ଶାସନ ତନ୍ତ୍ର, ଲୋକ ପ୍ରତିନିଧିଙ୍କୁ ଶଙ୍କରାଚାର୍ଯ୍ୟଙ୍କ ସମାଲୋଚନ

ପୁରୀ: ବିମଳା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଶାସନ ତନ୍ତ୍ର ଓ ଲୋକ ପ୍ରତିନିଧିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶିକ୍ଷା ବ୍ୟବସ୍ଥାକୁ ନେଇ ଶଙ୍କରାଚାର୍ଯ୍ୟ ଆପତ୍ତି ଉଠାଇବା ସହ ଏହା ଲକ୍ଷ୍ୟଚ୍ୟୁତ ହୋଇଯାଇଥିବା କହିଛନ୍ତି। ଶାସନ ତନ୍ତ୍ର ଦିଶାହୀନ ହୋଇଯାଇଥିବା କହି ଲୋକ ପ୍ରତିନିଧିଙ୍କୁ ଶଙ୍କରାଚାର୍ଯ୍ୟ ସମାଲୋଚନା କରିଛନ୍ତି। ଶଙ୍କରାଚାର୍ଯ୍ୟ କହିଛନ୍ତି,“ଅର୍ଥ ଉପାର୍ଜନ ହିଁ ଶିକ୍ଷାର ମୂଳ ଲକ୍ଷ୍ୟ ହୋଇଥିବାରୁ ଧାର୍ମିକ ଭାବନା କ୍ଷୁର୍ଣ୍ଣ ହେଉଛି। ଏହାଦ୍ୱାରା ଦେଶର ବିକାଶ ନୁହେଁ ଅଧୋଗତି […]

sankaracharjya

sankaracharjya

Rakesh Mallick
  • Published: Thursday, 19 January 2017
  • Updated: 19 January 2017, 07:20 PM IST

Sports

Latest News

ପୁରୀ: ବିମଳା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଶାସନ ତନ୍ତ୍ର ଓ ଲୋକ ପ୍ରତିନିଧିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶିକ୍ଷା ବ୍ୟବସ୍ଥାକୁ ନେଇ ଶଙ୍କରାଚାର୍ଯ୍ୟ ଆପତ୍ତି ଉଠାଇବା ସହ ଏହା ଲକ୍ଷ୍ୟଚ୍ୟୁତ ହୋଇଯାଇଥିବା କହିଛନ୍ତି। ଶାସନ ତନ୍ତ୍ର ଦିଶାହୀନ ହୋଇଯାଇଥିବା କହି ଲୋକ ପ୍ରତିନିଧିଙ୍କୁ ଶଙ୍କରାଚାର୍ଯ୍ୟ ସମାଲୋଚନା କରିଛନ୍ତି।

ଶଙ୍କରାଚାର୍ଯ୍ୟ କହିଛନ୍ତି,“ଅର୍ଥ ଉପାର୍ଜନ ହିଁ ଶିକ୍ଷାର ମୂଳ ଲକ୍ଷ୍ୟ ହୋଇଥିବାରୁ ଧାର୍ମିକ ଭାବନା କ୍ଷୁର୍ଣ୍ଣ ହେଉଛି। ଏହାଦ୍ୱାରା ଦେଶର ବିକାଶ ନୁହେଁ ଅଧୋଗତି ହେଉଛି। ଧର୍ମ ସବୁବେଳେ ଶାସନ ତନ୍ତ୍ର ଉପରେ ରହିଥାଏ। ହେଲେ ଏଠାରେ ଶାସନତନ୍ତ୍ର ଧର୍ମ ଉପରେ ରହିଛି। ଶ୍ରୀମନ୍ଦିରକୁ ଶାସନ ତନ୍ତ୍ର ଚଳାଉଛି।”

ସେ କହିଛନ୍ତି,“ଭାରତର ଦିଶାହୀନତାର ମୁଖ୍ୟ କାରଣ ଇଂରେଜଙ୍କ କୁଟନୀତି। ଏହି କୁଟନୀତିକୁ ବୁଝି ଏହାକୁ ଅକାମି କରାଯିବା ଦରକାର। ହେଲେ ଦୁଃଖର କଥା ହେଲା ସ୍ୱତନ୍ତ୍ର ଭାରତ ଶିକ୍ଷା ପ୍ରଣାଳୀ ଆମର ନୁହେଁ। ସୁରକ୍ଷା ପ୍ରଣାଳୀ, କୃଷି ପ୍ରଣାଳୀ, ସେବା ଉଦ୍ୟୋଗ ପ୍ରକଳ୍ପ, ସମ୍ବିଧାନ ଆଧାର ସଂହିତା କିଛି ବି ଆମ ନିଜର ନୁହେଁ।”

ସେ ଆହୁରି କହିଛନ୍ତି,“ବୌଦ୍ଧ, ଶିଖ, ଜୈନଙ୍କ ଆଧ୍ୟତ୍ମିକ ସଂସ୍ଥା ଶାସନ ତନ୍ତ୍ରର ହସ୍ତକ୍ଷେପରୁ ବାହାରେ ରହିଛି। ଯଦି ସେମାନେ ମୁକ୍ତ ଅଛନ୍ତି ଏଠାରେ ଜଗନ୍ନାଥ ମନ୍ଦିର ଓ ମଠ ମନ୍ଦିର ଶାସନ ତନ୍ତ୍ର ମଧ୍ୟରେ କାହିଁକି ଫସିଛି?”

ଉତ୍ସବରେ ଉପସ୍ଥିତ ମନ୍ତ୍ରୀ ଅରୁଣ ସାହୁଙ୍କୁ ଶଙ୍କରାଚାର୍ଯ୍ୟ କଟାକ୍ଷ କରିଥିଲେ। ଶଙ୍କରାଚାର୍ଯ୍ୟଙ୍କ ଉଦ୍‌ବୋଧନ ବେଳେ ମନ୍ତ୍ରୀ ମୋବାଇଲ ଦେଖୁଥିବାରୁ ସେ ତାଙ୍କୁ କଟାକ୍ଷ କରି ମୋବାଇଲ ନ ଦେଖି ମୋ କଥା ଶୁଣିବା ଦରକାର ବୋଲି କହିଥିଲେ। ଏହାସହ ଶଙ୍କରାଚାର୍ଯ୍ୟ କହିଥିଲେ,“ଦର୍ଶନ ଶାସ୍ତ୍ର ଜ୍ଞାନରେ ଆପଣ (ଅରୁଣ ସାହୁ) ଧୂରନ୍ଦର। ଦର୍ଶନ ଶାସ୍ତ୍ର ଜ୍ଞାନକୁ ଶାସନ ତନ୍ତ୍ରରେ ଲଗାଇବା ଦରକାର। ଖାଲି ଭାଷଣ ନ ଦେଇ ତାକୁ କାମରେ ଲଗାଇବା ଦରକାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story