ସନାତନ ମହାକୁଡ଼ଙ୍କ ଦୁର୍ଗରେ ବୁଲିଲା ବୁଲ୍‌ଡୋଜର

କେନ୍ଦୁଝର: ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ କରିଥିବା ବେଆଇନ ଜବରଦଖଲର ଉଚ୍ଛେଦ ପ୍ରକ୍ରିୟା ଶୁକ୍ରବାର ଆରମ୍ଭ ହୋଇଛି। ଆଜି ସକାଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଲ୍‌ଡୋଜର ଲଗାଇ ଉଚ୍ଚବାଲିଠାରେ ଥିବା କିଛି ଅସ୍ଥାୟୀ ନିର୍ମାଣ ଭଙ୍ଗା ଯାଇଛି। ଏହାସହିତ ୫ ଏକର ପରିମିତି ପ୍ଲଟ୍‌ରେ ଗାଈଗୋରୁ ଓ ଛେଳିଙ୍କ ପାଇଁ ନିର୍ମାଣ କରାଯାଇଥିବା କିଛି ଅସ୍ଥାୟୀ ଘରକୁ ମଧ୍ୟ ଆଜି ଉଚ୍ଛେଦ କରାଯାଉଛି। ଏଥିପାଇଁ ୮ ଜଣ ମାଜିଷ୍ଟ୍ରେଟ୍‌ଙ୍କ ସମେତ ୨୫ ପ୍ଲାଟୁନ୍‌ରୁ ଅଧିକ ଫୋର୍ସ ମୁତୟନ […]

mahakuda

mahakuda

Rakesh Mallick
  • Published: Friday, 22 April 2016
  • Updated: 23 April 2016, 03:02 AM IST

Sports

Latest News

mahakudaକେନ୍ଦୁଝର: ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ କରିଥିବା ବେଆଇନ ଜବରଦଖଲର ଉଚ୍ଛେଦ ପ୍ରକ୍ରିୟା ଶୁକ୍ରବାର ଆରମ୍ଭ ହୋଇଛି। ଆଜି ସକାଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଲ୍‌ଡୋଜର ଲଗାଇ ଉଚ୍ଚବାଲିଠାରେ ଥିବା କିଛି ଅସ୍ଥାୟୀ ନିର୍ମାଣ ଭଙ୍ଗା ଯାଇଛି। ଏହାସହିତ ୫ ଏକର ପରିମିତି ପ୍ଲଟ୍‌ରେ ଗାଈଗୋରୁ ଓ ଛେଳିଙ୍କ ପାଇଁ ନିର୍ମାଣ କରାଯାଇଥିବା କିଛି ଅସ୍ଥାୟୀ ଘରକୁ ମଧ୍ୟ ଆଜି ଉଚ୍ଛେଦ କରାଯାଉଛି। ଏଥିପାଇଁ ୮ ଜଣ ମାଜିଷ୍ଟ୍ରେଟ୍‌ଙ୍କ ସମେତ ୨୫ ପ୍ଲାଟୁନ୍‌ରୁ ଅଧିକ ଫୋର୍ସ ମୁତୟନ କରାଯାଇଛି। ଜବରଦଖଲ ଉଚ୍ଛେଦ ସ୍ଥାନରେ ୫ଶହ ମିଟର ପରିଧି ମଧ୍ୟରେ ୧୪୪ ଧାରା ଜାରି କରାଯାଇଛି।

ସନାତନ ଓ ତାଙ୍କ ସମର୍ଥକଙ୍କ ଉପସ୍ଥିତିରେ ପେଚାରୀ ଭଙ୍ଗା ଯାଇଛି। ପ୍ରବଳ ଖରା ଯୋଗୁଁ ସକାଳୁ ଆରମ୍ଭ ହୋଇଥିବା ପାଚେରୀ ଭଙ୍ଗା କାର୍ଯ୍ୟକୁ ଦିନ ୧୧ଟାରେ ସ୍ଥଗିତ ରଖାଯାଇଥିଲା। ପରବର୍ତ୍ତି ସମୟରେ ଅପରାହ୍ନ ୩ଟାରୁ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଜି ଉଚ୍ଛେଦ ପ୍ରକ୍ରିୟାରେ ୪ଟି ମେସିନ ଲାଗିଥିଲା।

୫ ଏକର ଜମିରେ ଜବରଦଖଲ ଉଚ୍ଛେଦ ଲାଗି କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ତେବେ ଘର ଓ ଅଫିସ୍‌ ୧ ଏକର ୨୦ ଡିସିମିଲି ପରିମିତ ଭିନ୍ନ ଏକ ପ୍ଲଟ୍ ରହିଛି। ଏହା ଉପରେ ହାଇକୋର୍ଟଙ୍କ  ରହିତାଦେଶ ଥିବାରୁ  ଏଠାରୁ ଉଚ୍ଛେଦ କରାଯିବ ନାହିଁ। ସେହିପରି  ଏଠାରେ ନିର୍ମାଣ କରାଯାଇଥିବା  ମନ୍ଦିର  ନ ଭାଙ୍ଗିବାକୁ  ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ରହିଛି।

ସନାତନ ମହାକୁଡଙ୍କ ଘର ଓ ମନ୍ଦିର  ତୋଳିଥିବା ଜମି ଏସେଲ ମାଇନିଂ ଲିଜ୍‌ ଅଞ୍ଚଳରେ ଥିବାରୁ ଜବରଦଖଲ  ହଟାଇବାକୁ ବଡବିଲ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ। ତେବେ ସନାତନ ଏହାକୁ  ଚମ୍ପୁଆ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଚମ୍ପୁଆ କୋର୍ଟ ଜବରଦଖଲ ଉଚ୍ଛେଦ ନିର୍ଦ୍ଦେଶକୁ କାଏମ ରଖିବା ପରେ ସେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଏଠାରେ ଥିବା ମନ୍ଦିର  ଓ ଏହା ସଂଲଗ୍ନ କିଛି ନିର୍ମାଣକୁ ବାଦ୍ ଦେଇ ଅନ୍ୟସବୁ ଭାଙ୍ଗିଦେବାକୁ ସୁପ୍ରିମକୋର୍ଟ କହିଥିଲେ।

ଜିଲ୍ଳାପ୍ରଶାସନର ଟାଳଟୁଳ ନୀତି ଯୋଗୁଁ ଉଚ୍ଛେଦ ପ୍ରକ୍ରିୟା ହୋଇପାରି ନ ଥିଲା। ଏହାପରେ ହାଇକୋର୍ଟରେ ଦାଖଲ ଜନସ୍ୱାର୍ଥ ମାମଲାରେ ପକ୍ଷ ରଖି ମାସକ ମଧ୍ୟରେ ଜବରଦଖଲ ଉଚ୍ଛେଦ କରାଯିବ ବୋଲି  ଜିଲ୍ଳା ପ୍ରଶାସନ ଜଣାଇଥିଲା। ଏହା ଅନୁସାରେ ୨୨ ତାରିଖରେ ଜବରଦଖଲ ହଟାଇବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story