ସଚିବମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଯୁଦ୍ଧକାଳୀନ ଭିତ୍ତିରେ ଚାଷୀଙ୍କୁ ମରୁଡ଼ି ସହାୟତା ଦିଅ

ଭୁବନେଶ୍ୱର: ଯୁଦ୍ଧକାଳୀନ ଭିତ୍ତିରେ ଚାଷୀଙ୍କୁ ମରୁଡ଼ି ସହାୟତା ପହଞ୍ଚାଇବା ଲାଗି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସବୁ ବିଭାଗର ସଚିବମାନଙ୍କ ବୈଠକରେ ନବୀନ ନିଜ ସରକାରର ପ୍ରାଥମିକତାଗୁଡିକୁ ଦକ୍ଷତାର ସହ କାର୍ଯ୍ୟକାରୀ କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟରେ ଜଳସେଚନ ଏକ ପ୍ରମୁଖ ଚ୍ୟାଲେଞ୍ଜ ହୋଇ ରହିଥିବା ବେଳେ ଏହାର ସମାଧାନ ଲାଗି ଅଭିନବ ଉପାୟ ଚିନ୍ତା କରାଯିବା ଦରକାର ବୋଲି କହିଛନ୍ତି ନବୀନ। ସହରାଞ୍ଚଳରେ ସମସ୍ତଙ୍କୁ ଶସ୍ତା ଘର ଯୋଗାଣ, ସ୍ୱାସ୍ଥ୍ୟସେବା ସମସ୍ୟା, ଗୁଣାତ୍ମକ […]

cm

cm

Rakesh Mallick
  • Published: Monday, 30 November 2015
  • Updated: 30 November 2015, 03:59 PM IST

ଭୁବନେଶ୍ୱର: ଯୁଦ୍ଧକାଳୀନ ଭିତ୍ତିରେ ଚାଷୀଙ୍କୁ ମରୁଡ଼ି ସହାୟତା ପହଞ୍ଚାଇବା ଲାଗି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସବୁ ବିଭାଗର ସଚିବମାନଙ୍କ ବୈଠକରେ ନବୀନ ନିଜ ସରକାରର ପ୍ରାଥମିକତାଗୁଡିକୁ ଦକ୍ଷତାର ସହ କାର୍ଯ୍ୟକାରୀ କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟରେ ଜଳସେଚନ ଏକ ପ୍ରମୁଖ ଚ୍ୟାଲେଞ୍ଜ ହୋଇ ରହିଥିବା ବେଳେ ଏହାର ସମାଧାନ ଲାଗି ଅଭିନବ ଉପାୟ ଚିନ୍ତା କରାଯିବା ଦରକାର ବୋଲି କହିଛନ୍ତି ନବୀନ। ସହରାଞ୍ଚଳରେ ସମସ୍ତଙ୍କୁ ଶସ୍ତା ଘର ଯୋଗାଣ, ସ୍ୱାସ୍ଥ୍ୟସେବା ସମସ୍ୟା, ଗୁଣାତ୍ମକ ଶିକ୍ଷା, ସମସ୍ତଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ ଓ ଯୋଗାଯୋଗ ଓ ଗମନାଗମନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ବିଜୁ ଏକ୍ସପ୍ରେସ ୱେ ଓ ବିଜୁ ସେତୁ ଯୋଜନାକୁ ଦକ୍ଷତାର ସହ କାର୍ଯ୍ୟକାରୀ କରାଯିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟରେ ଶିଳ୍ପର ଅଭିବୃଦ୍ଧି ଓ ନିଯୁକ୍ତି ଭିତ୍ତିକ ଶିଳ୍ପ ପ୍ରତିଷ୍ଠାକୁ ତ୍ୱରାନ୍ୱିତ କରିବାକୁ  ନବୀନ ଆହ୍ୱାନ ଦେଇଛନ୍ତି। ସେହିପରି ରାଜ୍ୟର ସର୍ବାଙ୍ଗୀନ ବିକାଶ ଲାଗି ଅଭିନବ ଓ ସ୍ୱଚ୍ଛ ନିଷ୍ପତ୍ତି ନେବା ପାଇଁ ସେ ସଚିବମାନଙ୍କୁ ଆହ୍ୱାନ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story