ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆଜି ଛାତ୍ର ଅଶାନ୍ତି ଦେଖାଯାଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ଥିବା କଲେଜ ଗୁଡ଼ିକରେ ଯୁକ୍ତ  ତିନି  ଦ୍ୱିତୀୟ ବର୍ଷ ପରୀକ୍ଷାରେ ରେଜଲ୍ଟ ଖରାପକୁ ନେଇ ଛାତ୍ର ଅଶାନ୍ତି ଦେଖାଯାଇଛି। ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ଆଗରେ ଛାତ୍ରଛାତ୍ରୀମାନେ ଟାୟାରଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ବିଶ୍ୱବିଦ୍ୟାଳୟ ଭିତରକୁ ଧସେଇ ପଶିବା ସମୟରେ ପୋଲିସ୍‌ସହ ଛାତ୍ରଛାତ୍ରୀମାନଙ୍କର ଧସ୍ତାଧସ୍ତି ହୋଇଥିଲା। ବିଶ୍ୱବିଦ୍ୟାଳୟରେ  ପ୍ରତିଷ୍ଠା ଉତ୍ସବ  ପାଳନ ହେଉଥିବା ବେଳେ ଏହି ଘଟଣା ଘଟିଥିଲା। ଜଣେ ଆନ୍ଦୋଳନକାରୀ ଛାତ୍ର […]

samblpur

samblpur

Rakesh Mallick
  • Published: Tuesday, 03 January 2017
  • Updated: 03 January 2017, 02:28 PM IST

Sports

Latest News

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆଜି ଛାତ୍ର ଅଶାନ୍ତି ଦେଖାଯାଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ଥିବା କଲେଜ ଗୁଡ଼ିକରେ ଯୁକ୍ତ  ତିନି  ଦ୍ୱିତୀୟ ବର୍ଷ ପରୀକ୍ଷାରେ ରେଜଲ୍ଟ ଖରାପକୁ ନେଇ ଛାତ୍ର ଅଶାନ୍ତି ଦେଖାଯାଇଛି। ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ଆଗରେ ଛାତ୍ରଛାତ୍ରୀମାନେ ଟାୟାରଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ବିଶ୍ୱବିଦ୍ୟାଳୟ ଭିତରକୁ ଧସେଇ ପଶିବା ସମୟରେ ପୋଲିସ୍‌ସହ ଛାତ୍ରଛାତ୍ରୀମାନଙ୍କର ଧସ୍ତାଧସ୍ତି ହୋଇଥିଲା। ବିଶ୍ୱବିଦ୍ୟାଳୟରେ  ପ୍ରତିଷ୍ଠା ଉତ୍ସବ  ପାଳନ ହେଉଥିବା ବେଳେ ଏହି ଘଟଣା ଘଟିଥିଲା।

ଜଣେ ଆନ୍ଦୋଳନକାରୀ ଛାତ୍ର କହିଛନ୍ତି,“ ଯୁକ୍ତ  ତିନି  ଦ୍ୱିତୀୟ ବର୍ଷର ପରୀକ୍ଷା ଦେଇଥିଲୁ। ତା’ର ଫଳ ୮ମାସ ପରେ ବହାରିଲା। ବହୁତ ପୂର୍ବରୁ ପରୀକ୍ଷା ଫଳ ବାହାରିବା କଥା ଥିଲା। ଆମକୁ ପ୍ରତି ବିଷୟରେ ୦,୧,୨,ଓ୩ ମାର୍କ  ଦିଆଯାଇଛି।”

ଜଣେ ଛାତ୍ରୀ କହିଛନ୍ତି, “ଯୁକ୍ତ  ତିନି  ଦ୍ୱିତୀୟ ବର୍ଷର ପରୀକ୍ଷାର ଗୋଟିଏ ବିଷୟରେ ଗୋଟିଏ ପିଲା ୬୫ରୁ ୭୦ ମାର୍କ  ରଖିଥିବା ବେଳେ ଅନ୍ୟ  ବିଷୟରେ ଶୂନ ରଖିଛି।  ଏହା କେମିତି ହେଲା? ଗୋଟିଏ ପିଲା ଯଦି ଗୋଟିଏ ବିଷୟରେ ଭଲ ମାର୍କ ରଖିଲା ଓ ଆଉ ବିଷୟରେ ଶୂନ କିପରି ରହିଲା?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story