କଟକ: ଏସସିବି ମେଡିକାଲରେ ଡେଙ୍ଗୁ ୱାର୍ଡରେ ରୋଗୀ ସଂଖ୍ୟା ୧୪କୁ ବୃଦ୍ଧି

କଟକ: ରାଜ୍ୟରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି କଟକ ଏସସିବି ଡେଙ୍ଗୁ ୱାର୍ଡରେ ଆଉ ୨ ଜଣ ରୋଗୀ ଭର୍ତ୍ତି ହେବା ପରେ ରୋଗୀସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ୧୪ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ମେଡିକାଲର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା  ଦେଇଛନ୍ତି। ଏସସିବି ଡେଙ୍ଗୁ ୱାର୍ଡରେ ବର୍ତ୍ତମାନ ୧୩ ଜଣ ରୋଗୀ ଅଛନ୍ତି। ଏହି ୧୪ ଜଣ ଡେଙ୍ଗୁରୋଗୀଙ୍କ ମଧ୍ୟରେ କେନ୍ଦୁଝରରେ ଜିଲ୍ଲାର ସର୍ବାଧିକ […]

scb

scb

Rakesh Mallick
  • Published: Wednesday, 06 July 2016
  • Updated: 06 July 2016, 03:43 PM IST

Sports

Latest News

କଟକ: ରାଜ୍ୟରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି କଟକ ଏସସିବି ଡେଙ୍ଗୁ ୱାର୍ଡରେ ଆଉ ୨ ଜଣ ରୋଗୀ ଭର୍ତ୍ତି ହେବା ପରେ ରୋଗୀସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ୧୪ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ମେଡିକାଲର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା  ଦେଇଛନ୍ତି। ଏସସିବି ଡେଙ୍ଗୁ ୱାର୍ଡରେ ବର୍ତ୍ତମାନ ୧୩ ଜଣ ରୋଗୀ ଅଛନ୍ତି।

ଏହି ୧୪ ଜଣ ଡେଙ୍ଗୁରୋଗୀଙ୍କ ମଧ୍ୟରେ କେନ୍ଦୁଝରରେ ଜିଲ୍ଲାର ସର୍ବାଧିକ ୬ଜଣ ଅଛନ୍ତି। ସେହିପରି ଭଦ୍ରକ ଓ କଟକରେ ୩ଜଣ ଲେଖାଏଁ ଥିବା ବେଳେ ଖୋର୍ଦ୍ଧା ଓ ଯାଜପୁରରେ ଜଣେ ଲେଖାଏଁ ରୋଗୀ ଅଛନ୍ତି।

ଅନ୍ୟପକ୍ଷରେ କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଡେଙ୍ଗୁରୋଗୀ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦କୁ ବୃଦ୍ଧି ପାଇଥିବା କେନ୍ଦୁଝର ସିଡିଏମଓ କବୀନ୍ଦ୍ର ପ୍ରସାଦ ସାହୁ ସୂଚନା ଦେଇଛନ୍ତି। ରକ୍ତ ନମୂନା ପରୀକ୍ଷା ପାଇଁ ଆଜି ଯୋଡ଼ାରୁ ଏକ ବିଶେଷଜ୍ଞ ଟିମ୍‌ ବଡବିଲ୍‌ ଯାଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story