ଉତ୍‌କ୍ଷେପଣ ହେଲା ଜିସାଟ୍-୧୭: ସର୍ଚ୍ଚ ଅପରେସନ ବେଳେ ହେବ ସହାୟକ

ନୂଆଦିଲ୍ଲୀ: ଇସ୍ରୋ ପକ୍ଷରୁ ଆଜି ଜିସାଟ୍-୧୭ର ଉତକ୍ଷେପଣ କରାଯାଇଛି।  ଭାରତୀୟ ସମୟ ରାତି ୨ଟା ୨୯ ମିନିଟରେ ଏହାର ଉତ୍‌କ୍ଷେପଣ କରାଯାଇଅଛି। ଫେଞ୍ଚ ଗୁଏନାର ଗୁଏନା ସ୍ପେଶ୍‌ ସେଣ୍ଟରରୁ କରାଯାଇଛି ଏହି ଉତ୍‌କ୍ଷେପଣ।  ଏହି ଜିସାଟ୍‌-୧୭ର ଓଜନ ୩ହଜାର ୪୭୭କିଲୋଗ୍ରାମ।  ଜିଓ ଷ୍ଟେସନାରୀ ଅରବିଟରେ ଏହା ପରିକ୍ରମା କରିବ।  ପାଣିପାଗ ସହ ସର୍ଚ୍ଚ ଅପରେସନ କ୍ଷେତ୍ରରେ ଏହି ସାଟେଲାଇଟ୍ ତଥ୍ୟ ଯୋଗାଇ ଦେବ। ଏହାର କାର୍ଯ୍ୟ କରିବାର କ୍ଷମତା ରହିଛି ୧୫ ବର୍ଷ। ଏକ ମାସ ମଧ୍ୟରେ […]

GSAT 17

GSAT 17

Rakesh Mallick
  • Published: Thursday, 29 June 2017
  • Updated: 29 June 2017, 08:05 AM IST

Sports

Latest News

ନୂଆଦିଲ୍ଲୀ: ଇସ୍ରୋ ପକ୍ଷରୁ ଆଜି ଜିସାଟ୍-୧୭ର ଉତକ୍ଷେପଣ କରାଯାଇଛି।  ଭାରତୀୟ ସମୟ ରାତି ୨ଟା ୨୯ ମିନିଟରେ ଏହାର ଉତ୍‌କ୍ଷେପଣ କରାଯାଇଅଛି। ଫେଞ୍ଚ ଗୁଏନାର ଗୁଏନା ସ୍ପେଶ୍‌ ସେଣ୍ଟରରୁ କରାଯାଇଛି ଏହି ଉତ୍‌କ୍ଷେପଣ।  ଏହି ଜିସାଟ୍‌-୧୭ର ଓଜନ ୩ହଜାର ୪୭୭କିଲୋଗ୍ରାମ।  ଜିଓ ଷ୍ଟେସନାରୀ ଅରବିଟରେ ଏହା ପରିକ୍ରମା କରିବ।  ପାଣିପାଗ ସହ ସର୍ଚ୍ଚ ଅପରେସନ କ୍ଷେତ୍ରରେ ଏହି ସାଟେଲାଇଟ୍ ତଥ୍ୟ ଯୋଗାଇ ଦେବ।

ଏହାର କାର୍ଯ୍ୟ କରିବାର କ୍ଷମତା ରହିଛି ୧୫ ବର୍ଷ।

ଏକ ମାସ ମଧ୍ୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଏହା ହେଉଛି ତୃତୀୟ ସାଟେଲାଇଟ ପ୍ରେରଣ।  ଏହାପୂର୍ବରୁ ପିଏସ୍‌ଏଲଭି-ସି-୩୮ ଓ ଜିଏସଏଲଭି ମାର୍କ-ଥ୍ରୀର ସଫଳ ପ୍ରେରଣ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story