ସର୍ଦ୍ଦାର ରାଜାସ୍ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର ପ୍ରସଙ୍ଗ: ୨୪ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟା ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: କଳାହାଣ୍ଡି ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ୍ ଛାତ୍ରଛାତ୍ରୀଙ୍କ ଆଡମିଶନ୍ ପ୍ରକ୍ରିୟା ଆସନ୍ତା ୨୪ ତାରିଖ ମଧ୍ୟରେ ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏମସିଆଇ ପକ୍ଷରୁ ଆଡମିଶନ୍ ପ୍ରକ୍ରିୟା ସମ୍ପର୍କିତ ଦାଖଲ କରାଯାଇଥିବା ପ୍ରସ୍ତାବ ଆଧାରରେ ଏହା କରିବାକୁ କୋର୍ଟ କହିଛନ୍ତି। ଆଡମିଶନ୍ ସରିବା ପରେ ଷ୍ଟାଟସ୍ ରିପୋର୍ଟ ଦାଖଲ ଲାଗି କୋର୍ଟ କହିଛନ୍ତି। ସର୍ଦ୍ଦାର ରାଜାସ୍ ୧୨୪ଜଣ ଛାତ୍ରଛାତ୍ରୀଙ୍କୁ ବୁର୍ଲା ଭିଏସ୍ଏସ୍, ବ୍ରହ୍ମପୁର ଏମକେସିଜି ଓ ୩ଟି ଘରୋଇ ମେଡିକାଲ କଲେଜରେ ଥଇଥାନ କରିବାକୁ ଏମସିଆଇ […]

sardarraja

sardarraja

Rakesh Mallick
  • Published: Wednesday, 09 December 2015
  • Updated: 09 December 2015, 05:45 PM IST

Sports

Latest News

କଟକ: କଳାହାଣ୍ଡି ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ୍ ଛାତ୍ରଛାତ୍ରୀଙ୍କ ଆଡମିଶନ୍ ପ୍ରକ୍ରିୟା ଆସନ୍ତା ୨୪ ତାରିଖ ମଧ୍ୟରେ ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏମସିଆଇ ପକ୍ଷରୁ ଆଡମିଶନ୍ ପ୍ରକ୍ରିୟା ସମ୍ପର୍କିତ ଦାଖଲ କରାଯାଇଥିବା ପ୍ରସ୍ତାବ ଆଧାରରେ ଏହା କରିବାକୁ କୋର୍ଟ କହିଛନ୍ତି। ଆଡମିଶନ୍ ସରିବା ପରେ ଷ୍ଟାଟସ୍ ରିପୋର୍ଟ ଦାଖଲ ଲାଗି କୋର୍ଟ କହିଛନ୍ତି। ସର୍ଦ୍ଦାର ରାଜାସ୍ ୧୨୪ଜଣ ଛାତ୍ରଛାତ୍ରୀଙ୍କୁ ବୁର୍ଲା ଭିଏସ୍ଏସ୍, ବ୍ରହ୍ମପୁର ଏମକେସିଜି ଓ ୩ଟି ଘରୋଇ ମେଡିକାଲ କଲେଜରେ ଥଇଥାନ କରିବାକୁ ଏମସିଆଇ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ଭିତ୍ତିଭୂମି ଅଭାବକୁ ନେଇ ଏହି ମେଡିକାଲ କଲେଜଗୁଡ଼ିକର ଛାତ୍ରଛାତ୍ରୀ ସର୍ଦ୍ଦାର ରାଜା ପିଲାଙ୍କ ଆଡମିଶନକୁ ବିରୋଧ କରିଆସୁଛନ୍ତି। ଏ ନେଇ ସେମାନେ ଦୀର୍ଘ ଦିନ ହେଲା ଆନ୍ଦୋଳନ ମଧ୍ୟ ଚଳାଇଛନ୍ତି। ତେବେ ରୋଗୀସେବା ଓ ପାଠପଢାରେ ଧ୍ୟାନ ଦେବାକୁ କୋର୍ଟ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story