ସୁଧହାର କମାଇଲା ଏସ୍‌ବିଆଇ

ନୂଆଦିଲ୍ଲୀ: ସୁଧହାର କମାଇଲା ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)। ୧ କୋଟି ଟଙ୍କାରୁ କମ୍‌ ଜମା ଉପରେ ବାର୍ଷିକ ୪ରୁ ୩.୫ ପ୍ରତିଶତକୁ ସୁଧହାର ଖସାଇ ଦିଆଯାଇଛି। ତେବେ ୧ କୋଟିରୁ ଅଧିକ ଜମା ଉପରେ ୪ ପ୍ରତିଶତ ସୁଧ ଧାର୍ଯ୍ୟ କରାଯାଇଛି । ସୋମବାର ଏସବିଆଇ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଦ୍ରାସ୍ପିତୀହାରରେ ହ୍ରାସ ଘଟିବା ଅର୍ଥାତ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଦୁର୍ବଳ ହେଉଥିବାରୁ ଏସବିଆଇ ପକ୍ଷରୁ ସୁଧହାରରେ ଏହି ସଂଶୋଧନ କରାଯାଇଛି। ଅନ୍ୟପକ୍ଷରେ […]

sbi -4

sbi -4

Rakesh Mallick
  • Published: Monday, 31 July 2017
  • Updated: 31 July 2017, 05:02 PM IST

Sports

Latest News

ନୂଆଦିଲ୍ଲୀ: ସୁଧହାର କମାଇଲା ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)। ୧ କୋଟି ଟଙ୍କାରୁ କମ୍‌ ଜମା ଉପରେ ବାର୍ଷିକ ୪ରୁ ୩.୫ ପ୍ରତିଶତକୁ ସୁଧହାର ଖସାଇ ଦିଆଯାଇଛି। ତେବେ ୧ କୋଟିରୁ ଅଧିକ ଜମା ଉପରେ ୪ ପ୍ରତିଶତ ସୁଧ ଧାର୍ଯ୍ୟ କରାଯାଇଛି । ସୋମବାର ଏସବିଆଇ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଦ୍ରାସ୍ପିତୀହାରରେ ହ୍ରାସ ଘଟିବା ଅର୍ଥାତ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଦୁର୍ବଳ ହେଉଥିବାରୁ ଏସବିଆଇ ପକ୍ଷରୁ ସୁଧହାରରେ ଏହି ସଂଶୋଧନ କରାଯାଇଛି।

ଅନ୍ୟପକ୍ଷରେ ଗ୍ରାହକଙ୍କୁ ଆକର୍ଷିତ ତଥା ୧ କୋଟି ଟଙ୍କାରୁ ଅଧିକ ଜମା ପାଇଁ ଏମିତି  ନିଷ୍ପତ୍ତି ନିଆଯାଇଛି। କାରଣ ୧ କୋଟି ଟଙ୍କାରୁ ଅଧିକ ଜମା କଲେ ଗ୍ରାହକ ୪ ପ୍ରତିଶତ ସୁଧ ପାଇବେ। ଏଥିରେ ବ୍ୟାଙ୍କକୁ ମଧ୍ୟ ଅଧିକ ଫାଇଦା ମିଳିବ। ଏବେ ଏସବିଆଇର ସେଭିଂ ଆକାଉଣ୍ଟକୁ ହିସାବକକୁ ନେଲେ ପ୍ରାୟ ୯୦ ପ୍ରତିଶତ ଖାତାରେ ୧ କୋଟି ଟଙ୍କାରୁ କମ୍‌ ଜମା ରହିଛି।  ତେବେ ବିମୁଦ୍ରାକରଣ ବେଳେ ୧.୫ ଲକ୍ଷ କୋଟି ଟଙ୍କା ଜମା ହୋଇଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story