ସାରେଗାମାପାରୁ ଓହରିଲେ ସତ୍ୟଜିତ୍‌ ଜେନା

ଭୁବନେଶ୍ୱର:  ଜୀ ଟିଭି ସାରେଗାମାପା ଲିଟିଲ ଚାମ୍ପସ୍‌ ଶୋ’ରେ ନିଜର ସଙ୍ଗୀତ ଯାଦୁରେ ଝୁମାଉ ଥିବା ସତ୍ୟଜିତ ଶେଷରେ କାର୍ଯ୍ୟକ୍ରମରୁ ଅପ୍ରତ୍ୟାଶିତ ଭାବେ ଓହରିଯାଇଛନ୍ତି।  ଆଜି ତାଙ୍କ ବାପା ଏହି ଶୋ’ରେ ଉପସ୍ଥିତ ରହି ଏହି  ଘୋଷଣା କରିଛନ୍ତି। ଚଳିତ ସପ୍ତାହରେ ସତ୍ୟଜିତ ସର୍ବାଧିକ  ଭୋଟ ପାଇ ଦର୍ଶକଙ୍କ ପ୍ରଥମ ପସନ୍ଦ ସାଜିଥିଲେ।  ତାଙ୍କ ବାପା କହିଛନ୍ତି ଯେ, ସତ୍ୟଜିତଙ୍କ ଗଳାରେ ସମସ୍ୟା ଅଛି। ଶୋ’ର ବିଚାରକମାନେ ଗତ କିଛି ଶୋ’ରେ ଏଭଳି ସମସ୍ୟା ସମ୍ପର୍କରେ ତାଙ୍କୁ […]

satyajit-jena-sa-re-ga-ma-pa-1

satyajit-jena-sa-re-ga-ma-pa-1

Rakesh Mallick
  • Published: Saturday, 24 June 2017
  • Updated: 25 June 2017, 07:50 AM IST

Sports

Latest News

ଭୁବନେଶ୍ୱର:  ଜୀ ଟିଭି ସାରେଗାମାପା ଲିଟିଲ ଚାମ୍ପସ୍‌ ଶୋ’ରେ ନିଜର ସଙ୍ଗୀତ ଯାଦୁରେ ଝୁମାଉ ଥିବା ସତ୍ୟଜିତ ଶେଷରେ କାର୍ଯ୍ୟକ୍ରମରୁ ଅପ୍ରତ୍ୟାଶିତ ଭାବେ ଓହରିଯାଇଛନ୍ତି।  ଆଜି ତାଙ୍କ ବାପା ଏହି ଶୋ’ରେ ଉପସ୍ଥିତ ରହି ଏହି  ଘୋଷଣା କରିଛନ୍ତି। ଚଳିତ ସପ୍ତାହରେ ସତ୍ୟଜିତ ସର୍ବାଧିକ  ଭୋଟ ପାଇ ଦର୍ଶକଙ୍କ ପ୍ରଥମ ପସନ୍ଦ ସାଜିଥିଲେ।  ତାଙ୍କ ବାପା କହିଛନ୍ତି ଯେ, ସତ୍ୟଜିତଙ୍କ ଗଳାରେ ସମସ୍ୟା ଅଛି।

ଶୋ’ର ବିଚାରକମାନେ ଗତ କିଛି ଶୋ’ରେ ଏଭଳି ସମସ୍ୟା ସମ୍ପର୍କରେ ତାଙ୍କୁ ଅବଗତ କରିଥିଲେ।  ହାଇନୋଟ ପାଇଁ ସତ୍ୟଜିତଙ୍କ ସଙ୍ଗୀତ କ୍ୟାରିୟର ଉପରେ ପ୍ରଭାବ ପକାଇପାରେ ବୋଲି ବିଚାରକମାନେ କହିଥିଲେ। ତେଣୁ ସେ ଶୋ’ରୁ ଓହରି ଯିବାକୁ ତାଙ୍କ ବାପା ନିଷ୍ପତ୍ତି ନେଇଥିବା କହିଛନ୍ତି। ଏହି ନିଷ୍ପତ୍ତିକୁ ବିଚାରକମାନେ ପ୍ରଶଂସା କରିଛନ୍ତି। ଏହି ଘଟଣାଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଓଡ଼ିଶାରୁ ଅଂଶଗ୍ରହଣ କରିଥିବା ସତ୍ୟଜିତଙ୍କ ଘର ହେଉଛି କେନ୍ଦୁଝର ଜିଲ୍ଲା ଆନ୍ଦପୁର ଅଞ୍ଚଳର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story