ସରକାରଙ୍କ ଆଳୁ ମିଶନକୁ ଝଟକା: କୋରାପୁଟରେ ଶୀତଳଭଣ୍ଡାର ନାହିଁ, ଟ୍ରକ ଟ୍ରକ ଆଳୁ ଚାଲି ଯାଉଛି ଅନ୍ୟ ରାଜ୍ୟକୁ

ଭୁବନେଶ୍ୱର: ସରକାରଙ୍କ ଆଳୁ ମିଶନକୁ ଝଟକା ଲାଗିଛି। ୨୦୧୫ ସୁଦ୍ଧା କୋରାପୁଟ ଜିଲ୍ଲାରୁ ୫ଲକ୍ଷ ଟନ ଆଳୁ ଉତ୍ପାଦନ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ରାଜ୍ୟ ସରକାର। ହେଲେ କୋରାପୁଟର ଆଳୁ ଚାଷୀଙ୍କ ପାଇଁ ଏବେ ସମସ୍ୟା ପାଲଟିଛି ଶୀତଳ ଭଣ୍ଡାର। ଆଳୁ ରଖିବାର ବ୍ୟବସ୍ଥା ନ ଥିବାରୁ ବେଶ୍ କମ ଦାମରେ ବାହାର ରାଜ୍ୟର ବେପାରୀଙ୍କୁ ଚାଷୀ ଆଳୁ ବିକ୍ରି କରି ଦେଉଛନ୍ତି । ଯାହାକୁ ନେଇ ଏବେ କୋରାପୁଟରେ ଚିନ୍ତାରେ ପଡିଛନ୍ତି ଆଳୁ ଚାଷୀ। […]

alu

alu

Rakesh Mallick
  • Published: Thursday, 12 November 2015
  • Updated: 12 November 2015, 03:59 PM IST

Sports

Latest News

ଭୁବନେଶ୍ୱର: ସରକାରଙ୍କ ଆଳୁ ମିଶନକୁ ଝଟକା ଲାଗିଛି। ୨୦୧୫ ସୁଦ୍ଧା କୋରାପୁଟ ଜିଲ୍ଲାରୁ ୫ଲକ୍ଷ ଟନ ଆଳୁ ଉତ୍ପାଦନ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ରାଜ୍ୟ ସରକାର। ହେଲେ କୋରାପୁଟର ଆଳୁ ଚାଷୀଙ୍କ ପାଇଁ ଏବେ ସମସ୍ୟା ପାଲଟିଛି ଶୀତଳ ଭଣ୍ଡାର। ଆଳୁ ରଖିବାର ବ୍ୟବସ୍ଥା ନ ଥିବାରୁ ବେଶ୍ କମ ଦାମରେ ବାହାର ରାଜ୍ୟର ବେପାରୀଙ୍କୁ ଚାଷୀ ଆଳୁ ବିକ୍ରି କରି ଦେଉଛନ୍ତି । ଯାହାକୁ ନେଇ ଏବେ କୋରାପୁଟରେ ଚିନ୍ତାରେ ପଡିଛନ୍ତି ଆଳୁ ଚାଷୀ।

କୋରାପୁଟ ଜିଲ୍ଲାରେ ଏକର ଏକର ଜମିରେ ଆଳୁ ଚାଷ ହୋଇଥିଲା। ଫସଲ ବି ଭଲ ହୋଇଛି। ହେଲେ ଆଳୁର ଉଚିତ୍ ଦାମ ଚାଷୀଙ୍କୁ ମିଳୁନାହିଁ । ଆଳୁ ସଂରକ୍ଷିତ କରି ରଖିବାକୁ କୋରାପୁଟ ଜିଲ୍ଲାରେ ଗୋଟିଏ ବି ଶୀତଳ ଭଣ୍ଡାର ନାହିଁ। ଫଳରେ ବାଧ୍ୟ ହୋଇ ଜିଲ୍ଲାର ଚାଷୀ କମ ଦାମରେ ଆଳୁ ବାହାର ରାଜ୍ୟର ବେପାରୀଙ୍କୁ ବିକ୍ରି କରି ଦେଉଛନ୍ତି । ରାଜ୍ୟବାସୀ ବର୍ଷକୁ ୪ରୁ ୫ ମାସ ଆଳୁ କେଜିପ୍ରତି ୪୦ ଟଙ୍କା ଅଧିକ ଦେଇ କିଣୁଥିବା ବେଳେ ସଂରକ୍ଷଣ ଅଭାବରୁ କୋରାପୁଟରୁ ଟ୍ରକ ଟ୍ରକ ଆଳୁ ବିହାର, ପଶ୍ଚିମବଙ୍ଗ, ପଞ୍ଜାବ ଓ ଉତ୍ତରପ୍ରଦେଶକୁ ଚାଲିଯାଉଛି।

୨୦୧୪ ସେପ୍ଟେମ୍ବରରେ ରାଜ୍ୟ ସରକାର କୋରାପୁଟରେ ଆଳୁ ଚାଷ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଥିଲେ । ଡିସେମ୍ୱର ସୁଦ୍ଧା ଜିଲ୍ଲାରୁ ୫ ଲକ୍ଷ ଟନ୍ ଆଳୁ ଉତ୍ପାଦନର ଲକ୍ଷ୍ୟ ବି ରଖାଯାଇଥିଲା। ଏହାସହ ଶୀତଳ ଭଣ୍ଡାର ନିର୍ମାଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ହେଲେ ଶୀତଳ ଭଣ୍ଡାର ଯୋଜନା କେବଳ କାଗଜ କଲମରେ ହିଁ ରହିଯାଇଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story