ହତ୍ୟା କରିବାକୁ ଯାଉଥିବା ବେଳେ ମୋବାଇଲ୍‌ ଫାଟି ଯୁବକ ଗୁରୁତର

ସମ୍ବଲପୁର: ଜଣଙ୍କୁ ହତ୍ୟା କରିବାକୁ ଯୋଜନା କରି ଯାଉଥିବା ବେଳେ ରାସ୍ତାରେ ମୋବାଇଲ ଫାଟି ଯିବାରୁ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ମୋବାଇଲ୍ ଫାଟିଯିବା ପରେ ସେ ଧରିଥିବା ପେଟ୍ରୋଲ ବୋତଲରୁ ନିଆଁ ଲାଗି ତାଙ୍କ ଶରୀର ପୋଡି ଯାଇଛି। ଯୁବକ ଜଣଙ୍କ ହେଲେ କାକୁଡିପାଲିର ଦୀପକ ମିର୍ଦ୍ଧା। ଖବର ମୁତାବକ ଦୀପକ ଋଣ ପାଇଁ ଫାଇନାନ୍ସ କମ୍ପାନୀର ଜଣେ ଏଜେଣ୍ଟଙ୍କୁ ୬୦ ହଜାର ଟଙ୍କା ଦେଇଥିଲେ। ବାରମ୍ବାର ଟଙ୍କା ମାଗିଲେ ମଧ୍ୟ ଏଜେଣ୍ଟ ଜଣଙ୍କ ଫେରାଉ […]

man

man

Rakesh Mallick
  • Published: Sunday, 26 February 2017
  • Updated: 26 February 2017, 10:06 PM IST

ସମ୍ବଲପୁର: ଜଣଙ୍କୁ ହତ୍ୟା କରିବାକୁ ଯୋଜନା କରି ଯାଉଥିବା ବେଳେ ରାସ୍ତାରେ ମୋବାଇଲ ଫାଟି ଯିବାରୁ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ମୋବାଇଲ୍ ଫାଟିଯିବା ପରେ ସେ ଧରିଥିବା ପେଟ୍ରୋଲ ବୋତଲରୁ ନିଆଁ ଲାଗି ତାଙ୍କ ଶରୀର ପୋଡି ଯାଇଛି। ଯୁବକ ଜଣଙ୍କ ହେଲେ କାକୁଡିପାଲିର ଦୀପକ ମିର୍ଦ୍ଧା।

ଖବର ମୁତାବକ ଦୀପକ ଋଣ ପାଇଁ ଫାଇନାନ୍ସ କମ୍ପାନୀର ଜଣେ ଏଜେଣ୍ଟଙ୍କୁ ୬୦ ହଜାର ଟଙ୍କା ଦେଇଥିଲେ। ବାରମ୍ବାର ଟଙ୍କା ମାଗିଲେ ମଧ୍ୟ ଏଜେଣ୍ଟ ଜଣଙ୍କ ଫେରାଉ ନ ଥିଲେ। ଦୀପକ ସମ୍ପୃକ୍ତ ଏଜେଣ୍ଟଙ୍କୁ ହତ୍ୟା କରିବାକୁ ଯୋଜନା ମୁତାବକ ମୋବାଇଲେରେ ଡିଟୋନେଟର ସଂଯୋଗ କରି ଏକ ବୋତଲରେ ପେଟ୍ରୋଲ ଧରି ତାଙ୍କ ପାଖକୁ ଯାଉଥିଲେ। ଯୋଜନା ଥିଲା ଏଜେଣ୍ଟଙ୍କୁ ମୋବାଇଲ ଦେବା ପରେ ବିସ୍ଫୋରଣ କରାଇ ତାଙ୍କୁ ହତ୍ୟା କରିବା। ହେଲେ ସେ ତାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ସଦର ଥାନା ନିକଟ ରାସ୍ତାରେ ମୋବାଇଲଟି ବିସ୍ଫୋରଣ ହୋଇଯାଇଥିଲା। ସେ ହାତରେ ଧରିଥିବା ପେଟ୍ରୋଲ ବୋତଲରୁ ନିଆଁ ତାଙ୍କ ଦେହରେ ଲାଗି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story