ସମ୍ବଲପୁର ଶୀତଳଷଷ୍ଠୀ: ସରିଲା ବାଲୁଙ୍କେଶ୍ୱର ବାବାଙ୍କ ନିର୍ବନ୍ଧ

ସମ୍ବଲପୁର: ସମ୍ବଲପୁରର ପ୍ରସିଦ୍ଧ ପର୍ବ ଶୀତଳଷଷ୍ଠୀ ଯାତ୍ରାର ଆଜି ରାତିରେ ପତରପେଣ୍ଡି ବା ନିର୍ବନ୍ଧ ପର୍ବ ଅନୁଷ୍ଠିତ ହୋଇଥିଲା। ନନ୍ଦପଡ଼ାର ବମ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କର ନିର୍ବନ୍ଧ କାର୍ଯ୍ୟ ଆଜି ରାତିରେ ସମ୍ପନ୍ନ ହୋଇଛି। ରୀତିନୀତି ଅନୁସାରେ ସନ୍ଧ୍ୟାରେ ସପ୍ତଋଷି ପଣ୍ଡିତ ମଣ୍ଡଳୀଙ୍କ ସହ ବରପକ୍ଷ ଲୋକେ ମନ୍ଦିରରୁ ବାଜା ବଜାଇ ଶୋଭାଯାତ୍ରାରେ କନ୍ୟା ଅନ୍ୱେଷଣରେ ବାହାରି କନ୍ୟା ପିତାମାତା ସାଜିଥିବା ସମ୍ବଲପୁର ସହର ସହଯୋଗ ନଗରର ଗୋପାଳକୃଷ୍ଣ ମିଶ୍ର ଓ ସଂଜିତା ମିଶ୍ରଙ୍କ ଘରେ ପହଞ୍ଚିଥିଲେ। […]

samblapur

samblapur

Rakesh Mallick
  • Published: Sunday, 05 June 2016
  • Updated: 05 June 2016, 10:16 PM IST

Sports

Latest News

ସମ୍ବଲପୁର: ସମ୍ବଲପୁରର ପ୍ରସିଦ୍ଧ ପର୍ବ ଶୀତଳଷଷ୍ଠୀ ଯାତ୍ରାର ଆଜି ରାତିରେ ପତରପେଣ୍ଡି ବା ନିର୍ବନ୍ଧ ପର୍ବ ଅନୁଷ୍ଠିତ ହୋଇଥିଲା। ନନ୍ଦପଡ଼ାର ବମ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କର ନିର୍ବନ୍ଧ କାର୍ଯ୍ୟ ଆଜି ରାତିରେ ସମ୍ପନ୍ନ ହୋଇଛି। ରୀତିନୀତି ଅନୁସାରେ ସନ୍ଧ୍ୟାରେ ସପ୍ତଋଷି ପଣ୍ଡିତ ମଣ୍ଡଳୀଙ୍କ ସହ ବରପକ୍ଷ ଲୋକେ ମନ୍ଦିରରୁ ବାଜା ବଜାଇ ଶୋଭାଯାତ୍ରାରେ କନ୍ୟା ଅନ୍ୱେଷଣରେ ବାହାରି କନ୍ୟା ପିତାମାତା ସାଜିଥିବା ସମ୍ବଲପୁର ସହର ସହଯୋଗ ନଗରର ଗୋପାଳକୃଷ୍ଣ ମିଶ୍ର ଓ ସଂଜିତା ମିଶ୍ରଙ୍କ ଘରେ ପହଞ୍ଚିଥିଲେ। ପରେ ବରପକ୍ଷ ଦେବୀ ପାର୍ବତୀଙ୍କ ବିଷୟରେ ଜିଜ୍ଞାସା କରିଥିଲେ। ଉଭୟ ବର ଓ କନ୍ୟା ପକ୍ଷରୁ ପଣ୍ଡିତମାନେ ଶିବ ପାର୍ବତୀଙ୍କ ଗୁଣଗାନ କରିଥିଲେ। ଶେଷରେ ବରପିତା କନ୍ୟାପିତାଙ୍କୁ ବିବାହ ପାଇଁ ରାଜି କରାଇ ସର୍ଗିପତ୍ର ଦେଇ ନିର୍ବନ୍ଧ ପକ୍କା କରିଥିଲେ।

୬ ତାରିଖରେ ଗୁଆଗୁଣ୍ଡା ବା ଦେବ ନିମନ୍ତ୍ରଣ ହେବ। ୯ ତାରିଖରେ ଦେବ ଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ବିବାହ ହେବ। ରୀତିନୀତି ଅନୁଯାୟୀ ଦେବଦମ୍ପତ୍ତିଙ୍କ ବିବାହ ହେବ। ପରେ ୧୦ ତାରିଖ ରାତିରେ ଯୁଗଳ ଦର୍ଶନ ହେବ। ଦେବଦମ୍ପତ୍ତିଙ୍କ ଏହି ପ୍ରାଚୀନ ପରମ୍ପରା ତଥା ପ୍ରସିଦ୍ଧ ଶୀତଳଷଷ୍ଠୀ ପାଇଁ ସହରର ବିଭିନ୍ନ ଶୈବପୀଠ ଗୁଡ଼ିକ ସଜେଇ ହେବାର ଲାଗିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story