ସବୁ ସହରାଞ୍ଚଳର ଗରିବଙ୍କୁ ମାଗଣାରେ ଯୋଗାଇ ଦିଆଯିବ ପାନୀୟ ଜଳ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସହରାଞ୍ଚଳର ସବୁ ଗରିବ ଲୋକଙ୍କୁ ମାଗଣାରେ ପାନୀୟ ଜଳ ଯୋଗାଇ ଦିଆଯିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।  ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇ କହିଛନ୍ତି, ”ସବୁ ସହରାଞ୍ଚଳର ଗରିବ ଲୋକଙ୍କୁ ମାଗଣାରେ ପାନୀୟ ଜଳ ଯୋଗାଇ ଦିଆଯିବ। ଏବାବଦକୁ ୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାସହିତ ଜଳଯୋଗାଣ ପାଇଁ ଏସ୍‌ଆରସି ପକ୍ଷରୁ ୨୫ […]

src

src

Rakesh Mallick
  • Published: Tuesday, 19 April 2016
  • Updated: 19 April 2016, 10:13 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ସମସ୍ତ ସହରାଞ୍ଚଳର ସବୁ ଗରିବ ଲୋକଙ୍କୁ ମାଗଣାରେ ପାନୀୟ ଜଳ ଯୋଗାଇ ଦିଆଯିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।  ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇ କହିଛନ୍ତି, ”ସବୁ ସହରାଞ୍ଚଳର ଗରିବ ଲୋକଙ୍କୁ ମାଗଣାରେ ପାନୀୟ ଜଳ ଯୋଗାଇ ଦିଆଯିବ। ଏବାବଦକୁ ୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାସହିତ ଜଳଯୋଗାଣ ପାଇଁ ଏସ୍‌ଆରସି ପକ୍ଷରୁ ୨୫ କୋଟି ଟଙ୍କା ଯୋଗାଇ ଦିଆଯିବ। ଆବଶ୍ୟକ ସ୍ଥଳେ ଟ୍ୟାଙ୍କର ଯୋଗେ ମଧ୍ୟ ପାଣି ଯୋଗାଇ ଦିଆଯିବ। ଆଶିଂକ ଭାବରେ  ଜଳଯୋଗାଣ କରାଯାଇଥିବା   ୨୭,୭ ୧୧ଟି ଅଞ୍ଚଳରେ  ଗୋଟିଏ ଗୋଟିଏ ନଳକୂପ ଖୋଳିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ପାଖାପାଖି ୧୯୫ କୋଟି ଟଙ୍କା ସରକାରଙ୍କ ଖର୍ଚ୍ଚ ହେବ।”

ଶ୍ରୀ ମହାପାତ୍ର କହିଥିଲେ “ପାଇପ୍ ଜଳ ଯୋଗାଣ ପାଇଁ ପଞ୍ଚାୟତର ପାଣ୍ଠିର ୩୦ ପ୍ରତିଶତ ଖର୍ଚ୍ଚ  କରିବା ପାଇଁ ସବୁ ପଞ୍ଚାୟତକୁ  ନିର୍ଦ୍ଦେଶ ଦିଆଯାଇଛି। ସଂଯୋଗ ହେଲ୍‌ପ ଲାଇନ୍ ଦ୍ୱାରା ପ୍ରତିଦିନ ସମସ୍ତ ଅଭିଯୋଗ ଶୁଣାଯାଉଛି। ଗ୍ରୀଷ୍ମ ପ୍ରବାହ କମିବା ପର୍ଯ୍ୟନ୍ତ ସମସ୍ତ ପାନୀୟ ଜଳ ବିଭାଗର କର୍ମଚାରୀ ଓ ଯନ୍ତ୍ରୀମାନଙ୍କ ଛୁଟି ବାତିଲ୍ କରାଯାଇଛି।”

ଏହି ବୈଠକରେ ଗ୍ରାମ୍ୟ ଉନ୍ନୟନ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଉପସ୍ଥିତ ଥିଲେ। ସେହିପରି ମୁଖ୍ୟ ଶାସନ ସଚିବ, ଉନ୍ନୟନ  କମିଶନର, ଏସ୍‌ଆର୍‌ସି ଓ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ପ୍ରମୁଖ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story