ଦୁଲୁକୁଛି ସମ୍ୱଲପୁର ସହର: ଆଜି ଶିବ-ପାର୍ବତୀଙ୍କ ବାହାଘର

ସମ୍ୱଲପୁର: ଶିବ-ପାର୍ବତୀଙ୍କ ବାହାଘର ପାଇଁ ଦୁଲୁକୁଛି ସମ୍ବଲପୁର। ଆଜି ସମସ୍ତ ଶିବାଳୟରୁ ବାହାରିବ ବିବାହ ଶୋଭାଯାତ୍ରା।  ଏଥିପାଇଁ ଗତକାଲି ରାତିରେ ବିଭିନ୍ନ ପଡ଼ାରେ ଶେଷ ହୋଇଥିଲା ଗୁଆଗୁଣ୍ଡା ବା ଦେବ ନିମନ୍ତ୍ରଣ ପର୍ବ। ଶିବ-ପାର୍ବତୀଙ୍କ ବାହାଘରରେ ଯୋଗ ଦେବା ପାଇଁ ମନ୍ଦିର ମନ୍ଦିର ବୁଲି ଦେବାଦେବୀଙ୍କୁ ନିମନ୍ତ୍ରଣ କରିଥିଲେ ହନୁମାନ ମହାପ୍ରଭୁ। ପଣ୍ଡିତ ମଣ୍ଡଳୀଙ୍କୁ ସାଙ୍ଗରେ ଧରି ହନୁମାନ ମହାପ୍ରଭୁ ମନ୍ଦିରମାନଙ୍କୁ ଯାଇ ଗୁଆ ଦେଇ ଶିବ ପାର୍ବତୀଙ୍କ ବିବାହରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ସହରର […]

sambulpur

sambulpur

Rakesh Mallick
  • Published: Monday, 29 May 2017
  • Updated: 29 May 2017, 07:42 AM IST

Sports

Latest News

ସମ୍ୱଲପୁର: ଶିବ-ପାର୍ବତୀଙ୍କ ବାହାଘର ପାଇଁ ଦୁଲୁକୁଛି ସମ୍ବଲପୁର। ଆଜି ସମସ୍ତ ଶିବାଳୟରୁ ବାହାରିବ ବିବାହ ଶୋଭାଯାତ୍ରା।  ଏଥିପାଇଁ ଗତକାଲି ରାତିରେ ବିଭିନ୍ନ ପଡ଼ାରେ ଶେଷ ହୋଇଥିଲା ଗୁଆଗୁଣ୍ଡା ବା ଦେବ ନିମନ୍ତ୍ରଣ ପର୍ବ। ଶିବ-ପାର୍ବତୀଙ୍କ ବାହାଘରରେ ଯୋଗ ଦେବା ପାଇଁ ମନ୍ଦିର ମନ୍ଦିର ବୁଲି ଦେବାଦେବୀଙ୍କୁ ନିମନ୍ତ୍ରଣ କରିଥିଲେ ହନୁମାନ ମହାପ୍ରଭୁ।

ପଣ୍ଡିତ ମଣ୍ଡଳୀଙ୍କୁ ସାଙ୍ଗରେ ଧରି ହନୁମାନ ମହାପ୍ରଭୁ ମନ୍ଦିରମାନଙ୍କୁ ଯାଇ ଗୁଆ ଦେଇ ଶିବ ପାର୍ବତୀଙ୍କ ବିବାହରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ସହରର ଝାଡୁଆପଡ଼ା, ମୋଦିପଡ଼ା, ବଡ଼ବଜାର, ଠାକୁରପଡ଼ା, ବାଲିବନ୍ଧା, ମାନେଶ୍ୱର, ଓ ବୁଢ଼ାରଜା ଭଳି ବିଭିନ୍ନ ଶିବାଳୟରୁ ମହାପ୍ରଭୁ ହନୁମାନ ନିଉତାରେ ବାହାରିଥିଲେ।

ଏଥିପାଇଁ ସବୁ ଶିବାଳୟଗୁଡ଼ିକ ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ ହୋଇଥିଲା। ସେପଟେ ଆଜି ଦେବ ବିବାହ ଓ ଯୁଗଳ ଦର୍ଶନ ଶୋଭାଯାତ୍ରା ପାଇଁ ବିଭିନ୍ନ ପଡାରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos