କଟକ ସିଟି ହସ୍ପିଟାଲ ଭଙ୍ଗାରୁଜା ଘଟଣା: କଂଗ୍ରେସ କର୍ପୋରେଟର ସେକ୍‌ ସମ୍ମିଉଲ୍ଲା ଗିରଫ

କଟକ/ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ଆଜି ବିକ୍ଷୋଭ ପ୍ରଦର୍ଶନ ବେଳେ କଂଗ୍ରେସ  କର୍ମୀଙ୍କ ଉଗ୍ରରୂପ ଦେଖିବାକୁ ମିଳିଥିଲା। ପୋଲିସ ଉପସ୍ଥିତିରେ କଂଗ୍ରେସ କର୍ମୀମାନେ କଟକ ମୁଖ୍ୟ ଚିକିତ୍ସାଳୟରେ ଭଙ୍ଗାରୁଜା କରିବା ସହ ଏଡିଏମ୍‌ଓଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ କଂଗ୍ରେସ କର୍ପୋରେଟର ସେକ୍‌ ସମିଉଲ୍ଲାଙ୍କୁ ପୋଲିସ ଗରିଫ କରିଛି । ତାଙ୍କ ନାଁରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମାମଲା ଦାୟର କରାଯାଇଥିଲା। ସମିଉଲ୍ଲାଙ୍କ ଗରିଫ ପ୍ରତିବାଦରେ କଂଗ୍ରେସ କର୍ମୀମାନେ ଦରଘାବଜାର ଥାନା ଘେରାଉ […]

or-photo

or-photo

Rakesh Mallick
  • Published: Monday, 19 September 2016
  • Updated: 19 September 2016, 10:57 PM IST

Sports

Latest News

or-photoକଟକ/ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ଆଜି ବିକ୍ଷୋଭ ପ୍ରଦର୍ଶନ ବେଳେ କଂଗ୍ରେସ  କର୍ମୀଙ୍କ ଉଗ୍ରରୂପ ଦେଖିବାକୁ ମିଳିଥିଲା। ପୋଲିସ ଉପସ୍ଥିତିରେ କଂଗ୍ରେସ କର୍ମୀମାନେ କଟକ ମୁଖ୍ୟ ଚିକିତ୍ସାଳୟରେ ଭଙ୍ଗାରୁଜା କରିବା ସହ ଏଡିଏମ୍‌ଓଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ କଂଗ୍ରେସ କର୍ପୋରେଟର ସେକ୍‌ ସମିଉଲ୍ଲାଙ୍କୁ ପୋଲିସ ଗରିଫ କରିଛି । ତାଙ୍କ ନାଁରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମାମଲା ଦାୟର କରାଯାଇଥିଲା।

ସମିଉଲ୍ଲାଙ୍କ ଗରିଫ ପ୍ରତିବାଦରେ କଂଗ୍ରେସ କର୍ମୀମାନେ ଦରଘାବଜାର ଥାନା ଘେରାଉ କରିଛନ୍ତି।

ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଶାନ୍ତିପୂର୍ଣ୍ଣ ଧାରଣା ନିର୍ଦ୍ଦେଶ ସ୍ୱତ୍ତ୍ୱେ ମଧ୍ୟ କର୍ମୀମାନେ ଏହାକୁ ଭ୍ରୁକ୍ଷେପ ନ କରି ହସ୍ପିଟାଲ ପରିସରରେ ଭଙ୍ଗାରୁଜା କରିଥିଲେ।

କଟକ ସିଡିଏମ୍‌ଓ ପ୍ରଫୁଲ କୁମାର ସାହୁ କହିଛନ୍ତି,“ପୋଲିସର ଉପସ୍ଥିତିରେ ହସ୍ପିଟାଲରେ କଂଗ୍ରେସ କର୍ମୀମାନେ ଭଙ୍ଗାରୁଜା କରଛନ୍ତି। ଏହାସହ ଏଡିଏମ୍‌ଓଙ୍କୁ ମାଡ ମାରିଛନ୍ତି। ଆମେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ କାର୍ଯ୍ୟ ବନ୍ଦ ରଖିଛୁ। ଏଠାରେ ଆମେ ନିଜକୁ ନିରାପଦ ମଣୁନାହୁଁ।”

