ସଂସଦର ଶୀତ ଅଧିବେଶନରେ ବିଜେଡି ଉଠାଇବ ମରୁଡ଼ି ପ୍ରସଙ୍ଗ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର ସଂସଦୀୟ ଦଳ ବୈଠକ ବସିଥିଲା। ଏଥିରେ ସଂସଦର ଶୀତ ଅଧିବେଶନ ଲାଗି ରଣକୌଶଳ ପ୍ରସ୍ତୁତ କରାଯାଇଥିଲା। ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମରୁଡ଼ି ସମେତ ଅନ୍ୟ ପ୍ରସଙ୍ଗ ସଂସଦରେ ଉଠାଯିବ। ଦଳୀୟ ସାଂସଦଙ୍କୁ ରାଜ୍ୟ ସମସ୍ୟା ସହ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ସାମିଲ ହେବାକୁ କୁହାଯାଇଛି। ଏଥିପାଇଁ ତାଙ୍କ ସହ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ସାଂସଦମାନଙ୍କୁ କହିଛନ୍ତି। ପୂର୍ବରୁ ସାଂସଦମାନେ ମୁଖ୍ୟତଃ ରାଜ୍ୟ ସମସ୍ୟା ଉପରେ ଗୁରୁତ୍ୱ ଦେଉଥିଲେ। ବିଜୁ ଜନତା ଦଳ […]

cm

cm

Rakesh Mallick
  • Published: Saturday, 21 November 2015
  • Updated: 22 November 2015, 03:05 AM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର ସଂସଦୀୟ ଦଳ ବୈଠକ ବସିଥିଲା। ଏଥିରେ ସଂସଦର ଶୀତ ଅଧିବେଶନ ଲାଗି ରଣକୌଶଳ ପ୍ରସ୍ତୁତ କରାଯାଇଥିଲା। ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମରୁଡ଼ି ସମେତ ଅନ୍ୟ ପ୍ରସଙ୍ଗ ସଂସଦରେ ଉଠାଯିବ। ଦଳୀୟ ସାଂସଦଙ୍କୁ ରାଜ୍ୟ ସମସ୍ୟା ସହ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ସାମିଲ ହେବାକୁ କୁହାଯାଇଛି। ଏଥିପାଇଁ ତାଙ୍କ ସହ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ସାଂସଦମାନଙ୍କୁ କହିଛନ୍ତି। ପୂର୍ବରୁ ସାଂସଦମାନେ ମୁଖ୍ୟତଃ ରାଜ୍ୟ ସମସ୍ୟା ଉପରେ ଗୁରୁତ୍ୱ ଦେଉଥିଲେ।

ବିଜୁ ଜନତା ଦଳ ଏକ ଧର୍ମନିରପେକ୍ଷ ଦଳ। ବିଜେଡି ସମସ୍ତ ପ୍ରକାର ଅସହିଷ୍ଣୁତାର ବିରୋଧୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯଦି ବିରୋଧୀ ଅସହିଷ୍ଣୁତାକୁ ନେଇ କିଛି ଇସ୍ୟୁ ଉଠାଇଲେ ତେବେ ଏଥିରେ ବିଜେଡି ସାମିଲ ହେବ ବୋଲି ଆଶା କରାଯାଉଛି। ନବୀନ ନିବାସରେ ବସିଥିବା ଏହି ବୈଠକରେ ୨୫ଜଣ ସାଂସଦ ଯୋଗ ଦେଇଥିଲେ। ଲୋକସଭାର ୧୯ ଓ ରାଜ୍ୟସଭାର ୬ ଜଣ ସଦସ୍ୟ ଏଥିରେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story