବୁ ପଞ୍ଚାୟତରେ ଖୋଲିବ ବ୍ୟାଙ୍କ

ଭୁବନେଶ୍ୱର: ଏଣିକି ସବୁ ପଞ୍ଚାୟତରେ ବ୍ୟାଙ୍କ ରହିବ। ଯେଉଁ ପଞ୍ଚାୟତରେ ବ୍ୟାଙ୍କ ନାହିଁ ସେଠାରେ ବ୍ୟାଙ୍କ ଖୋଲାଯିବ। ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ଏହା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ରାଜ୍ୟର ୭୫ ପ୍ରତିଶତ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ନାହିଁ। ଏପରି କି ୪ଟି ପଛୁଆ ଜିଲ୍ଲା କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି ଓ ନୂଆପଡାରେ ୮୦ରୁ ୯୦ ପ୍ରତିଶତ ପଞ୍ଚାୟତରେ ବ୍ୟାଙ୍କ ନାହିଁ। ଏହି ୪ଟି ଜିଲ୍ଲାରେ ୬୦ଟି […]

aditya-padhi

aditya-padhi

Rakesh Mallick
  • Published: Monday, 22 February 2016
  • Updated: 23 February 2016, 02:47 AM IST

ଭୁବନେଶ୍ୱର: ଏଣିକି ସବୁ ପଞ୍ଚାୟତରେ ବ୍ୟାଙ୍କ ରହିବ। ଯେଉଁ ପଞ୍ଚାୟତରେ ବ୍ୟାଙ୍କ ନାହିଁ ସେଠାରେ ବ୍ୟାଙ୍କ ଖୋଲାଯିବ। ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ଏହା କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ରାଜ୍ୟର ୭୫ ପ୍ରତିଶତ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ନାହିଁ। ଏପରି କି ୪ଟି ପଛୁଆ ଜିଲ୍ଲା କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି ଓ ନୂଆପଡାରେ ୮୦ରୁ ୯୦ ପ୍ରତିଶତ ପଞ୍ଚାୟତରେ ବ୍ୟାଙ୍କ ନାହିଁ। ଏହି ୪ଟି ଜିଲ୍ଲାରେ ୬୦ଟି ଶାଖା ଖୋଲିବାକୁ ସରକାର ଯୋଜନା କରିଛନ୍ତି । ପ୍ରତି ଶାଖା ଖୋଲିବାକୁ ରାଜ୍ୟ ସରକାର ୩ ଲକ୍ଷ ଲେଖାଏଁ ଟଙ୍କା ଯୋଗାଇ ଦେବେ। ପଞ୍ଚାୟତ ଗୃହକୁ ବ୍ୟାଙ୍କ ଅଫିସ ଭାବେ ବ୍ୟବହାର କରାଯାଇ ପାରିବ ବୋଲି ମୁଖ୍ୟ ଶାସନ ସଚିବ ପାଢୀ କହିଛନ୍ତି।

ବୈଠକରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ଏବଂ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ କିଭଳି ଅଧିକ ଲୋକଙ୍କୁ ଋଣ ଯୋଗାଇ ଦିଆଯାଇ ପାରିବ ତା’ ଉପରେ ଗୁରୁତ୍ୱ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story