କଟକ ଏଡିଏମ୍‌ଓ ଅଭୟ କୁମାର ପଟ୍ଟନାୟକ କହିଛନ୍ତି,“କିଛି କର୍ମୀ ଅଫିସ ମଧ୍ୟକୁ ପ୍ରବେଶ କରି ଆଲ୍‌ମିରା, କବାଟ, ଝରକା ଓ ଅନ୍ୟାନ୍ୟ ସାମଗ୍ରୀ ଭଙ୍ଗାରୁଜା କରିଛନ୍ତି। ନିକଟସ୍ଥ ସଭାସ୍ଥଳକୁ ମତେ ଜବରଦସ୍ତ ଟାଣି ଟାଣି ନେଲେ। ଏହା ସହ ଟଣାଓଟରା କରିଛନ୍ତି।”

ପିସିସି କୋଷାଧ୍ୟକ୍ଷ ମହମ୍ମଦ ମୋକ୍କିମ୍‌ କହିଛନ୍ତି,“ଚିକିତ୍ସା ପାଇଁ ଆସିଥିବା କିଛି ଲୋକ ତାଙ୍କ ଅସନ୍ତୋଷ ଆମ ପାଖରେ ପ୍ରକାଶ କରିଥିଲେ। ଏହି ଆନ୍ଦୋଳନର ସୁଯୋଗ ନେଇ ଯଦି କେହି କିଛି କରିଥିବେ ତାହାର ଖବର ଆମ ନିକଟରେ ନାହିଁ। ଆମ ସମ୍ମୁଖକୁ ଏନେଇ କିଛି ଖବର ଆସିନାହିଁ। କଟକ ସିଡିଏମ୍‌ଓ ଏନେଇ ଆମକୁ କିଛି ଅବଗତ କରିନାହାନ୍ତି। ନିଜର ଦୋଷ ଦୁର୍ବଳତା ଓ ଅପାରଗତାକୁ ଚପାଇବାକୁ ଏହା ଏକ ବାହାନା।” ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ୩୦ଟି ଜିଲ୍ଲାରେ କଂଗ୍ରେସ କର୍ମୀ ଓ ନେତା ପ୍ରତିବାଦ କିରଥିଲେ। ବଲାଙ୍ଗୀର, ଖୋର୍ଦ୍ଧା, ଅନୁଗୋଳ, ସମ୍ବଲପୁର, ପୁରୀ, କୋରାପୁଟ, କୁଚିଣ୍ଡା, କମାକ୍ଷାନଗର, କୋରାପୁଟ ଓ ଭୁବନେଶ୍ୱର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା କଂଗ୍ରେସ।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ରାଜ୍ୟରେ ୪୮୦୦ ଡାକ୍ତରଖାନା ଓ ୨୫୦୦ ଡାକ୍ତର ପଦବୀ ଖାଲି ପଡିଛି। ରାଜ୍ୟରେ ଥିବା ହସ୍ପିଟାଲରେ ନର୍ସ ନାହାନ୍ତି କି ପାରାମେଡିକାଲ ଷ୍ଟାଫ୍‌ ନାହାନ୍ତି। ଏ ସରକାର ଏବେ ବେମାରିଆ ହୋଇପଡିଛି। ସରକାର ଖାଲି ଶୋଇ ନାହାନ୍ତି ଏବେ ଆଇସିୟୁରେ ଅଛନ୍ତି। ସ୍ୱାସ୍ଥ୍ୟସେବା ଏବେ କୋମାରେ।”

ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି,“କଂଗ୍ରେସ ସବୁ ବେଳେ ଅଭିଯୋଗ କରେ। କଂଗ୍ରେସ ସେହି ଅଭିଯୋଗ ଅବସ୍ଥାରେ ରହିଛି। ସରକାର ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ସବୁଠୁ ବେଶୀ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟରେ ଥିବା ହସ୍ପିଟାଲର ଭିତ୍ତିଭୂମି ଉନ୍ନତି ପାଇଁ ବହୁବିଧ କାର୍ଯ୍ୟକ୍ରମ ଚାଲୁ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story