ସିସୋର ଚିଟ୍‌ଫଣ୍ଡ ଲିଙ୍କ: ବିଜେଡି ନେତାଙ୍କ ଘରେ ସିବିଆଇ ଚଢାଉକୁ ବିରୋଧ

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ ଲିଙ୍କ ମାମଲାରେ ବିଜେଡି ନେତା ଓ ନବୀନ ନିବାସ କର୍ମଚାରୀଙ୍କ ଘରେ ସିବିଆଇ ଚଢାଉକୁ ଦଳ ପକ୍ଷରୁ ବିରୋଧ କରାଯାଇଛି। ରାଜନୈତିକ ଉଦ୍ଦେଶ୍ୟ ରଖି ସିବିଆଇ ଏହି ଚଢାଉ କରିଥିବା ଅଭିଯୋଗ କରି ବିଜେଡି ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ସିବିଆଇ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଛି। ବିଜେଡି କର୍ମୀମାନେ ସିବିଆଇ କାର୍ଯ୍ୟାଳୟରେ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି। ଆଜି ବିଜେଡି ବିଧାୟକ ପ୍ରଭାତ […]

bjd

bjd

Rakesh Mallick
  • Published: Thursday, 12 January 2017
  • Updated: 12 January 2017, 10:33 PM IST

Sports

Latest News

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ ଲିଙ୍କ ମାମଲାରେ ବିଜେଡି ନେତା ଓ ନବୀନ ନିବାସ କର୍ମଚାରୀଙ୍କ ଘରେ ସିବିଆଇ ଚଢାଉକୁ ଦଳ ପକ୍ଷରୁ ବିରୋଧ କରାଯାଇଛି। ରାଜନୈତିକ ଉଦ୍ଦେଶ୍ୟ ରଖି ସିବିଆଇ ଏହି ଚଢାଉ କରିଥିବା ଅଭିଯୋଗ କରି ବିଜେଡି ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ସିବିଆଇ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଛି। ବିଜେଡି କର୍ମୀମାନେ ସିବିଆଇ କାର୍ଯ୍ୟାଳୟରେ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି।

ଆଜି ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ, ସାଂସଦ ରବୀନ୍ଦ୍ର ଜେନା ଓ ନବୀନ ନିବାସ କର୍ମଚାରୀ ସରୋଜ ସାହୁଙ୍କ ଘରେ ସିବିଆଇ ଚଢାଉ କରିଥିଲା। ଏହାକୁ ଦଳ ପକ୍ଷରୁ ବିରୋଧ କରାଯାଇଛି। ବିଜେଡି ଯୁବ ଓ ଛାତ୍ର ସଂଗଠନର ଶତାଧିକ କର୍ମୀ ଏକ ବାଇକ୍‌ ରାଲିରେ ସିବିଆଇ ଅଫିସ୍‌କୁ ଯାଇ ବିକ୍ଷୋଭ କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତୋଳିକା ଦାହ କରିଥିଲେ।

ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ବିଧାୟକ ଏବଂ ସାଂସଦ ଚିଟଫଣ୍ଡ ତଦନ୍ତରେ ସହଯୋଗ କରୁଛନ୍ତି। ଯେତେବେଳେ ଯାହାକୁ ଡକାଯାଇଛି ସେମାନେ ହାଜର ହୋଇଛନ୍ତି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ଦୁଇବର୍ଷ ପୂର୍ବରୁ ପ୍ରଭାତ ବିଶ୍ୱଳ ଏବଂ ସରୋଜ ସାହୁଙ୍କୁ ସିବିଆଇ ଜେରା କରିଥିଲା। ଫେବୃଆରୀରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାରୁ ବିଜେପି ସିବିଆଇକୁ ବ୍ୟବହାର କରୁଛି।”

ସିବିଆଇ ଚଢାଉକୁ ନେଇ କଂଗ୍ରେସ ଉଭୟ ବିଜେପି ଓ ବିଜେଡିକୁ ସମାଲୋଚନା କରିଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ସରୋଜ ସାହୁଙ୍କ ପାଖକୁ ଯଦି ଚିଟ୍‌ଫଣ୍ଡ ଟଙ୍କା ଆସିଛି, ଏହା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସିଛି। ନବୀନ ନିବାସରେ ଯେଉଁଦିନ ସିବିଆଇ ପହଞ୍ଚିବ ଓ କାର୍ଯ୍ୟାନୁଷ୍ଠାନ ହେବ ସେ ଦିନ ସିବିଆଇର ନିସ୍ପକ୍ଷତା ପ୍ରମାଣିତ ହେବ।”

ବିଜେପି ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,“ଅଧିକାଂଶ ବିଧାୟକ ଓ ସାଂସଦ ଏଠାରେ ଚିଟଫଣ୍ଡ କାରବାରକୁ ପ୍ରୋତ୍ସାହନ ଦେଉଥିଲେ। ଜଣେ ଜଣେ କରି ସମସ୍ତେ ସିବିଆଇ ଜାଲରେ ଛନ୍ଦି ହେବେ। ଯିଏ ଅପରାଧ କରିଛି ସେ ନିଶ୍ଚିତ ଦଣ୍ଡ ପାଇବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story