ସର୍ଜିକାଲ ଅପରେସନ ପରେ ରାଜ୍ୟରେ ହାଇଆଲର୍ଟ

ଭୁବନେଶ୍ୱର: ପିଓକେରେ ଭାରତର ସର୍ଜିକାଲ ଅପରେସନ ପରେ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି। ଭୁବନେଶ୍ୱର ବିମାନବନ୍ଦର, ହୀରାକୁଦ ଡ୍ୟାମ ସହ ବିଭିନ୍ନ ଡ୍ୟାମ, ବିଭିନ୍ନ ରେଳ ଷ୍ଟେସନ ଉପରେ ସତର୍କ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟ, ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିବା ପୋଲିସ ଡିଜି କେ.ବି. ସିଂ କହିଛନ୍ତି। ଏ ସବୁ ସ୍ଥାନରେ ଯାତାୟତ କରୁଥିବା ଲୋକଙ୍କ ଗତିବିଧି ଉପରେ ତୀକ୍ଷ୍ନ ନଜର ରଖାଯିବା ସହ ଯାନବାହନ ଯାଞ୍ଚ ଆରମ୍ଭ […]

BIJU-PATNAIK-AIRPORT

BIJU-PATNAIK-AIRPORT

Rakesh Mallick
  • Published: Friday, 30 September 2016
  • Updated: 30 September 2016, 01:43 PM IST

Sports

Latest News

ଭୁବନେଶ୍ୱର: ପିଓକେରେ ଭାରତର ସର୍ଜିକାଲ ଅପରେସନ ପରେ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି। ଭୁବନେଶ୍ୱର ବିମାନବନ୍ଦର, ହୀରାକୁଦ ଡ୍ୟାମ ସହ ବିଭିନ୍ନ ଡ୍ୟାମ, ବିଭିନ୍ନ ରେଳ ଷ୍ଟେସନ ଉପରେ ସତର୍କ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟ, ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିବା ପୋଲିସ ଡିଜି କେ.ବି. ସିଂ କହିଛନ୍ତି। ଏ ସବୁ ସ୍ଥାନରେ ଯାତାୟତ କରୁଥିବା ଲୋକଙ୍କ ଗତିବିଧି ଉପରେ ତୀକ୍ଷ୍ନ ନଜର ରଖାଯିବା ସହ ଯାନବାହନ ଯାଞ୍ଚ ଆରମ୍ଭ ହୋଇଯାଇଛି। କ୍ୟୁଆରଟି ଓ ଏସ୍‌ୟୁଟିକୁ ସତର୍କ ନଜର ରଖିବାକୁ କୁହାଯାଇଛି।

ଗୃହମନ୍ତ୍ରୀ ରାଜନାଥ ସିଂହ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପିଓକେ ଅପରେସନ ସମ୍ପର୍କରେ ଆଲୋଚନା କରିବା ପରେ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos