କଟକ: ହଷ୍ଟେଲ୍ ଛାଡ଼ିଲେ ସବୁ ନର୍ସିଂ ଛାତ୍ରୀ

କଟକ: ଏସ୍‌ସିବି ନର୍ସିଂ ସ୍କୁଲ୍‌ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବି କରି ଆନ୍ଦୋଳନକୁ ଓହ୍ଲାଇଥିବା ଛାତ୍ରୀମାନେ ଆଜି ହଷ୍ଟେଲ୍ ଛାଡ଼ିଛନ୍ତି।  ଗତକାଲି ସାଇନ-ଏ-ଡାଏ ଘୋଷଣା ପରେ ଆଜି  ନର୍ସିଂ ଛାତ୍ରୀମାନେ ହଷ୍ଟେଲ୍ ଛାଡ଼ିଛନ୍ତି। ଛାତ୍ରୀମାନଙ୍କୁ ଆଜି ସକାଳ ସାଢ଼େ ସାତଟା ସୁଦ୍ଧା ହଷ୍ଟେଲ୍ ଛାଡ଼ିବାକୁ କୁହାଯାଇଥିଲା। କିନ୍ତୁ ସକାଳେ କିଛି ଛାତ୍ରୀ ହଷ୍ଟେଲ୍ ଛାଡ଼ିଥିଲେ ସୁଦ୍ଧା ଆଉ କିଛି ହଷ୍ଟେଲ୍ ଛାଡ଼ି ନ ଥିଲେ। ତେବେ ଅପରାହ୍ନ ପ୍ରାୟ ଗୋଟାଏ ବେଳକୁ ସମସ୍ତ ଛାତ୍ରୀ ହଷ୍ଟେଲ୍ ଛାଡ଼ିଥିଲେ। ଅନ୍ୟପକ୍ଷରେ […]

nursing-girls

nursing-girls

Rakesh Mallick
  • Published: Friday, 13 May 2016
  • Updated: 13 May 2016, 12:45 PM IST

Sports

Latest News

nursing-girlsକଟକ: ଏସ୍‌ସିବି ନର୍ସିଂ ସ୍କୁଲ୍‌ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବି କରି ଆନ୍ଦୋଳନକୁ ଓହ୍ଲାଇଥିବା ଛାତ୍ରୀମାନେ ଆଜି ହଷ୍ଟେଲ୍ ଛାଡ଼ିଛନ୍ତି।  ଗତକାଲି ସାଇନ-ଏ-ଡାଏ ଘୋଷଣା ପରେ ଆଜି  ନର୍ସିଂ ଛାତ୍ରୀମାନେ ହଷ୍ଟେଲ୍ ଛାଡ଼ିଛନ୍ତି। ଛାତ୍ରୀମାନଙ୍କୁ ଆଜି ସକାଳ ସାଢ଼େ ସାତଟା ସୁଦ୍ଧା ହଷ୍ଟେଲ୍ ଛାଡ଼ିବାକୁ କୁହାଯାଇଥିଲା। କିନ୍ତୁ ସକାଳେ କିଛି ଛାତ୍ରୀ ହଷ୍ଟେଲ୍ ଛାଡ଼ିଥିଲେ ସୁଦ୍ଧା ଆଉ କିଛି ହଷ୍ଟେଲ୍ ଛାଡ଼ି ନ ଥିଲେ। ତେବେ ଅପରାହ୍ନ ପ୍ରାୟ ଗୋଟାଏ ବେଳକୁ ସମସ୍ତ ଛାତ୍ରୀ ହଷ୍ଟେଲ୍ ଛାଡ଼ିଥିଲେ।

ଅନ୍ୟପକ୍ଷରେ ହଷ୍ଟେଲ ଛାଡ଼ିବା ବେଳେ ନର୍ସିଂ ଛାତ୍ରୀମାନେ କହିଥିଲେ ଯେ ନ୍ୟାୟ ପାଇବା ପର୍ଯ୍ୟନ୍ତ ସେମାନେ ଲଢ଼େଇ ଜାରି ରଖିବେ।

ଜଣେ ନର୍ସିଂ ଛାତ୍ରୀ କହିଥିଲେ,“ଆମେ ଅନ୍ୟାୟ ବିରୁଦ୍ଧରେ ଲଢ଼େଇ କରୁଥିଲୁ। ଆମକୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିଲା ନାହିଁ। ସରକାର ସାଇନ୍-ଏ-ଡାଏ ଭଳି ପଦକ୍ଷେପ ନେଲେ। ଆମେ ସରକାରଙ୍କ ପଦକ୍ଷେପକୁ ସମ୍ମାନ ଜଣାଉଛୁ। ଆମେ ଆଇନକୁ ମଧ୍ୟ ସମ୍ମାନ ଜଣାଉଛୁ। କିନ୍ତୁ ନ୍ୟାୟ ପାଇବା ପର୍ଯ୍ୟନ୍ତ ଆମେ ଲଢ଼େଇ ଜାରି ରଖିବୁ। ସାଇନ୍-ଏ-ଡାଏ ଉଠିବା ପରେ ଆମେ ପୁଣି ଆନ୍ଦୋଳନ କରିବୁ।”

ଗତ ୭ ତାରିଖରେ ଏସ୍‌ସିବି ନର୍ସିଂ ସ୍କୁଲର ଅଧ୍ୟକ୍ଷା ଜଣେ ଛାତ୍ରୀଙ୍କୁ ମାଡ଼ ମାରିବା ସହ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ଅଭିଯୋଗ ହୋଇଥିଲା। ଏ ନେଇ ଥାନାରେ ଏତଲା ଦିଆଯାଇଥିଲା। ପରେ ଅଧ୍ୟକ୍ଷ୍ୟାଙ୍କୁ ବହିଷ୍କାର କରିବା ଦାବିରେ ନର୍ସିଂ ଛାତ୍ରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଥିଲେ। ସମସ୍ତ ଛାତ୍ରୀ ଏସସିବି ମେଡିକାଲ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବି କରିଥିଲେ। ବିଭାଗୀୟ କର୍ତ୍ତୃପକ୍ଷ, ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ, ମେଡିକାଲ ଅଧୀକ୍ଷକଙ୍କ ସହ ବାରମ୍ୱାର ଆଲୋଚନା ପରେ ମଧ୍ୟ ଛାତ୍ରୀମାନେ ନିଜ ଦାବିରେ ଅଟଳ ରହିଥିଲେ। ତେବେ ଆନ୍ଦୋଳନ ଯୋଗୁ କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ପାଇଁ ନର୍ସି ସ୍କୁଲ୍ କର୍ତ୍ତୃପକ୍ଷ ଗତକାଲି ସାଇନ-ଏ-ଡାଏ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story