ସାମ ପିଟ୍ରୋଡ଼ାଙ୍କୁ ଆପଣେଇ ନେଲା କଂଗ୍ରେସ: ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା ସାମ୍ ପିଟ୍ରୋଡାଙ୍କୁ କଂଗ୍ରେସରେ ନୂଆ ଦାୟିତ୍ୱ ଦିଆଯାଇଛି। ସାମ୍ ପିଟ୍ରୋଡାଙ୍କୁ ଏଆଇସିସିର ଓଭରସିଜ୍ କଂଗ୍ରେସ ଡିପାର୍ଟମେଣ୍ଟର ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। ଏଆଇସିସି ପକ୍ଷରୁ ଆଜି ଏନେଇ ପ୍ରେସ୍ ରିଲିଜ୍ ଜାରି ହୋଇଛି। ଏଆଇସିସି ପକ୍ଷରୁ ନୂଆ କରି ଓଭରସିଜ୍ କଂଗ୍ରେସ ଡିପାର୍ଟମେଣ୍ଟ ଗଠନ କରାଯାଇଛି। ସାମ୍ ପିଟ୍ରୋଡା ଏବେ ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା ଅଛନ୍ତି। ତାଙ୍କୁ କ୍ୟାବିନେଟ୍ ପାହ୍ୟା ଦେଇଥିଲେ ରାଜ୍ୟ ସରକାର।  ତେବେ କଂଗ୍ରେସରେ ନୂଆ ଦାୟିତ୍ୱ […]

sam-pitroda_4C-621x414

sam-pitroda_4C-621x414

Rakesh Mallick
  • Published: Thursday, 01 June 2017
  • Updated: 01 June 2017, 11:33 PM IST

Sports

Latest News

ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା ସାମ୍ ପିଟ୍ରୋଡାଙ୍କୁ କଂଗ୍ରେସରେ ନୂଆ ଦାୟିତ୍ୱ ଦିଆଯାଇଛି। ସାମ୍ ପିଟ୍ରୋଡାଙ୍କୁ ଏଆଇସିସିର ଓଭରସିଜ୍ କଂଗ୍ରେସ ଡିପାର୍ଟମେଣ୍ଟର ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। ଏଆଇସିସି ପକ୍ଷରୁ ଆଜି ଏନେଇ ପ୍ରେସ୍ ରିଲିଜ୍ ଜାରି ହୋଇଛି। ଏଆଇସିସି ପକ୍ଷରୁ ନୂଆ କରି ଓଭରସିଜ୍ କଂଗ୍ରେସ ଡିପାର୍ଟମେଣ୍ଟ ଗଠନ କରାଯାଇଛି।

ସାମ୍ ପିଟ୍ରୋଡା ଏବେ ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା ଅଛନ୍ତି। ତାଙ୍କୁ କ୍ୟାବିନେଟ୍ ପାହ୍ୟା ଦେଇଥିଲେ ରାଜ୍ୟ ସରକାର।  ତେବେ କଂଗ୍ରେସରେ ନୂଆ ଦାୟିତ୍ୱ ନେଇ ପିଟ୍ରୋଡାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଅପରକ୍ଷେ କଂଗ୍ରେସର ଆଦିବାସୀ ସେଲ୍ ନାଁ ବଦଳି ଆଦିବାସୀ କଂଗ୍ରେସ ହୋଇଛି। ଏଆଇସିସି ପକ୍ଷରୁ ଏନେଇ ଏକ ପୃଥକ ପ୍ରେସ୍ ରିଲିଜ୍ ଜାରି କରାଯାଇଛି। ଆଦିବାସୀ କଂଗ୍ରେସ ଅଧ୍ୟକ୍ଷ ଭାବେ ଭି. କିଶୋର ଚନ୍ଦ୍ର ଦେଓଙ୍କୁ ଦାୟିତ୍ୱ ମିଳିଛି। ଆଦିବାସୀ କଂଗ୍ରେସରେ ୫ ଜଣଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଏଇ ୫ ଜଣଙ୍କ ଭିତରେ ଅଛନ୍ତି ଓଡ଼ିଶାର ଶ୍ୟାମ ସୁନ୍ଦର ହାଁସଦା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story