ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ପ୍ରସଙ୍ଗ: ହାଇକୋର୍ଟରେ ଆଜି ରିପୋର୍ଟ ଦେବେ ସରକାର

କଟକ: କଳାହାଣ୍ଡି ଜିଲ୍ଲା ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ପିଲାଙ୍କ ନାମଲେଖା ନେଇ ଆଜି ହାଇକୋର୍ଟରେ ରାଜ୍ୟ ସରକାର ରିପୋର୍ଟ ଦେବେ। କଲେଜର ୧୨୪ ଛାତ୍ରଛାତ୍ରୀଙ୍କ ପ୍ରୋଭିଜିନାଲ ଆଡମିଶନ୍ ଶେଷ ହୋଇସାରିଛି। ଆସନ୍ତା ୨୪ରୁ ୩୦ ତାରିଖ ମଧ୍ୟରେ ମନୋନୀତ କଲେଜରେ ଛାତ୍ରଛାତ୍ରୀମାନେ ରିପୋର୍ଟ କରିବେ। ଏ ନେଇ ଗତକାଲି ଡିଏମ୍ଇଟି କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ୧୨୪ ପିଲାଙ୍କ ମଧ୍ୟରୁ ୫୫ଜଣ ଏମକେସିଜି, ୫୪ ଜଣ ବୁର୍ଲା ଓ ତିନି ଘରୋଇ କଲେଜରେ ୫ ଜଣ ଲେଖାଏଁ […]

sardarraja

sardarraja

Rakesh Mallick
  • Published: Thursday, 24 December 2015
  • Updated: 24 December 2015, 04:06 AM IST

Sports

Latest News

କଟକ: କଳାହାଣ୍ଡି ଜିଲ୍ଲା ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ପିଲାଙ୍କ ନାମଲେଖା ନେଇ ଆଜି ହାଇକୋର୍ଟରେ ରାଜ୍ୟ ସରକାର ରିପୋର୍ଟ ଦେବେ। କଲେଜର ୧୨୪ ଛାତ୍ରଛାତ୍ରୀଙ୍କ ପ୍ରୋଭିଜିନାଲ ଆଡମିଶନ୍ ଶେଷ ହୋଇସାରିଛି। ଆସନ୍ତା ୨୪ରୁ ୩୦ ତାରିଖ ମଧ୍ୟରେ ମନୋନୀତ କଲେଜରେ ଛାତ୍ରଛାତ୍ରୀମାନେ ରିପୋର୍ଟ କରିବେ। ଏ ନେଇ ଗତକାଲି ଡିଏମ୍ଇଟି କର୍ତ୍ତୃପକ୍ଷ ସୂଚନା ଦେଇଥିଲେ।

୧୨୪ ପିଲାଙ୍କ ମଧ୍ୟରୁ ୫୫ଜଣ ଏମକେସିଜି, ୫୪ ଜଣ ବୁର୍ଲା ଓ ତିନି ଘରୋଇ କଲେଜରେ ୫ ଜଣ ଲେଖାଏଁ ଛାତ୍ରୀଛାତ୍ର ପ୍ରୋଭିଜନାଲ ଆଡମିଶନ୍ କରିଛନ୍ତି। ସର୍ଦ୍ଦାର ରାଜାସ୍ ମେଡିକାଲ୍ ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ଥଇଥାନ ନେଇ ପୂର୍ବରୁ ବହୁ ବିରୋଧାଭାଷ ଦେଖାଦେଇଥିଲା। ଏମିତି କି ଥଇଥାନ ବିରୋଧରେ ବ୍ରହ୍ମପୁର ଓ ବୁର୍ଲା ବଡ଼ ମେଡିକାଲ କଲେଜ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story