ସାମାଜିକ ସୁରକ୍ଷା ଯୋଜନାରେ ଆଉ ୩ ଲକ୍ଷ ହିତାଧିକାରୀ ସାମିଲ ହେବେ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସରକାରଙ୍କର ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଆଉ ୩ ଲକ୍ଷ ହିତାଧିକାରୀ ସାମିଲ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ସେ କହିଛନ୍ତି, “ରାଜ୍ୟରେ ୪୦ ଲକ୍ଷ ଲୋକ ଏହି ଯୋଜନାରୁ ଉପକୃତ ହେଉଛନ୍ତି। ଅଗଷ୍ଟ ୧୫ ସୁଦ୍ଧା ଆଉ ୩ଲକ୍ଷ ହିତାଧିକାରୀଙ୍କ ଚୟନ କରାଯିବ। ଏଥିପାଇଁ ରାଜକୋଷରୁ ୧୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ମୁଖ୍ୟତଃ ରାଜ୍ୟର ଗରିବ ଲୋକମାନଙ୍କୁ ସରକାର ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ […]

chifminister

chifminister

Rakesh Mallick
  • Published: Saturday, 02 July 2016
  • Updated: 02 July 2016, 03:47 PM IST

ଭୁବନେଶ୍ୱର: ସରକାରଙ୍କର ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଆଉ ୩ ଲକ୍ଷ ହିତାଧିକାରୀ ସାମିଲ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ସେ କହିଛନ୍ତି, “ରାଜ୍ୟରେ ୪୦ ଲକ୍ଷ ଲୋକ ଏହି ଯୋଜନାରୁ ଉପକୃତ ହେଉଛନ୍ତି। ଅଗଷ୍ଟ ୧୫ ସୁଦ୍ଧା ଆଉ ୩ଲକ୍ଷ ହିତାଧିକାରୀଙ୍କ ଚୟନ କରାଯିବ। ଏଥିପାଇଁ ରାଜକୋଷରୁ ୧୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ମୁଖ୍ୟତଃ ରାଜ୍ୟର ଗରିବ ଲୋକମାନଙ୍କୁ ସରକାର ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି।”

ସେ କହିଛନ୍ତି, “ମୋ ସରକାର ସବୁବେଳେ ଗରିବ ଲୋକଙ୍କ ସାମାଜିକ ଓ ଆର୍ଥିକ ନିରାପତ୍ତା ଉପରେ ଗୁରୁତ୍ୱ ଦେଇ କାମ କରୁଛି। ସମସ୍ତଙ୍କ  ମୁହଁରେ ହସ ଆଣିବା ବିଜେଡି ସରକାରର ଲକ୍ଷ୍ୟ। ବୁଢା ଓ ବୁଢୀ, ବିଧବା ମହିଳା ଓ ଭିନ୍ନକ୍ଷମ ମାନଙ୍କର ସମାଜରେ ସ୍ୱାଭିମାନର ସହ ବଞ୍ଚିବାର  ଅଧିକାର ରହିଛି। ମୋ ସରକାର ସେମାନଙ୍କ ପାଇଁ ସୁରକ୍ଷା ଓ ସୁବିଧା ପାଇଁ ଗୁରୁତ୍ୱ ଦେଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story