ମୃତ ମହିଳା ଖାଇଥିବା ଭାତରେ ପ୍ଲାଷ୍ଟିକ୍‌ ଅଂଶ ନାହିଁ: ଆସିଲା ଖାଦ୍ୟ ପରୀକ୍ଷା ରିପୋର୍ଟ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁରରେ ପ୍ଲାଷ୍ଟିକ ଚାଉଳ ଭାତ ଖାଇ ମହିଳାଙ୍କ ମୃତ୍ୟୁ ଅଭିଯୋଗ ଘଟଣାରେ ଆସିଲା ଖାଦ୍ୟ ପରୀକ୍ଷା ରିପୋର୍ଟ। ରନ୍ଧା ଯାଇଥିବା ଭାତ କିମ୍ବା ଚାଉଳରେ କୌଣସି ପ୍ଲାଷ୍ଟିକ ଅଂଶ ନଥିବା ରିପୋର୍ଟରେ ଦର୍ଶାଯାଇଛି। ସମ୍ବଲପୁର ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତାପ ରୁଦ୍ର ମଣ୍ଡଳଙ୍କ କହିବାନୁଯାୟୀ, ମୋଟ୍‌ ୬ଟି ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିମଧ୍ୟରୁ ଗୋଟିଏ ରନ୍ଧା ଭାତ ଓ ଅନ୍ୟ ୫ଟି ଚାଉଳ ଅଭିଯୋଗକାରୀଙ୍କ ଘର ଓ କିଣଯାଇଥିବା ଗୋଦାମରୁ ସଂଗ୍ରହ କରାଯାଇଥିଲା। […]

mandal

mandal

Rakesh Mallick
  • Published: Friday, 13 October 2017
  • Updated: 13 October 2017, 10:13 PM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁରରେ ପ୍ଲାଷ୍ଟିକ ଚାଉଳ ଭାତ ଖାଇ ମହିଳାଙ୍କ ମୃତ୍ୟୁ ଅଭିଯୋଗ ଘଟଣାରେ ଆସିଲା ଖାଦ୍ୟ ପରୀକ୍ଷା ରିପୋର୍ଟ। ରନ୍ଧା ଯାଇଥିବା ଭାତ କିମ୍ବା ଚାଉଳରେ କୌଣସି ପ୍ଲାଷ୍ଟିକ ଅଂଶ ନଥିବା ରିପୋର୍ଟରେ ଦର୍ଶାଯାଇଛି। ସମ୍ବଲପୁର ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତାପ ରୁଦ୍ର ମଣ୍ଡଳଙ୍କ କହିବାନୁଯାୟୀ, ମୋଟ୍‌ ୬ଟି ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିମଧ୍ୟରୁ ଗୋଟିଏ ରନ୍ଧା ଭାତ ଓ ଅନ୍ୟ ୫ଟି ଚାଉଳ ଅଭିଯୋଗକାରୀଙ୍କ ଘର ଓ କିଣଯାଇଥିବା ଗୋଦାମରୁ ସଂଗ୍ରହ କରାଯାଇଥିଲା।

ଗତ ୬ ତାରିଖରେ ଚନ୍ଦନା ମହାତୋ ନାମକ ମହିଳାଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ଚିକିତ୍ସା ନିମନ୍ତେ ସମ୍ବଲପୁରରେ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।  ଗତ ୧୦ ତାରିଖରେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ଲାଷ୍ଟିକ ଚାଉଳ ଭାତ ଖାଇ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story