ଭଉଣୀମାନଙ୍କୁ ବାଲୁକା ଶିଳ୍ପୀଙ୍କ ଆହ୍ୱାନ: ରାଖୀଟିଏ ବାନ୍ଧ, ହେଲ୍‌ମେଟ୍‌ଟିଏ ଦିଅ

ଭୁବନେଶ୍ୱର: ରାକ୍ଷୀ ପୂର୍ଣ୍ଣିମା ଅବସରରେ ପୁରୀ ବେଳା ଭୂମିକରେ ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା କଳା କରିଛନ୍ତି। ଏଥିରେ ରାଖୀର ଚିତ୍ର ରହିଛି। ତା’ସହିତ ବାଲିରେ ସେ ଏକ ହେଲ୍‌ମେଟ୍ କରିଛନ୍ତି। ହେଲ୍‌ମେଟ୍‌ ହେଉଛି ତାଙ୍କର ଏ ବର୍ଷର ରାଖୀ ପାଇଁ ଥିମ୍। ଭାଇମାନଙ୍କ ସୁରକ୍ଷା ପାଇଁ ଭଉଣୀମାନେ ରାଖୀ ସହିତ ହେଲ୍‌ମେଟ୍‌ ଟିଏ ଭାଇମାନଙ୍କୁ ଉପହାର ଦେବା ପାଇଁ ସେ ଆହ୍ୱାନ କରିଛନ୍ତି। ଅନେକ ସମୟରେ ଦେଖାଯାଉଛି ଅନେକ ଯୁବକ ହେଲ୍‌ମେଟ୍ ନ […]

helmet

helmet

Rakesh Mallick
  • Published: Monday, 07 August 2017
  • Updated: 07 August 2017, 09:08 AM IST

Sports

Latest News

ଭୁବନେଶ୍ୱର: ରାକ୍ଷୀ ପୂର୍ଣ୍ଣିମା ଅବସରରେ ପୁରୀ ବେଳା ଭୂମିକରେ ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା କଳା କରିଛନ୍ତି। ଏଥିରେ ରାଖୀର ଚିତ୍ର ରହିଛି। ତା’ସହିତ ବାଲିରେ ସେ ଏକ ହେଲ୍‌ମେଟ୍ କରିଛନ୍ତି। ହେଲ୍‌ମେଟ୍‌ ହେଉଛି ତାଙ୍କର ଏ ବର୍ଷର ରାଖୀ ପାଇଁ ଥିମ୍। ଭାଇମାନଙ୍କ ସୁରକ୍ଷା ପାଇଁ ଭଉଣୀମାନେ ରାଖୀ ସହିତ ହେଲ୍‌ମେଟ୍‌ ଟିଏ ଭାଇମାନଙ୍କୁ ଉପହାର ଦେବା ପାଇଁ ସେ ଆହ୍ୱାନ କରିଛନ୍ତି।

ଅନେକ ସମୟରେ ଦେଖାଯାଉଛି ଅନେକ ଯୁବକ ହେଲ୍‌ମେଟ୍ ନ ପିନ୍ଧି ଗାଡ଼ି ଚଳାଉଛନ୍ତି। ସଡ଼କ ଦୁର୍ଘଟଣାରେ ଅନେକଙ୍କ ଜୀବନ ଯାଉଛି। ତେଣୁ ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁଦର୍ଶନ ପଟ୍ଟନାୟକ ଏଥର ରାଖୀରେ ତାଙ୍କ ବାଲୁକା କଳାରେ ଏଭଳି ଏକ ଥିମ୍ ରଖିଛନ୍ତି ଏବଂ ଭାଇମାନଙ୍କୁ ରାଖୀ ବାନ୍ଧିବା ସହ ହେଲ୍‌ମେଟ୍‌ ଟିଏ ଉପହାର ଭାବେ ଦେବାକୁ ସେ ଆହ୍ୱାନ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos