ସଞ୍ଜୟ ଓ ତାଙ୍କ ପରିବାର ନାଁରେ ଅଛି ୧୨ଟି କଂପାନୀ: ବିଜେପି

ଭୁବନେଶ୍ୱର: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା ଓ ତାଙ୍କ ପରିବାର ଲୋକଙ୍କ ନାଁରେ ୫ଟି ନୁହେଁ ବରଂ ୧୨ଟି କଂପାନୀ ରହିଛି ବୋଲି ଆଜି ବିଜେପି ନୂଆ ଅଭିଯୋଗ କରିଛି। ବିଜେପି ରାଜ୍ୟ ଉପ-ସଭାପତି ସମୀର ମହାନ୍ତି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ,“ଭୁବନେଶ୍ୱରର ଖାରବେଳନଗର ସ୍ଥିତ ପ୍ଲଟ ନମ୍ବର ଏଲ୍ ୩/୨, କୋଳଥିଆର ଏଚ୍‌ଆଇଜି-୨/ ୩୧୮ ଓ ଚନ୍ଦ୍ରଶେଖରପୁରର ଇଡ୍‌କୋ ପ୍ଳଟ୍ ନମ୍ବର ୭/୭ ଠିକଣାରେ ସଞ୍ଜୟ ଦାସବର୍ମା ଓ ତାଙ୍କ ପରିବାର […]

samir-mohanty

samir-mohanty

Rakesh Mallick
  • Published: Saturday, 23 April 2016
  • Updated: 23 April 2016, 04:18 PM IST

Sports

Latest News

[caption id="attachment_80357" align="alignleft" width="300"]samir-mohanty ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି[/caption]

ଭୁବନେଶ୍ୱର: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା ଓ ତାଙ୍କ ପରିବାର ଲୋକଙ୍କ ନାଁରେ ୫ଟି ନୁହେଁ ବରଂ ୧୨ଟି କଂପାନୀ ରହିଛି ବୋଲି ଆଜି ବିଜେପି ନୂଆ ଅଭିଯୋଗ କରିଛି।

ବିଜେପି ରାଜ୍ୟ ଉପ-ସଭାପତି ସମୀର ମହାନ୍ତି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ,“ଭୁବନେଶ୍ୱରର ଖାରବେଳନଗର ସ୍ଥିତ ପ୍ଲଟ ନମ୍ବର ଏଲ୍ ୩/୨, କୋଳଥିଆର ଏଚ୍‌ଆଇଜି-୨/ ୩୧୮ ଓ ଚନ୍ଦ୍ରଶେଖରପୁରର ଇଡ୍‌କୋ ପ୍ଳଟ୍ ନମ୍ବର ୭/୭ ଠିକଣାରେ ସଞ୍ଜୟ ଦାସବର୍ମା ଓ ତାଙ୍କ ପରିବାର ନାଁରେ ୧୨ଟି ସଂସ୍ଥା କାର୍ଯ୍ୟ କରୁଛି। ଏହି ସବୁ ସ୍ଥାନଗୁଡ଼ିକ ସଞ୍ଜୟ ଓ ତାଙ୍କ ପରିବାର ଲୋକଙ୍କ ବାସସ୍ଥାନ ଓ ବ୍ୟବସାୟିକ ପ୍ଲଟ୍। ସଞ୍ଜୟ ଓ ତାଙ୍କ ପରିବାରର ଏହି ୧୨ଟି କଂପାନୀର ନାଁ ହେଉଛି- ମା’ ବାଇଲକ୍ଷ୍ମୀ ଗ୍ରାନାଇଟ୍‌ସ ପ୍ରାଇଭେଟ୍ ଲିମିଟେଡ୍, ଏସ୍‌ଜେପିଡି ହୋଟେଲ୍ସ ପ୍ରାଇଭେଟ୍ ଲିମିଟେଡ୍, ଏମ୍‌ଏଜେଡି ରିୟଲ ଇନ୍‌ଫ୍ରା ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍, ଟିମ୍ ମିଡିଆ ଆଣ୍ଡ୍ ହସ୍‌ପିଟାଲିଟି ପ୍ରାଇଭେଟ୍ ଲିମିଟେଡ୍, ଟିମ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍, ‘ସର୍ବସାଧାରଣ’ ଦୈନିକ ଖବର କାଗଜ, ‘ଶିଶିର’ ମାସିକ ପତ୍ରିକା, ନୀଳାଚଳ ମାଇନିଂ ପ୍ରାଇଭେଟ୍ ଲିମିଟେଡ୍, ନୀଳାଚଳ ଗ୍ରାନାଇଟ୍‌ସ ପ୍ରାଇଭେଟ୍ ଲିମିଟେଡ୍, ଟେକ୍ନୋ ସାଇ ଇନ୍‌ଫ୍ରା ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍, ନୀଳାଚଳ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍ ଓ ନୈନା ମାଇନିଂ ପ୍ରାଇଭେଟ୍ ଲିମିଟେଡ୍। ଏହି କଂପାନୀଗୁଡ଼ିକ ତାଙ୍କର ନୁହେଁ ବୋଲି ସଞ୍ଜୟ ଅସ୍ୱୀକାର କରିବେ କି?”

ସେ ଆହୁରି ମଧ୍ୟ କହିଥିଲେ,“୨୦୦୩ ମସିହାରେ ସଞ୍ଜୟ ସିଟି ଫାଇନାନ୍ସରୁ ୧୩,୦୦୦ ଟଙ୍କା ଋଣ ଆଣି ଏକ ମୋଟରସାଇକେଲ୍ କିଣିଥିଲେ। ୨୦୦୪ ନିର୍ବାଚନରେ ସେ ଦାଖଲ କରିଥିବା ସତ୍ୟପାଠରେ ଏହା ଉଲ୍ଲେଖ କରିଛନ୍ତି। ତେବେ ଏଇ କିଛି ବର୍ଷ ମଧ୍ୟରେ ସେ କିପରି କୋଟି କୋଟି ଟଙ୍କା ଓ ଏତେଗୁଡ଼ିଏ କଂପାନୀର ମାଲିକ ହେଲେ ତାହା ସଞ୍ଜୟ କହିବେ କି?”

ସମୀର ମହାନ୍ତି କହିଥିଲେ,“ସଞ୍ଜୟଙ୍କର ଟିମ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ଓ ଟିମ୍ ମିଡିଆ ଆଣ୍ଡ୍ ହସ୍‌ପିଟାଲିଟି ପ୍ରାଇଭେଟ୍ ଲିମିଟେଡ୍ ନାମକୁ ଦୁଇଟି କଂପାନୀ ରହିଛି। ଏ ଦୁଇଟି କଂପାନୀ ଅଭିନ୍ନ ନା ଭିନ୍ନ ତାହା ସଞ୍ଜୟ କହିବେ କି?”

ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି,“ସଞ୍ଜୟଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତା’ର ସିବିଆଇ ତଦନ୍ତ ଚାଲିଛି। ତଦନ୍ତକୁ ସୁରୁଖୁରୁରେ ଚାଲିବାକୁ ଦିଆଯାଉ। ତଦନ୍ତ ସମୟରେ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ବିରୋଧରେ ଏଭଳି ଅଭଯୋଗ ଆଣିବା ଠିକ୍ ନୁହେଁ। ଏହି ସବୁ ଅଭିଯୋଗର କିଛି ପ୍ରମାଣ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story