ସମ୍ପୂର୍ଣ୍ଣ ମଦମୁକ୍ତ ରାଜ୍ୟ ଦାବିରେ ମହିଳା କଂଗ୍ରେସର ବିକ୍ଷୋଭ ବେଳେ ପୋଲିସ ସହ ଧସ୍ତାଧସ୍ତି

ଭୁବନେଶ୍ୱର: ରାଜ୍ୟରେ ମଦ ବନ୍ଦ ଆନ୍ଦୋଳନ ଜୋର ଧରିଛି। ଆଜି ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ଶୋଭାଯାତ୍ରା ଓ ପ୍ରତିବାଦ ସଭା କରାଯାଇ ୯ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ସେପଟେ ବିଜେପି ମଧ୍ୟ ମଦ ବନ୍ଦ ପାଇଁ ଦାବି କରିଛି। ମଦ ହଟାଅ-ଓଡ଼ିଶା ବଞ୍ଚାଅ ଡାକରା ଦେଇ ମହିଳା କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ଆନ୍ଦୋଳନରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ସମାବେଶ ବେଳେ ମହିଳା କଂଗ୍ରେସ କର୍ମୀଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଥିଲା। ଦଳ […]

cog rali

cog rali

Rakesh Mallick
  • Published: Tuesday, 08 December 2015
  • Updated: 08 December 2015, 04:38 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ମଦ ବନ୍ଦ ଆନ୍ଦୋଳନ ଜୋର ଧରିଛି। ଆଜି ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ଶୋଭାଯାତ୍ରା ଓ ପ୍ରତିବାଦ ସଭା କରାଯାଇ ୯ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ସେପଟେ ବିଜେପି ମଧ୍ୟ ମଦ ବନ୍ଦ ପାଇଁ ଦାବି କରିଛି। ମଦ ହଟାଅ-ଓଡ଼ିଶା ବଞ୍ଚାଅ ଡାକରା ଦେଇ ମହିଳା କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ଆନ୍ଦୋଳନରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ସମାବେଶ ବେଳେ ମହିଳା କଂଗ୍ରେସ କର୍ମୀଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଥିଲା।

ଦଳ ପକ୍ଷରୁ ଦାବି କରାଯାଇଛି ସମସ୍ତ ଦେଶୀ ମଦଭାଟିରେ ମଦ ପ୍ରସ୍ତୁତି ଓ ବିକ୍ରୟ ସମ୍ପୂର୍ଣ୍ଣ ନିଷିଦ୍ଧ ପାଇଁ ବିଧାନସଭାରେ ସରକାର ପ୍ରସ୍ତାବ ଗୃହିତ କରନ୍ତୁ। ବିଦେଶୀ ମଦ ଦୋକାନ ଗୁଡିକୁ ଏକ ବର୍ଷ ମଧ୍ୟରେ ପର୍ଯ୍ୟାୟ କ୍ରମେ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଉ। ନୂଆ ମଦ ଦୋକାନ ପାଇଁ ଲାଇସେନ୍ସ ପ୍ରଦାନ କରା ନ ଯାଉ। ସେପଟେ ବିଜେଡି ବିଧାୟିକା ରାଶେଶ୍ୱରୀ ପାଣିଗ୍ରାହୀ ମଦ ବନ୍ଦ ସମ୍ପର୍କରେ ଚିନ୍ତା କରିବା ଦରକାର କହିଥିବା ବେଳେ ବିଜେପି ବି ମଦ ବିକ୍ରି ବନ୍ଦ କରିବାକୁ ଦାବି କରିଛି।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ରାଜ୍ୟରେ ଅବାଧରେ ମଦ ପ୍ରସାର ଚାଲିଛି। ପ୍ରତି ପଞ୍ଚାୟତରେ ମଦ ଦୋକାନ ଖୋଲିବାକୁ ସରକାର ଚାହୁଁଛନ୍ତି। ଛୋଟ ଛକଠାରୁ ଆରମ୍ଭ କରି ଗାଁ ଗଣ୍ଡାରେ ଦୋକାନ ଖୋଲାଯାଉଛି। ପିଲାମାନେ ମଦ ପିଇ ବିପଥଗାମୀ ହେଉଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଲୋକେ ରୋଗାକ୍ରାନ୍ତ ହୋଇ ଖର୍ଚ୍ଚାନ୍ତ ହେଉଛନ୍ତି। ରାଜ୍ୟ ସରକାର ଯାହା ରାଜସ୍ୱ ପାଉଛନ୍ତି ତାହା ଏହି କ୍ଷତିଠାରୁ ବଡ ନୁହେଁ। ଓଡ଼ିଶା ସରକାରଙ୍କ ମଦ ପ୍ରସାର ନୀତିରେ ରୋକ ଲଗାଇବାକୁ ମହିଳା କଂଗ୍ରେସ ପକ୍ଷରୁ ଏହି ଆନ୍ଦୋଳନା ଆରମ୍ଭ କରାଯାଇଛି। ଆଗାମୀ ଦିନରେ ଏହାକୁ ପ୍ରତି ଗାଁକୁ ପ୍ରସାରିତ କରାଯିବ।

ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା କହିଛନ୍ତି, ପର୍ଯ୍ୟାୟ କ୍ରମେ ରାଜ୍ୟରେ ମଦ ଦୋକାନ ବନ୍ଦ କରାଯାଉ। ଏଥିପାଇଁ ସରକାରଙ୍କ ଆନ୍ତରିକତା ରହିବା ଦରକାର। ବିହାର ପ୍ରଥମେ ମଦମୁକ୍ତି ଲାଗି ଘୋଷଣା କରିଥିଲା। ପରବର୍ତ୍ତୀ ସମୟରେ ପ୍ରଥମେ ଦେଶୀ ମଦ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହି ଧାରାରେ ରାଜ୍ୟ ସରକାର ମଦ ବିକ୍ରି ଉପରେ ରୋକ ଲଗାଇବା ଦରକାର।

ବିଜେଡି ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ କହିଛନ୍ତି, ମଦସହ ଲୋକେ ଅଭ୍ୟସ୍ତ ହୋଇଗଲେଣି। ମଦମୁକ୍ତ କରିଦେଲେ ଏହା ବ୍ଲାକରେ ବିକ୍ରି ହେବ। ଏହାକୁ ଧ୍ୟାନରେ ରଖି ସରକାର ଆଇନ ପ୍ରଣୟନ କରିବା ଦରକାର ଯେପରି ସମାଜ ପ୍ରକୃତରେ ମଦମୁକ୍ତ ହୋଇପାରିବ।

ବିଜେପି ବିଧାୟିକା ରାଧାରାଣୀ ପଣ୍ଡା କହିଛନ୍ତି, ରାଜ୍ୟ ସରକାର ମଦରୁ ମାତ୍ର ୫ ପ୍ରତିଶତ ରାଜସ୍ୱ ପାଉଛନ୍ତି। ହେଲେ ରାଜ୍ୟର ଅର୍ଦ୍ଧାଧିକ ମହିଳାଙ୍କ ଉପରେ ଏହାର ପ୍ରଭାବ ପଡୁଛି। ମହିଳାମାନେ ନିର୍ଯାତନାର ଶିକାର ହେଉଛନ୍ତି। ରାଜ୍ୟ ସରକାର ଗୁରୁତର ସହ ଏହାକୁ ବିଚାର କରିବା ଉଚିତ।

ଅବକାରୀ ମନ୍ତ୍ରୀ ଦମୋଦର ରାଉତ କହିଛନ୍ତି, ସମ୍ପୂର୍ଣ୍ଣ ମଦ ନିବାରଣ ବାସ୍ତବଧର୍ମୀ ପଦକ୍ଷେପ ନୁହେଁ। ସରକାର କିପରି ମଦ ଉପରେ ନିୟନ୍ତ୍ରଣ କରିବେ ସେଥିପାଇଁ ଆମେ ପଦକ୍ଷେପ ନେଉଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story