ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଝଟକା: ଏସଇବିସି ସଂରକ୍ଷଣ ଆଇନ ରଦ୍ଦ: କହିଲେ ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାନ୍‌ ଉଲ୍ଲଂଘନ ହୋଇଛି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଝଟକା। ରାଜ୍ୟ ସରକାରଙ୍କ ଏସ୍ଇବିସି ସଂରକ୍ଷଣ ଆଇନ୍‌କୁ ରଦ୍ଦ  କରିଛନ୍ତି ଓଡ଼ିଶା ହାଇକୋର୍ଟ । ସଂରକ୍ଷଣ ବେଆଇନ୍‌ ହୋଇଥିବା ନେଇ ସ୍ୟାଟ୍‌ରେ ମାମଲା ହୋଇଥିଲା । ଏପରିକି ଆଇନର ବୈଧତାକୁ ନେଇ ସ୍ୟାଟ୍‌ରେ ଚ୍ୟାଲେଞ୍ଜ ମଧ୍ୟ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଅନୁଶାରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ଥିବାରୁ ଏହାକୁ ଚାଲେଂଜ କରାଯାଇଥିଲା। ମାମଲାର ବିଚାର କରି SEBC ଆଇନକୁ ରଦ୍ଦ କରିଥିଲେ ସ୍ୟାଟ୍ ।  ତେବେ ସ୍ୟାଟ୍‌ ରାୟକୁ ଚାଲେଂଜ […]

hicourt

hicourt

Rakesh Mallick
  • Published: Wednesday, 19 July 2017
  • Updated: 19 July 2017, 09:17 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଝଟକା। ରାଜ୍ୟ ସରକାରଙ୍କ ଏସ୍ଇବିସି ସଂରକ୍ଷଣ ଆଇନ୍‌କୁ ରଦ୍ଦ  କରିଛନ୍ତି ଓଡ଼ିଶା ହାଇକୋର୍ଟ । ସଂରକ୍ଷଣ ବେଆଇନ୍‌ ହୋଇଥିବା ନେଇ ସ୍ୟାଟ୍‌ରେ ମାମଲା ହୋଇଥିଲା । ଏପରିକି ଆଇନର ବୈଧତାକୁ ନେଇ ସ୍ୟାଟ୍‌ରେ ଚ୍ୟାଲେଞ୍ଜ ମଧ୍ୟ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଅନୁଶାରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ଥିବାରୁ ଏହାକୁ ଚାଲେଂଜ କରାଯାଇଥିଲା। ମାମଲାର ବିଚାର କରି SEBC ଆଇନକୁ ରଦ୍ଦ କରିଥିଲେ ସ୍ୟାଟ୍ ।  ତେବେ ସ୍ୟାଟ୍‌ ରାୟକୁ ଚାଲେଂଜ କରି ହାଇକୋର୍ଟ ଯାଇଥିଲେ ରାଜ୍ୟ ସରକାର । ହାଇକୋର୍ଟ ସ୍ୟାଟ୍‌ ରାୟକୁ କାଏମ ରଖିବା ସହ SEBC ଆଇନ ରଦ୍ଦ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ନ ରଖିବାକୁ ନିର୍ଦ୍ଦେଶାବଳୀ ଥିବାବେଳେ କେନ୍ଦ୍ର ସରକାର ସଂରକ୍ଷଣ ସୀମାକୁ ୪୯ ପ୍ରତିଶତରେ ସୀମିତ ରଖିଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ମୋଟ ସଂରକ୍ଷଣ ଥିଲା ୬୫.୭୫ ପ୍ରତିଶତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos