ଉଚ୍ଚ ଶିକ୍ଷା ବିଭାଗରୁ ଅଲଗା ହେଲା ଯୁକ୍ତ ଦୁଇ କଲେଜ

ଭୁବନେଶ୍ୱର: ଏଣିକି ଉଚ୍ଚଶିକ୍ଷା ବଦଳରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ହେବ ରାଜ୍ୟର ସମସ୍ତ ଯୁକ୍ତଦୁଇ କଲେଜ। ଉଚ୍ଚଶିକ୍ଷା ବିଭାଗରୁ ଯୁକ୍ତଦୁଇକୁ ଅଲଗା କରିବା ନେଇ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ। ବିଜ୍ଞପ୍ତି ଅନୁସାରେ ଯୁକ୍ତଦୁଇ କଲେଜ, ପାଠ୍ୟକ୍ରମ, ପରୀକ୍ଷା ପରିଚାଳନା ଏବଂ ପ୍ରଶାସନିକ କାର୍ଯ୍ୟକ୍ରମ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପରିଚାଳନା କରାଯିବ। ଏହାଦ୍ୱାରା ଯୁକ୍ତ ଶିକ୍ଷା କ୍ଷେତ୍ରରେ […]

plus2 student

plus2 student

Rakesh Mallick
  • Published: Monday, 23 May 2016
  • Updated: 23 May 2016, 04:20 PM IST

plus2 studentଭୁବନେଶ୍ୱର: ଏଣିକି ଉଚ୍ଚଶିକ୍ଷା ବଦଳରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ହେବ ରାଜ୍ୟର ସମସ୍ତ ଯୁକ୍ତଦୁଇ କଲେଜ। ଉଚ୍ଚଶିକ୍ଷା ବିଭାଗରୁ ଯୁକ୍ତଦୁଇକୁ ଅଲଗା କରିବା ନେଇ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ।

ବିଜ୍ଞପ୍ତି ଅନୁସାରେ ଯୁକ୍ତଦୁଇ କଲେଜ, ପାଠ୍ୟକ୍ରମ, ପରୀକ୍ଷା ପରିଚାଳନା ଏବଂ ପ୍ରଶାସନିକ କାର୍ଯ୍ୟକ୍ରମ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପରିଚାଳନା କରାଯିବ। ଏହାଦ୍ୱାରା ଯୁକ୍ତ ଶିକ୍ଷା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ (ରାମସା) ଯୋଜନାରେ ଅଧିକ କେନ୍ଦ୍ରୀୟ ଅନୁଦାନ ଅଧିକ ପରିମାଣରେ ମିଳିବ। ଫଳରେ ଶିକ୍ଷା, ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସହାୟକ ହୋଇପାରିବ।

ଏନେଇ  ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, “ଯୁକ୍ତ ଦୁଇଠାରୁ ଯୁକ୍ତତିନିକୁ ଅଲଗା କରିବା ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ବହୁଦିନ ଧରି ଯେଉଁ ପ୍ରକ୍ରିୟାଟି ପଡି ରହିଥିଲା ସେଥିରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି। ଆଜିଠୁ ଯୁକ୍ତଦୁଇ ପ୍ରଶାସନ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟ କରିବ। ଏହାକୁ ପରିଚାଳନା କରିବା ପାଇଁ ଅତିରିକ୍ତ ସଚିବ ପାହ୍ୟାର ଜଣେ ବରିଷ୍ଠ ଅଫିସର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ। ଉଚ୍ଚଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଶିକ୍ଷକମାନେ ସେଠାରେ ଯାଇ କିଛି ଦିନ କାର୍ଯ୍ୟ କରିବେ। ୨୦୧୬-୧୭ ଶିକ୍ଷା ବର୍ଷରେ ଏହା ସମ୍ପୂର୍ଣ୍ଣ ଭାବେ ଉଚ୍ଚଶିକ୍ଷାରୁ ଅଲଗା ହୋଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story